IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ୫ଟି ଜିନିଷ ସ୍ୱାମୀ ହୋଇ ଯିବେ କାଙ୍ଗାଳ, ମାଡି ଆସିବ ଅକାଳ ବିପତ୍ତି

ବନ୍ଧୁଗଣ ବିବାହିତ ନାରୀମାନେ କେଉଁ ଜିନିଷ ପିନ୍ଧିଲେ ସ୍ବାମିକୁ କାଳ ପଡିଥାଏ ବା ସ୍ବାମିଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ସ୍ବାମି ଦରିଦ୍ର ଏବଂ କାଙ୍ଗାଳ ହୋଇଥାଆନ୍ତି। ନାରୀମାନେ ଏହା ଜାଣିରଖନ୍ତୁ ଏବଂ ପୁରୁଷ ମାନେ ଏହା କରିବାକୁ ଦିଅନ୍ତୁ ନାହିଁ। ନଚେତ ହୋଇଯିବେ କାଙ୍ଗାଳ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ବିବାହ ହେଉଛି ଗୋଟିଏ ପବିତ୍ର ଏବଂ ଘନିଷ୍ଠ ସଂପର୍କ ଅନେକ କୁହନ୍ତି ସ୍ବାମି ସ୍ତ୍ରୀଙ୍କର ସଂପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ। ତେଣୁ ସ୍ତ୍ରୀର ସମସ୍ତ ପ୍ରକାରର ସୁଖ ଦୁଃଖ ସ୍ବାମି ଉପରେ ପଡିଥାଏ। ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ବାମିଙ୍କୁ କାଙ୍ଗାଳ ବା ତଳିତଳାନ୍ତ କରିଦେଇଥାଏ। ଜୀବନ ନଷ୍ଟ କରିଦେଇଥାଏ। ଏଣୁ କରି ସ୍ତ୍ରୀମାନେ ଏପରି ଭୁଲ କରିବା ଉଚିତ ହୋଇନଥାଏ। ଯାହା ଫଳରେ କି ସ୍ୱାମୀଙ୍କର ଅନିଷ୍ଠ ହୋଇଥାଏ।

ବନ୍ଧୁଗଣ ବିବାହ ପରେ ସ୍ବାମି ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଯାନ୍ତି। ସ୍ତ୍ରୀ ଏହି ପରି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଦୁଃଖ ଏବଂ ସୁଖର ଭାଗିଦାରୀ ହୋଇଥାଏ। ପତ୍ନୀ ପିନ୍ଧିଥିବା କେତେ ଗୁଡିଏ ଜିନିଷ ତାଙ୍କର ସ୍ୱାମୀଙ୍କୁ କାଙ୍ଗାଳ ବା ଦରିଦ୍ର କରିଦେଇଥାଏ। ଏବଂ ଦୁହିଁଙ୍କୁ ମଧ୍ୟ ଅଲଗା କରି ଦେଇଥାଏ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କର ସୁନ୍ଦରତାକୁ ବହୁତ ମାନ୍ୟତା ଦିଆଯାଇଥାଏ। ସେଥି ମଧ୍ୟରେ କେତେ ଗୁଡିଏ ଶୃଙ୍ଗାରକୁ ଭୁଲ ବା ଅଶୁଭ ବୋଲି ମାନା ଯାଇଥାଏ। କାରଣ ଆଜିକାଲି ଆଧୁନିକତାକୁ ବହୁତ ଗୁରୁତ୍ୱ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଥାଆନ୍ତି। ଯାହା ଫଳରେ କି ଜୀବନର ବର୍ବାଦ ଆଡ଼କୁ ଟାଣି ନେଇଯାଇଥାନ୍ତି। ଆସନ୍ତୁ ଜାଣିବା ସେହି ସବୁ ଶୃଙ୍ଗାର କଣ ଯାହାକୁ ବିବାହିତ ମହିଳା ମାନେ ପିନ୍ଧିବା ବା ନାଇବା ଦ୍ୱାରା ସ୍ବାମି ଏବଂ ପରିବାରର ଅନିଷ୍ଠ ହୋଇଥାଏ।

ସୁନାର ଗହଣା:-

ସୁନା ଗହଣା ସବୁ ବିବାହିତ ମହିଳା ମାନଙ୍କ ପାଇଁ ଶ୍ରେଷ୍ଠ ଏବଂ ମନ ପସନ୍ଦର ଶୃଙ୍ଗାର ହୋଇଥାଏ। କିନ୍ତୁ ଏମିତି ମଧ୍ୟ ସୁନାର ଗହଣା ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ସ୍ବାମି ତଥା ପରିବାରର ଅମଙ୍ଗଳ ହୋଇଥାଏ। ଗୋଟିଏ ହେଉଛି ସୁନାର ପାଉଁଜି ଏବଂ ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ। ଏହା ବିବାହିତ ନାରୀମାନେ ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ। ସ୍ବାମି ତଥା ପରିବାରର କ୍ଷତି ହୋଇଥାଏ। ଘରକୁ ଅଭାବ ଆସିଥାଏ। ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

ଧଳା ଲୁଗା ବା ଶାଢ଼ୀ:-
ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ନାରୀ ଧଳା ଶାଢ଼ୀ ପିନ୍ଧିଥାନ୍ତି। ଯାହାକି ବିବାହିତ ନାରୀମାନଙ୍କ ପାଇଁ ଉଚିତ ହୋଇନଥାଏ। ଏହି ପରି କରିବା ଦ୍ୱାରା ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ର ମତରେ ସ୍ୱାମୀର ମୃତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ। ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀମାନେ ହିଁ ଧଳା ବସ୍ତ୍ର ପରିଧାନ କରିବା ବିଧେୟ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button