IBN ଓଡ଼ିଶା ବ୍ୟୁରୋ

ଯଦି ଜଣେ ତୁମକୁ love କରୁଛି ସେ ତୁମ ସହିତ କେବେବି କରିବ ନାହିଁ ଏହି ୫ଟି କାମ

ବର୍ତ୍ତମାନ ଯୁଗରେ ଏହା ଜାଣିବା ବହୁତ କଷ୍ଟ ହୋଇ ଯାଇଛି କି କେଉଁ ମଣିଷ ବିଶ୍ୱାସୀ ଅଟେ ଓ କିଏ ଅବିଶ୍ଵାସୀ । କାରଣ ବର୍ତ୍ତମାନ ମଣିଷ ଏତେ ଚତୁରତାର ସହିତ ମିଛ କୁହନ୍ତି କି ଜଣା ପଡେ ନାହିଁ କି ସେମାନେ ମିଛି କହୁଛନ୍ତି ନା ସତ କହୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୫ ଟି ମହତ୍ଵପୂର୍ଣ ବିଷୟ ଉପରେ ଚର୍ଚା କରିବା ଯିଏ ଆପଣଙ୍କୁ ହୃଦୟର ସହ ପ୍ରେମ କରୁଥିବ ସେ ଆପଣଙ୍କ ସହ ଏହି ୫ ଟି କଥା ଆପଣଙ୍କ ସହ କେବେ ବି କରିବେ ନାହିଁ । ଏଥିରୁ ଆପଣ ଜାଣି ପାରିବେ କି କେଉଁ ବ୍ୟକ୍ତି ଆପଣଙ୍କୁ ସତରେ ଭଲ ପାଉଛି ।

ପ୍ରଥମ କଥା

ଯେଉଁ ବ୍ୟକ୍ତି ଆପଣଙ୍କୁ ସତରେ ଭଲ ପାଉଥିବ ସେ ଆପଣଙ୍କୁ କେବେ ବି ଛାଡି କି ଯିବ ନାହିଁ । ଯେମିତି କି ବଞ୍ଚିବା ପାଇଁ ନିଶ୍ୱାସ ପ୍ରଶ୍ୱାର ଆବଶ୍ୟକ ହୋଇଥାଏ । ଠିକ ସେହିପରି ଯଦି କେହି ଆପଣଙ୍କୁ ସତରେ ଭଲ ପାଉଥିବ ତାହା ପାଇଁ ପ୍ରେମ ବି ଏହିଭଳି ଜରୁରୀ ଜିନିଷ ହୋଇଯାଏ । ସେ ଆପଣଙ୍କୁ କେବେ ବି ଛାଡି ଯିବ ନାହିଁ । ଯେମିତିକି ଆପଣମାନେ ହୀର ରାଞ୍ଝା, ରୋମିଓ ଜୁଳିଏଟ ଭଳି ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କାହାଣୀ ବିଷୟରେ ଶୁଣିଥିବେ ।

ସେମାନଙ୍କ ଜୀବନ ଚାଲିଗଲା ତଥାପି ସେମାନେ ନିଜ ଠାରୁ ନିଜର ପ୍ରେମକୁ କେବେ ବି ଅଲଗା କରି ନ ଥିଲେ । କିନ୍ତୁ ଆଜି କାଲିର ସମ୍ପର୍କ କେତେ ବେଳେ ଆରମ୍ଭ ହୁଏ ଓ କେତେବେଳେ ଶେଷ ହୋଇ ଯାଏ ଏହା ଜଣା ହିଁ ପଡେ ନାହିଁ । ଆଜି କାଲିର ସମ୍ପର୍କ ତ ଛୋଟ ଛୋଟ କଥାରେ ହିଁ ଭାଙ୍ଗି ଯାଉଛି । ଏହିଭଳି ସମ୍ପର୍କ କେବେ ବି ପ୍ରକୃତ ସମ୍ପର୍କ ହୋଇ ନ ଥାଏ । ଯଦି ପ୍ରେମ ହୃଦୟର ସହ କରିଥିବେ ତେବେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଅଲଗା କରି ପାରିବ ନାହିଁ ।

ଦ୍ୱିତୀୟ କଥା

ଯେଉଁ ବ୍ୟକ୍ତି ଆପଣଙ୍କୁ ହୃଦୟର ସହ ପ୍ରେମ କରୁଥିବ ସେ ଆପଣଙ୍କୁ କେବେ ବି କୌଣସି ଧୋଖାରେ ରଖିବେ ନାହିଁ । କିଛି ଲୋକ ତ ପ୍ରେମରେ ସବୁ କିଛି ଲୁଚାଇ ଥାନ୍ତି । ଯେଉଁ ମାନଙ୍କୁ ପ୍ରେମ କରିବାର ନାହିଁ ତ ସେମାନେ ଅନ୍ୟମାଙ୍କୁ ମିଛ କଥା କହି ତାଙ୍କ ମନ ସହିତ କାଁହିଁକି ମିଛ ଖେଳ ଖେଳନ୍ତି । ନିଜ ସ୍ୱାର୍ଥ ପାଇଁ ଅନ୍ୟର ଜୀବନ ନଷ୍ଟ କରି ଦିଅନ୍ତି । କହିବାକୁ ଗଲେ ଯେଉଁମାନେ ପ୍ରକୃତ ପ୍ରେମ କରନ୍ତି ସେମାନେ କାହାକୁ କେବେ ବିଶ୍ୱାସ ଘାତକତା କରନ୍ତି ନାହିଁ ।

ତୃତୀୟ କଥା

ତୃତୀୟରେ ଯିଏ ଆପଣଙ୍କୁ ସତରେ ଭଲ ପାଉଥିବ ସେ ଆପଣଙ୍କୁ କେବେ ବି କିଛି ବି ଲୁଚାଇବ ନାହିଁ । ଆପଣଙ୍କୁ ତାଙ୍କ କଥା ତାଙ୍କ ଠାରୁ ନୁହେଁ ଅନ୍ୟଠୁ ଜଣାପଡିବ ଯେଉଁ ସମ୍ପର୍କରେ ଏପରି ଲୁଚା ଲୁଚି କଥା ଥାଏ ସେହି ସମ୍ପର୍କ କେବେ ବି ସତ ହୋଇ ନ ଥାଏ । ତେବେ ଆପଣ ଜାଣି ଯିବେ ଯେ ଆପଣ ପ୍ରକୁତରେ ଭଲ ପାଉ ନାହିଁ ।

ଚର୍ତୁଥ କଥା

ଚର୍ତୁଥରେ ଯେଉଁ ବ୍ୟକ୍ତି ସତରେ ପ୍ରେମ କରୁଥିବ ସେ କେବେ ବି ଆପଣଙ୍କୁ ଅବମାନନା କରିବ ନାହିଁ । ଯେଉଁଠି ଆପଣଙ୍କର କୌଣସି ମହଁତ୍ଵ ନଥିବ ସେଠି ସତ ପ୍ରେମ ନଥିବ ।

ପଞ୍ଚମ ଗୁଣ

Related Articles

Leave a Reply

Your email address will not be published. Required fields are marked *

Back to top button