IBN ଓଡ଼ିଶା ବ୍ୟୁରୋ

ହଜାର ଟଙ୍କାର ଔଷଧ ଖାଇବା ବଦଳରେ ପ୍ରତିଦିନ ଏହି ପତ୍ର ଗୋଟିଏ ଖାଇ ନିଅନ୍ତୁ, ଏବଂ ଦେଖନ୍ତୁ ଚମତ୍କାର

ଆଜି ମୁଁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଅଛି ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରିଥାନ୍ତି । ଏହା ବହୁତ ସାରା ରୋଗକୁ ଦୂର କରିବାରେ କାମରେ ଆସିଥାଏ । ଏହାର ଉପକାରିତା ବୋଧ ହୁଏ ବହୁତ କମ୍ ଲୋକଙ୍କୁ ଜଣା । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷାକ ତତ୍ୱରେ ଭରପୁର ଗଛ ମାନଯାଏ । ଯେଉଁ ଲୋକମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ଏହାର ପ୍ରତିଦିନ ସେବନ କରିଥାନ୍ତି । ଏହି ଗଛର ନାମ ହେଲା ଭୁର୍ସୁଙ୍ଗ ଗଛ ।

ବନ୍ଧୁଗଣ ଭୁର୍ସୁଙ୍ଗ ଗଛରେ ଏତେ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରେ । ଯଦି ଆପଣ ଭୁର୍ସୁଙ୍ଗ ପତ୍ରର ସେବନ କରୁ ନାହାଁନ୍ତି ତେବେ ଆଜିଠୁହିଁ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।ଯଦି କାହାକୁ କୋଲେଷ୍ଟ୍ରୋଲର ସମସ୍ୟା ଅଧିକ ହେଉଅଛି ତେବ ଭୁର୍ସୁଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।

କାରଣ ଏହାର ସେବନ ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲକୁ କମ୍ କରିବାରେ ଏହା ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ଭୁର୍ସୁଙ୍ଗ ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୁର୍ସୁଙ୍ଗ ପତ୍ରର ସେବନ କରନ୍ତୁ ।

ଭୁର୍ସୁଙ୍ଗ ପତ୍ରର ସେବନ ଦ୍ୱାରା ଆପଣଙ୍କ କେଶ ଘନ, ଲମ୍ବା ଓ ଚମକଦାର ବନିଥାଏ । ଏହା ସେବନ କରିବା ଦ୍ୱାରା କେଶ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୁର୍ସୁଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗାର କଣ୍ଟ୍ରୋଲରେ ରଖିବାରେ ବହୁତ ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଆପଣଙ୍କ ପେଟ ଓ ଲିଭର ପାଇଁବି ଭୁର୍ସୁଙ୍ଗ ପତ୍ର ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ ପେଟରେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ଅଛି ତେବେ ଭୁର୍ସୁଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କ ଲିଭରରେବି କିଛି ସମସ୍ୟା ଅଛି ଅବା ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ତେବେ ଆପଣ ଭୁର୍ସୁଙ୍ଗ ପତ୍ରର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଆପଣଙ୍କର ଏହି ସମସ୍ୟା ବି ଶେଷ ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button