ରାଜ୍ୟ

ଏଣିକି ପୋଲିସର ବ୍ୟବହାର ରେକର୍ଡ ହୋଇ ରହିବ

ଭୁବନେଶ୍ୱର: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ। ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ସବୁ ଏହି କ୍ୟାମେରାରେ ରେକର୍ଡ ହେବ।କେବଳ ଏତଲାକାରୀ ନୁହନ୍ତି, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହୋଇ ରହିବ ଏଥିରେ।

କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ସିପି ଓ ଡିସିପି ଦେଖିବେ। ପାନିକ୍‌ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ସବୁ ରେକର୍ଡ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button