IBN ଓଡ଼ିଶା ବ୍ୟୁରୋ

ଶୀତ ଦିନେ ଗୋଇଠି ଫାଟିବାର ସମସ୍ୟା ଦେଖା ଦିଏ, ଆପଣଙ୍କ ଗୋଇଠି ଫାଟୁଛି କି ?? ତେବେ କରନ୍ତୁ ଏହି ଘରୋଇ ଉପାୟ

ଶୀତ ଦିନେ ବହୁତ ଲୋକଙ୍କର ପାଦ ଫାଟେ ପାଦର ବିଶେଷ କରି ବହୁତ ଲୋକଙ୍କର ଗୋଇଥି ଫାଟିବାର ଆମେ ଦେଖିବାକୁ ପାଇଥାଉ । ଶୀତ ଦିନରେ ଗୋଇଠି ଫାଟିବା ବହୁତ ସାଧାରଣ କଥା କିନ୍ତୁ ବର୍ଷା ଦିନେ ଗୋଇଠି ଫାଟିଲେ ଏଥିରେ ମଇଳା ପଶିଯାଇ ଓ ବ୍ୟକ୍ଟେରିଆ ମଧ୍ୟ ପଶି ଏହାକୁ ବିପଦ ପୁର୍ଣ କରେଇଦିଏ ବହୁତ ଲୋକଙ୍କର ଗୋଇଠି ଦରଜ ମଧ୍ୟ ହୁଏ ଚାଳିବାରେ ବହୁତ କଷ୍ଟ ମଧ୍ୟ ଅନୁଭଵ କରନ୍ତି ।

ଗୋଇଠି ଫାଟୁଥିଲେ ଆମେ ଏହାକୁ ବହୁତ ପ୍ରକାରର ବ୍ୟବସ୍ଥା କରି ବହୁତ ମୂଲ୍ୟବାନ ଔଷଧ କିମ୍ବା ଭେସଲିନ ଲଗେଇ ଠକ କିନ୍ତୁ ଏହା ଶୀତ ଦିନ ନଯିବା ଯାଏ ଏତେ ଭଲ ହୁଏନି ଏତେ ସହଜରେ ଠିକ ହୁଏ ନାହିଁ । କିନ୍ତୁ ଆପଣ ଯଦି ଏହି ଘରୋଇ ଉପାୟରେ ନିଜ ଗୋଇଠିର ଚିକିତ୍ସା କରିବେ ଏହା ସବୁଦିନ ପାଇଁ ଚାଲିଯିବ। ଯେଉଁ ଲୋକମାନେ ଗୋଇଠିକୁ ସଫା ରଖନ୍ତି ନାହିଁ କିମ୍ବା ତେଲ ଲାଗନ୍ତି ନାହିଁ ସେମାନଙ୍କର ଗୋଇଠି ଅଧିକ ଫାଟିବାର ଦେଖାଯାଏ ।

ପ୍ରଥମେ ଆଲୋବେରା ବା ଘି କୁଆଁରୀର ରସକୁ ନେଇ ସେଥିରେ କିଛି ଗୋଲାପ ଜଳ ଓ ଆପଣ କିଛି ଭେସଲିନ ମିଶାନ୍ତୁ ଏହା ପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଗ ପାଦକୁ ଗରମ ପାଣିରେ ଭଲସେ ସଫା କରି ଏହି ମିଶ୍ରଣକୁ ଲେପନ କରନ୍ତୁ ଓ ଏହାକୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତୁ ଚେଷ୍ଟା କରାନ୍ତୁ ଶୋଇବା ସମୟରେ ଆପଣ ଏହା ଗୋଡ଼ରୁ ପୋଛି ନହେବ ଧ୍ୟାନ ରଖନ୍ତୁ ।

ସକାଳୁ ଉଠି ପାଦ ସଫା କରିଦିଅନ୍ତୁ ଓ ଯେତେ ପାରିବେ ଖାଲି ପାଦରେ ଯିବା ଆସିବା କରିବା ଠାରୁ ନିବୃତ ରୁହନ୍ତୁ । କିଛିଦିନ ଲଗାତାର ଏହାର ବ୍ୟବହାର ଫଳରେ ଆପଣଙ୍କ ପାଦ ଆଉ ଫାଟିବ ନାହିଁ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button