IBN ଓଡ଼ିଶା ବ୍ୟୁରୋ

ଝିଅର ବିବାହ ପରେ ତାର ଏହି ଜିନିଷ ରଖନ୍ତୁ ପାଖରେ, ହେଇ ଯିବେ ଧନୀ

ବର୍ତ୍ତମାନ ସମୟରେ ମଣିଷକୁ ସୁଖ ଶାନ୍ତିରେ ବଞ୍ଚିବା ପାଇଁ ହେଲେ ପ୍ରଥମେ ଧନର ଆବଶ୍ୟକତା ହୋଇଥାଏ । ଏହି ଧନକୁ ଅର୍ଜନ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ପାଇଁ ପଛଘୁଞ୍ଚା ଦେଇନଥାଏ । ସେହି ଧନ ଉପାର୍ଜନ କରିବାର ମାର୍ଗ ଯେତେ କଷ୍ଟ ହେଲେ ମଧ୍ୟ ସେ ତାହାକୁ ଖାତିରି ନକରି ଧନ ଉର୍ପାଜନରେ ଲାଗିଥାଏ । କାରଣ ସବୁ ମଣିଷ ଧନୀ ହେବା ପାଇଁ ଚାହାଁନ୍ତି । ଧନ ବିନା ମଣିଷ ସମାଜର ଭୌତିକ ସୁଖରୁ ବଞ୍ଚିତ ହେବା ସହିତ ନିଜର ମାନ ସଂମ୍ମାନ ହରାଇ ଥାଏ । ଧନ ବିନା ମଣିଷ ବହୁତ ସମସ୍ୟାର ସାମାନା ମଧ୍ୟ କରିଥାଏ ।

ଧନ ପ୍ରାପ୍ତି କରିବା ପାଇଁ ଆମେ ଆଜି ଆପଣଙ୍କୁ ଏହା ସହଜ ଏବଂ ସରଳ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣ ଧନୀ ହେବା ସହିତ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ରହିବ । ଆପଣ ଜାଣିଥିବେ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଇ ଥାଏ ଏବଂ ସେମାନେ ଆପଣଙ୍କୁ ଧନୀ ହେବାରେ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଝିଅମାନେ ନିଜ ବାପା ମାଆଙ୍କ ପାଖରେ ବହୁତ ଗେଲ୍ହା ହୋଇଥାନ୍ତି କିନ୍ତୁ ଗୋଟିଏ ଦିନ ସେମାନେ ବିବାହ କରି ନିଜ ଘର ଛାଡି ଅନ୍ୟ ଘରକୁ ଚାଲି ଯାଇଥାନ୍ତି ।

 

ବିବାହ କରି ଅନ୍ୟ ଘରକୁ ଗଲା ପରେ ତା ନିଜ ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି କାରଣ ଝିଅ ମାନଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଝିଅର ବିବାହ ପରେ ବି ଆପଣଙ୍କ ଘରେ ଲକ୍ଷ୍ମୀ ରୁହନ୍ତୁ ତାହେଲେ ଏହି ଉପାୟ ନିହାତି ଭାବେ କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ଘର ସହିତ ଆପଣଙ୍କ ଝିଅର ଘରେ ବି ଲକ୍ଷ୍ମୀ ସବୁବେଳେ ରହିବେ ।

ଝିଅକୁ ଉପହାର ସ୍ୱରୂପ ରୂପାର ପାଉଁଜି ଦିଅନ୍ତୁ

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ସକାଳେ ଏବଂ ସନ୍ଧ୍ୟାରେ ସଜବାଜ ହୋଇଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ଏବଂ ତାଙ୍କ ଘରେ ମା ସବୁବେଳେ ବାସ କରିଥାନ୍ତି । ମହିଳା ମାନେ ପାଦରେ ପିନ୍ଧୁଥିବା ପାଉଁଜି ତାଙ୍କ ପାଦର ସୁନ୍ଦରତା ବଢାଇବା ସହିତ ତାଙ୍କୁ ବହୁତ ଲାଭ ବି ମିଳିଥାଏ । ରୂପା ପାଉଁଜି ଚନ୍ଦ୍ରମାଙ୍କର ପ୍ରତୀକ ହୋଇଥାଏ । ଯେଉଁ ଘରେ ମହିଳାଙ୍କର ପାଉଁଜି ଛନ ଛନ ଶବ୍ଦ କରିଥାଏ ସେଠାରେ ଦେବୀମାନେ ନିଜର କୃପା ଦୃଷ୍ଟି ରଖିଥାନ୍ତି । ଏଥିପାଇଁ ଝିଅଙ୍କୁ ଉପହାରରେ ରୂପାର ପାଉଁଜି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button