IBN ଓଡ଼ିଶା ବ୍ୟୁରୋ

ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ

ରେଙ୍ଗାଲିକ୍ୟାମ୍ପ: ଚଳିତ ୠତୁର ଧାନ ସଂଗ୍ରହକୁ ସୁଚାରୁ ରୂପେ ଓ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ଦୃଷ୍ଟିରେ ରଖି ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଅତାବିରା ଆରଏମସିର ବିଭିନ୍ନ ମାର୍କେଟ ୟାର୍ଡ ଗୁଡ଼ିକ ପରିଦର୍ଶନ କରି ମାର୍କେଟର ସ୍ଥିତିକୁ ନିରୀକ୍ଷଣ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ।

ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ଭାବେ ଓ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପାଦକ ଡୋଳାମଣି ପୁରୋହିତ ଓ ଉପସ୍ଥିତ ଆର ଏମ ସି କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅତାବିରା ମାର୍କେଟ, ଗୋଡ଼ଭଗା, ଲରମ୍ଭା, କାଦୋବାହାଲ ମାର୍କେଟ ଗୁଡିକୁ ପରିଦର୍ଶନ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button