IBN ଓଡ଼ିଶା ବ୍ୟୁରୋ

କଇଁଛଙ୍କ ସୁରକ୍ଷା ଲାଗି ସମୁଦ୍ରରେ ମାଛ ଧରା କଟକଣା ଜାରି

ଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ସମୁଦ୍ରରେ ମାଛ ଧରା କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଦେବୀ ମୁହାଣରେ ଏହି କଟକଣା ଲାଗୁ ହୋଇଛି। ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ସମୟ ଆସିଥିବାରୁ ସରକାରଙ୍କ ,

ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ପହିଲାରୁ ଆଗାମୀ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଯାଏ ଏହି କଟକଣା ବଳବତ୍ତର ରହିବ।

ମୁହାଣଠାରୁ ୨୦ କିଲୋମିଟର ଦୂର ସାମୁଦ୍ରିକ ଅଞ୍ଚଳ ପର୍ଯ୍ୟନ୍ତ ମାଛଧରା ବନ୍ଦ ରହିବ ବୋଲି କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button