IBN ଓଡ଼ିଶା ବ୍ୟୁରୋ

ବାହାଘର ପରେ ଏମିତି ଭାବେ ବଦଳି ଯାଏ ପୁଅମାନଙ୍କର ଜୀବନ, ଅଚାନକ ଆସିଥାଏ ଏହି ୮ ଟି ବଡ ଚେଞ୍ଜେସ

ବାହାଘର ସମସ୍ତଙ୍କ ଜୀବନର ଏକ ମହତ୍ଵପୂର୍ଣ ନିଷ୍ପତି ଅଟେ । ବାହାଘରର ଭୁଲ ନିଷ୍ପତି କେବଳ ଦୁଇ ଲୋକଙ୍କର ନୁହେଁ ଦୁଇ ପରିବାରର ଜୀବନକୁ ଖରାପ କରିଦିଏ । ସେଥିପାଇଁ ବାହାଘରର ନିଷ୍ପତି ବହୁତ ଭାବିଚିନ୍ତି ନେବାକୁ ପଡିଥାଏ । ବାହାଘର ପରେ ଲୋକମାନଙ୍କ ଜୀବନରେ ବିଭିନ୍ନ ଚେଞ୍ଜେସ ହୋଇଥାଏ । ଲୋକମାନଙ୍କର ଧାରଣା ଏହା ଅଟେ କି ବାହାଘର ପରେ ଅଧିକ ଏଡଜସ୍ଟ ଝିଅ ମାନଙ୍କୁ ହିଁ କରିବାକୁ ପଡିଥାଏ ।

କିନ୍ତୁ ଏହା ପୁରା ପୁରୀ ଭୁଲ ଅଟେ । ବାହାଘର ପରେ ପୁଅ ମାନଙ୍କର ଜୀବନରେ ମଧ୍ୟ ମଧ୍ୟ ବହୁତ ଚେଞ୍ଜେସ ଆସିଥାଏ । ବାହାଘର ପରେ ମଣିଷଙ୍କ ସ୍ଵଭାବରେ ବିଭିନ୍ନ ଚେଞ୍ଜେସ ଆସିଥାଏ । ଆଜି ଆମେ ୮ଟି ଚେଞ୍ଜେସ ବିଷୟରେ କହିବାକୁ ଯାଉଛୁ ଯାହା ଏକ ପୁରୁଷ ମଧ୍ୟରେ ଦେଖାଯାଇଥାଏ ।

ଦାୟିତ୍ଵର ଅନୁଭବ :

କୌଣସି ବି ସମ୍ପର୍କକୁ ବହୁତ ଦାୟିତ୍ଵ ସହ ପାଳନ କରାଯାଏ । ଗୋଟିଏ ବାହାଘର ପରେ ପୁରୁଷ ଅଧିକ ଦାୟିତ୍ଵବାନ ହୋଇଯାଏ । ଏବଂ ସବୁ ଜିନିଷକୁ ଦାୟିତ୍ଵର ସହିତ କରିଥାଏ ।

ଶିଖିଯାଏ ଶେୟରିଂଗ :

ବାହାଘର ପୂର୍ବରୁ ପୁରୁଷ ଆଜାଦରେ ରହିଥାଏ । କିନ୍ତୁ ବାହାଘର ପରେ ତାହାର ଆଜାଦୀ କମ ହୋଇଯାଏ । ସେମାନେ ନିଜର ସବୁ ବଡ ଛୋଟ ଜିନିଷକୁ ପାର୍ଟନର ସହିତ ଶେୟାର କରିଥାନ୍ତି ।

ସୋସିୟାଲ ହେବାକୁ ପଡିଥାଏ :

ବାହାଘର ଦୁଇ ପରିବାରର ମିଳନ ଅଟେ । ବାହାଘର ପରେ ଆମେ ବିଭିନ୍ନ ସମ୍ପର୍କ ସହ ଜଡିତ ହେଉ । ସେଥିପାଇଁ ଏହାକୁ ବିଶେଷ ଧ୍ୟାନ ରଖିବା ଉଚିତ । ଯେଉଁଲୋକମାନେ ଏକାନ୍ତରେ ରହିବାକୁ ପସନ୍ଦ କରନ୍ତି ବାହାଘର ପରେ ସେମାନଙ୍କୁ ସୋସିୟାଲ ଆକ୍ଟିଭ ହେବା ତାଙ୍କ ପାଇଁ ବହୁତ ବଡ ଅସୁବିଧା ହୋଇଥାଏ ।

ଶିଖି ଯାଆନ୍ତି କେୟାର କରିବା :

Related Articles

Leave a Reply

Your email address will not be published. Required fields are marked *

Back to top button