IBN ଓଡ଼ିଶା ବ୍ୟୁରୋ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି…. ଜାଣି ନିଅନ୍ତୁ ସେମାନଙ୍କର ସ୍ୱତନ୍ତ୍ର ଗୁଣ… :-

ପ୍ରାୟ ପ୍ରତ୍ୟେକ ଝିଅ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି । ହୁଏତ ସବୁ ଝିଆଙ୍କ ସ୍ୱଭାବ ଏବଂ ଯତ୍ନ କରିବାର ଗୁଣ ସମାନ କିନ୍ତୁ ସେହି ଗୁଣ ସମସ୍ତେ ଭିନ୍ନ ଭିନ୍ନ ପ୍ରଦର୍ଶନ କରିଥାନ୍ତି । ଝିଅଙ୍କୁ ଘରର ଲକ୍ଷ୍ମୀ ବୋଲି ବିଶ୍ୱାସ କରାଯାଏ ଏବଂ ତାହାର ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି । ଘରେ ମହିଳା ମାନେ ରହିଲେ ଶାନ୍ତି ବଜାୟ ରହିଥାଏ ଏବଂ ଘରେ ସବୁବେଳେ ସକା-ରାତ୍ମକ ଶକ୍ତିର ବାସ ହୋଇଥାଏ ।

ଝିଅଟିଏ ଯେତେବେଳେ ବିବାହ କରି ନିଜ ଶାଶୁ ଘରକୁ ଯାଏ ଶାଶୁ ଘରେ ତାଙ୍କୁ ଲକ୍ଷ୍ମୀ କହି ଗୃହ ପ୍ରବେଶ କରାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ନାମର ଝିଅ ଅଛନ୍ତି ଯେଉଁମାନେ ଲକ୍ଷ୍ମୀ ଙ୍କ ପ୍ରତିମା ହେବା ସହିତ ଏତେ ଭଲ ହୋଇଥାନ୍ତି ଯେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ୫ ଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ଶାଶୁ ଘରକୁ ଗଲେ ସବୁବେଳେ ଖୁସି ବଜାୟ ରହିଥାଏ ।

୧ . P ନାମର ଝିଅ :-

ଏହି ନାମର ଝିଅ ମାନେ ମନରୁ ବେଶ ଭଲ ହୋଇଥାନ୍ତି । ସେମାନେ ସବୁବେଳେ ଅନ୍ୟର ଦୁଃଖକୁ ନିଜର କରନ୍ତି । ବିବାହ ପୂର୍ବରୁ ଯେପରି ଥାଆନ୍ତି ବିବାହ ପରେ ମଧ୍ୟ ସେମାନଙ୍କ ସ୍ୱଭାବର କୌଣସି ପରିବର୍ତ୍ତନ ହୋଇ ନଥାଏ । ନିଜ ପାର୍ଟନର ର ଯତ୍ନ ନେବା ସହିତ ପୁରା ପରିବାରର ଯତ୍ନ ନେଇଥାନ୍ତି ଯେଉଁ କାରଣରୁ ଶାଶୁ ଘର ଲୋକଙ୍କର ପ୍ରିୟ ହୋଇ ରହନ୍ତି । ବଚନ ରେ ମଧ୍ୟ ଏମାନେ ଭଲ ହୋଇଥାନ୍ତି ।

୨ . D ନାମର ଝିଅ :-

ଏହି ନାମର ଝିଅ ମାନେ ନିଜେ ଭାଗ୍ୟଶାଳୀ ହେବା ସହିତ ଶାଶୁ ଘର ଲୋକଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ କାମରେ ବେଶ ଭଲ ହୋଇଥାନ୍ତି । ନିଜ ଲୋକଙ୍କ ମନକୁ କିପରି ଜିତିବାକୁ ହୁଏ ଏହା ସେମାନଙ୍କୁ ବେଶ ଭଲ ଭାବରେ ଜଣା । ନିଜ ଜୀବନସାଥି ଙ୍କଟ ମଧ୍ୟ ବେଶ ପ୍ରିୟ ହୋଇଥାନ୍ତି ।

୩ . S ନାମର ଝିଅ :-

ନିଶ୍ଚିତ ରୂପରେ ଏହି ନାମର ଝିଅ ଶାଶୁ ଘର ଲୋକଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଯେକୌଣସି ପରିସ୍ଥିତି କୁ ଠିକ କରିବାକୁ କ୍ଷମତା ରଖନ୍ତି ଯେଉଁ କାରଣରୁ ଶାଶୁ ଘର ଲୋକେ ଏମାନଙ୍କୁ ଅଧିକ ସପୋର୍ଟ କରନ୍ତି । ଏମାନଙ୍କ ପ୍ରତ୍ୟେକ କାର୍ଯ୍ୟ ନିଜ ଜୀବନସାଥୀ ଏବଂ ଶାଶୁ ଘର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ନିମନ୍ତେ ହିଁ ହୋଇଥାଏ । ଏମାନେ ସବୁବେଳେ ଅନ୍ୟର ଖୁସି ପାଇଁ ହିଁ କାମ କରିଥାନ୍ତି ।

୪ . R ନାମର ଝିଅ :-

Related Articles

Leave a Reply

Your email address will not be published. Required fields are marked *

Back to top button