ରାଜ୍ୟ
ଫେରାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ – Ibnodisha

[ad_1]
କୋରାପୁଟ: କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ ହୋଇଥିବା ଜଣାପଡିଛି । ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ୮ ବର୍ଷ ଫେରାର ପୂର୍ବତନ ବିଡିଓ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସୂଚନା । ୭ଟି ଦୁର୍ନତୀ ମାମଲାରେ ୱାଣ୍ଟେଡ୍ ଥିଲେ ରମେଶ ସାହୁ । ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାଞ୍ଜେିଟ ରିମାଣ୍ଡରେ ଓଡିଶା ଅଣାଯାଉଛି ।
ନିଲାମ ହେବନି ସନି ଦେଓ୍ଵଲଙ୍କ ଜୁହୁ ବଙ୍ଗଳା
[ad_2]