ଏମିତି ଝିଅ ମିଳିଲେ ତୁରନ୍ତ ବିବାହ କରି ନିଅନ୍ତୁ, ଘରକୁ କରି ଦିଅନ୍ତି ସ୍ଵର୍ଗ –

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ଅଧିକାଂଶ ପୁଅ ମାନେ ନିଜ ବିବାହ ପାଇଁ ବହୁତ ଚିନ୍ତିତ ରହୁଛନ୍ତି । କାରଣ ବର୍ତ୍ତମାନର ଦୁନିଆରେ ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳିବା ବହୁତ କଷ୍ଟକର ହୋଇଛି । ଶାସ୍ତ୍ର ଓ ଚାଣକ୍ୟ ନୀତିରେ କୁହାଯାଇଛି ସିଦ୍ଧ ବ୍ୟକ୍ତି ସହ ବିବାହ କରିବା ଉଚିତ ନଚେତ ଜୀବନ ସାରା ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ । ଆପଣ ମାନଙ୍କର ଏହି ସମସ୍ଯାର ସମାଧାନକୁ ନେଇ ଆଜି ଆମେ ଆସିଛୁ ।
ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ନାରୀ ମାନଙ୍କର ଏପରି କିଛି ଗୁଣ ଅଛି ଯାହାକୁ ଯଦି ଆପଣ ଦେଖିବେ ତା ହେଲେ ସେହି ନାରୀ ସହ ତୁରନ୍ତ ବିବାହ କରିନେବେ । କାରଣ ସେହି ନାରୀ ମାନେ ହେଉଛନ୍ତି ଶୁଦ୍ଧ । ଆଜି ଆମେ ଆପଣ ମାନଙ୍କୁ ନାରୀଙ୍କର ସେହି ଗୁଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ନାରୀ ମାନଙ୍କର ସେହି ଗୁଣ ବିଷୟରେ ।
୧. ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି କାମରେ ଠିକ ଠାକ ହୋଇନଥାଏ ହେଲେ ସେ ପରିବାରର ସମସ୍ତ ଦାଇତ୍ଵ ତୁଲାଇବାରେ ସକ୍ଷମ ଥାଏ ତେବେ ସେହି ଭଳି ସ୍ତ୍ରୀ ପରିବାରରେ ସମ୍ମାନ ବଢାଇ ଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ଏହିପରି ଝିଅ ଦେଖିବେ ତା ହେଲେ ନିଶ୍ଚୟ ସେହି ଝିଅ ସହ ବିବାହ କରିନେବେ ।
୨. ବନ୍ଧୁଗଣ ବିବାହ ପାଇଁ ନାରୀ ମାନଙ୍କ ମଧ୍ୟରେ ଗୋଟିଏ ଗୁଣ ରହିବା ନିହାତି ଆବଶ୍ୟକ । ତାହା ହେଉଛି ବଡ ଓ ସାନ ସମସ୍ତଙ୍କୁ ସମ୍ମାନ ଦେବା । କାରଣ ଯଦି କୌଣସି ନାରୀ ବଡ ସାନକୁ ସମ୍ମାନ ଦେଇ ପାରିବ ନାହିଁ ତା ହେଲେ ସେ ଆପଣଙ୍କ ପରିବାରକୁ ଧ୍ଵଂସ କରିଦେବେ । ତେଣୁ ବନ୍ଧୁଗଣ ସମ୍ମାନ ଦେଉଥିବା ନାରୀଙ୍କ ସହ ବିବାହ କରନ୍ତୁ ।