IBN ଓଡ଼ିଶା ବ୍ୟୁରୋ

ଯେଉଁ ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ଅଇଁଠା ଭୋଜନ କରନ୍ତୁ ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ଗୁରୁଜନ କହିଛନ୍ତି ମନୁଷ୍ୟ କୁ ଶହେ କାମ ଛାଡି ସର୍ବ ପ୍ରଥମେ ସ୍ନାନ କରିବା ଆବଶ୍ୟକ । ଏବଂ ହଜାରେ କାମ ସାରି ଭୋଜନ କରିବା ଆବଶ୍ୟକ । ମନୁଷ୍ୟ ର ଜୀବନ ଭୋଜନ ଉପରେ ହିଁ ନିର୍ଭର ଅଟେ । ଅନ୍ୟଥା ଜୀବନ ସମ୍ଭବ ନୁହେଁ । ଶାସ୍ତ୍ର ମାନଙ୍କରେ କିଛି ଏଭଳି ନିୟମ ସମ୍ବନ୍ଧରେ କୁହା ଯାଇଅଛି, ଯାହାର ପାଳନ ପ୍ରତ୍ୟକ ମନୁଷ୍ୟ ଙ୍କୁ କରିବା ଆବଶ୍ୟକ । ଯଦି ଆପଣ ଶାସ୍ତ୍ରରେ ବର୍ଣ୍ଣିତ ନିୟମ ମାନଙ୍କର ପାଳନ ନକରିଥାନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ଦୁଖ ଆସିପାରେ । ଆପଣଙ୍କୁ କିଛି ଜଣାପଡି ନଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଏଭଳି କେଉଁ ନିୟମ ମାନ ରହିଅଛି ଯାହା ପ୍ରତ୍ୟକ ମନୁଷ୍ୟ କୁ ପାଳନ କରିବାକୁ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଏଭଳି କେଉଁ ନିୟମ ରହିଅଛି ଯାହା ମନୁଷ୍ୟ କୁ ପାଳନ କରିବାକୁ ହୋଇଥାଏ । ହିନ୍ଦୁଧର୍ମ ଅନୁଯାୟୀ ଭୋଜନ କରିବା ପୂର୍ବ ରୁ ଭଲ ଭାବରେ ହାତ, ଗୋଡ ଏବଂ ମୁହଁ କୁ ଧୋଇ ଭୋଜନ କରିବା ଆବଶ୍ୟକ ।

ଶାସ୍ତ୍ର ରେ ଲେଖା ହୋଇଛି ଯେ ଓଦା ଗୋଡ କରି ଭୋଜନ କରିବା ମନୁଷ୍ୟ ଲମ୍ବା ଆୟୁ ପ୍ରାପ୍ତ କରିଥାନ୍ତି । ପ୍ରତ୍ୟକ ମନୁଷ୍ୟ ଙ୍କୁ ୨ ସମୟ ଭୋଜନ କରିବାର ବିଧାନ ରହିଅଛି । ତାହା ହେଉଛି ପ୍ରାତକାଳ ଏବଂ ସୟନ କାଳ । ମଧ୍ୟସମୟରେ ଭୋଜନ କରିବାର ବିଧି ଶାସ୍ତ୍ରରେ ଉଲ୍ଲେଖ ହୋଇ ନାହିଁ । ଯେଉଁ ମାନେ ଏହି ନିୟମ ର ପାଳନ କରିଥାନ୍ତି ସେମାନଙ୍କୁ ଉପବାସ କରିବାର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ଭୋଜନ ସର୍ବଦା ପୂର୍ବ ଅଥବା ଉତ୍ତର ଦିଗ ଆଡକୁ ମୁହଁ କରି ଖାଇବା ଆବଶ୍ୟକ । ପୂର୍ବ ଦିଗ ଆଡକୁ ମୁହଁ କରି ଖାଇବା ଦ୍ଵାରା ଆୟୁ ବଢିଥାଏ ।

ଦକ୍ଷିଣ ଦିଗରୁ ପ୍ରେତତ୍ଵ ର ପ୍ରାପ୍ତି ହୋଇଥାଏ । ପଶ୍ଚିମ ଦିଗରେ ମୁହଁ କରି ଖାଦ୍ୟ ଖାଇଲେ, ମନୁଷ୍ୟ ରୋଗୀ ହୋଇଯାଇଥାଏ । ଉତ୍ତର ଦିଗ ଆଡକୁ ମୁଖ କରି ଖାଇବା ଦ୍ଵାରା ଆୟୁ ତଥା ଧନର ବୃଦ୍ଧି ହୋଇଥାଏ । ଯଦି ଆପଣ ନିୟମ ଅନୁଯାୟୀ ଭୋଜନ କରନ୍ତି ତେବେ, ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଦେଖାଯିବ ନାହିଁ । ମାତ୍ର ଆପଣ ଗୋଟିଏ କଥାର ଧ୍ୟାନ ରଖିବେ ଯେ ଶାସ୍ତ୍ରରେ ଏହା ମଧ୍ୟ ଲେଖା ହୋଇଛି ଯେ କୌଣସି ବ୍ୟକ୍ତିଙ୍କର ଅଇଁଠା ଭୋଜନ ଖାଇବା କଥା ନୁହେଁ । ଏହାକୁ ବହୁତ ବଡ ନିଷେଧ ମାନାଯାଇଥାଏ ।

ସାଧାରଣତ ଦେଖିବାକୁ ମିଳିଥାଏ ଯେ ସ୍ଵାମୀ ଛାଡି ଯାଇଥିବା ଭୋଜନ କୁ ସ୍ତ୍ରୀ ଖାଇ ନେଇଥାନ୍ତି । ସେମାନେ ଭାବିଥାନ୍ତି ଯେ ଅଇଁଠା ଖାଇବା ଦ୍ଵାରା ପ୍ରେମ ବଢିଥାଏ । ମାତ୍ର ଏହା ସତ୍ୟ ଅଟେ ନାହିଁ । ଶାସ୍ତ୍ର ଅନୁଯାୟୀ ଏଭଳି କରିବା ଆଦୌ ଉଚିତ ନୁହେଁ । ସ୍ଵାମୀ ସ୍ତ୍ରୀ ଙ୍କୁ କେବେ ମଧ୍ୟ ଏକା ସହିତ ଏକା ଥାଳିରେ ଭୋଜନ କରିବା କଥା ଉଚିତ ନୁହେଁ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣଙ୍କ ଘରେ ଦରିଦ୍ରତାର ବାସ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button