ଶୋଇବା ପୂର୍ବରୁ ରୁ ସ୍ତ୍ରୀ ସହ ଲଗାତାର କରନ୍ତୁ ଏହି କାମ, ୭ ଦିନରେ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯିବ

ଯଦି ଆପଣଙ୍କ ପରିବାର ରେ ସବୁବେଳେ ଅସୁବିଧା ରହୁଛି ତେବେ ଏହି ଲେଖା ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଯଦି ପତି ପତ୍ନୀ ଙ୍କ ମଧ୍ୟରେ ବୁଝମଣା ଠିକ ନଥାଏ ତେବେ ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗିଯାଏ । କିଛି ଲୋକ ତ ମାନସିକ ତନାଵ ରେ ବି ଆସିଯାଇଥାନ୍ତି । ଯଦି ଆପଣଙ୍କ ସହ ଏମିତ କିଛି ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ କିଛି ଏମିତ ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ବୈବାହିକ ଜୀବନରେ କେବେବି ଝଗଡା ହେବ ନାହିଁ । ଏହି କାମ କୁ କରିବା ପରେ ଆପଣଙ୍କ ବିବାହିତ ଜୀବନ ବହୁତ ଖୁସିରେ କଟିବ । ସ୍ତ୍ରୀ ସହିତ ମଧ୍ୟ ସମ୍ପର୍କ ମଝବୁତ ରହିବ, ସେ ଆପଣଙ୍କର ସବୁ କଥା ମାନିବ ଏବଂ ଆପଣଙ୍କ ସହ ବିଶ୍ୱସ୍ତ ରହିବ । ଶୋଇବା ପୂର୍ବରୁ ସ୍ତ୍ରୀ ସହ କରନ୍ତୁ ଏହି କାମ, ସବୁବେଳେ ରହିବ ବିଶ୍ଵାସ, ଝଗଡା ବି କରିବନି
ପତି ଏବଂ ପତ୍ନୀ ର ସମ୍ପର୍କ କିଛି ସମୟରେ ଝଗଡା ହେବା ଏକ ମାମୁଲି କଥା ହୋଇଥାଏ, ହେଲେ କିଛି କ୍ଷେତ୍ରରେ ଏହି ଛୋଟ ଝଗଡା ବହୁତ ବଡ଼ ରୂପ ନେଇଥାଏ, କିଛି କଥାରେ ତ କଥା ତଲାଗ ଯାଏ ପଳାଇଥାଏ, ଏବଂ କିଛି କ୍ଷେତ୍ରରେ ବାରମ୍ବାର ଝଗଡା କରିବା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ଙ୍କର ମୁଣ୍ଡ ଖରାପ ହୋଇଯାଏ, ଏବଂ ଆହୁରି ମଧ୍ୟ ତାଙ୍କ ଭିତରେ ଥିବା ପ୍ରେମ ଏବଂ ବୁଝାମଣା ବିଚାର ଚାଲିଯାଇଥାଏ ।
ସ୍ୱାମୀ ଶୋଇବା ପୂର୍ବରୁ ପ୍ରଥମେ କରନ୍ତୁ ଏହି କାମ
● ସ୍ତ୍ରୀ ସହ ମିଠା ଏବଂ ରୋମାଣ୍ଟିକ କଥା ହୁଅନ୍ତୁ

ସ୍ୱାମୀ ନିଜ ଵ୍ୟସ୍ତ ବହୁଳ ଜୀବନ କାଳ ମଧ୍ୟରେ ସବୁବେଳେ ନିଜ କାମ କଥା ହିଁ ସ୍ତ୍ରୀ ସହିତ ଆଲୋଚନା କରିଥାଏ । ତାଙ୍କ ସ୍ତ୍ରୀ ସହିତ ଟିକେ ଭଲସେ କଥା ହେବାକୁ ତାଙ୍କ ପାଖରେ ସମୟ ର ଅଭାବ ଥାଏ । ଚାଲନ୍ତୁ ମାନିବା ଯେ ଦିନସାରା ତମ ପାଖରେ କାମ ଥାଏ, ହେଲେ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି ତେବେ ନିଜ ସ୍ତ୍ରୀ ସହ କିଛି ରୋମାଣ୍ଟିକ କଥା ବାର୍ତ୍ତା କରନ୍ତୁ, ତାଙ୍କର ଦିନ କେମିତ କଟିଲା ସେହି ବିଷୟରେ ପଚାରନ୍ତୁ, ଏବଂ ଏହା ମଧ୍ୟ ପଚାରନ୍ତୁ କି ତାଙ୍କୁ କିଛି କଷ୍ଟ ହେଇନି ତ, ଏହି ସବୁ କଲେ ଆପଣଙ୍କ ଭିତରେ ପ୍ରେମ ଭାବ ଜାଗ୍ରତ ରହିବ ଏବଂ ସେ ଆପଣଙ୍କୁ ଧୋକା ଦେବ ବୋଲି କେବେ ବ ଭାବିବନି । ଆପଣଙ୍କ ସ୍ତ୍ରୀ ଆପଣଙ୍କ ଛଡା ଆଉ କାହା ବିଷୟରେ ଭାବିବେ ନାହିଁ ।
● ସ୍ତ୍ରୀ କୁ ଆଲିଙ୍ଗନ କରି ଶୁଅନ୍ତୁ

ପ୍ରେମ ର ସହିତ ଆଲିଙ୍ଗନ କରନ୍ତୁ । ପ୍ରେମ ର ସହିତ କିଛି କଥା କହିଲେ ଏଥିରେ ଏକ ଇମୋସନ ରହିଥାଏ । ଏକ ରିସର୍ଚ୍ଚ ରୁ ଜଣାପଡିଛି ଯେ ଯଦି ସ୍ୱାମୀ ସ୍ତ୍ରୀ ରାତିରେ ଆଲିଙ୍ଗନ କରି ଶୋଇବେ ତେବେ ତାଙ୍କ ଦିନ ବହୁତ ଦିନ ଯାଏ ମଧୁର ରହିବ । ଏହାର କାରଣ ଯେ ଆଲିଙ୍ଗନ କରିବା ଦ୍ବାରା ଏକ ଆରାମ ଲାଗିଥାଏ, ନିଜ ଭିତରେ ପ୍ରେମ ଏବଂ ଭରସା ବଢିଥାଏ । ଏଥିପାଇଁ କୁହାଯାଇ ଅଛି ଯେ ଆପଣ ଯେବେବି ରାତିରେ ଶୋଇବାକୁ ଯାଉଛନ୍ତି ନିଜ ପତ୍ନୀ କୁ ନିଶ୍ଚୟ ଭାବେ ପ୍ରେମର ସହିତ ଆଲିଙ୍ଗନ କରନ୍ତୁ ।




