IBN ଓଡ଼ିଶା ବ୍ୟୁରୋ

ମାଛ ଖାଇବା ପୂର୍ବରୁ ଜାଣିରଖନ୍ତୁ, ଗଳା ରେ ମାଛ କଣ୍ଟା ଲାଗିଲେ ତୁରନ୍ତ କରନ୍ତୁ ଏହି ଉପାୟ

ଦୁନିଆରେ ଅନେକ ପ୍ରକାର ଖାଦ୍ଯ ଅଛି ମାତ୍ର କିଏ କେଉଁ ଭଳି ଖାଇବ୍ବା ପାଇଁ ଭଲ ପାଇ ଥାଏ ଏହା ଆମ ଉପରେ ନିର୍ଭର କରି ଥାଏ । ଆମେ କିଛି ଲୋକମାନେ ଷାଢା ଖାଇବା ପାଇଁ ଭଲ ପାଇ ଥାଉ ଓ କିଛି ଲୋକମାନେ ଆମିଷ ଖାଇବା ପାଇଁ ଭଲ ପାଇ ଥାଉ । ମାତ୍ର ସାଧାରଣ ଭାବେ କିଛି ଜଣ ମାଛ ଖାଇବା କୁ ଭଲ ପାଇ ଥିଲେ ମଧ୍ୟ ସେମାନେ ଏହାକୁ ଖାଇବ୍ବା ପାଇଁ ଡଋ ଥାନ୍ତି । ଏହାର କାରଣ ହେଉଛି ଏହାର କଣ୍ଟା ।

ମାତ୍ର ଅନେକ ଜାଗାରେ ବହୁତ ଲୋକମାନେ ଏହାକୁ କଣ୍ଟା ସହ ଖାଇ ନେଇ ଥାନ୍ତି । ଯେଉଁ ମାନେ ଖାଇବା ଉପରେ ଅଭ୍ୟସ୍ତ ଥାନ୍ତି ସେମାନେ ଏହାକୁ ଖୁବ ଜଲ୍ଦି କହାୟ ଦେଇ ଥାନ୍ତି । ଯେଉଁ ମାନେ ଏହାକୁ ଖାଇବା ପାଇଁ ପସନ୍ଦ କରନ୍ତି ମାତ୍ର ବଡ ବଡ ମାଛ ଥିଲେ ହିଁ ସେମାନେ ଏହାକୁ ଖାଇ ପାରନ୍ତି ।

ଖାଇବା ବେଳେ ସେମାନେ ଦୁଇ ହାତର ବ୍ୟବହାର କରି ଦେଇଥାଏ । ଆଜି ଆମେ କହିବା କି ମାଛ କୁ ଆମେ ଅଜଦି ଖାଇବା ପାଇଁ ଚାହୁଁ ଛେ ତେବେ ଆମେ ଏହାକୁ କିଭଳି ଖାଇବେ । ଯଦି ଭି କଣ୍ଟା ଲାଗି ଯାଇ ଥାଏ ତାହେଲେ ଆପଣ କଣ କଣ କରିବେ ଏହା ପାଇଁ ।

କିଛି ଜଣ ମାଂସ ମଧ୍ୟ ଖାଇବା ଅଧିକା ପସନ୍ଦ କରି ଥାଉ । ମାତ୍ର ଆମେ ଯଦି ମାଛ ଖାଇବା ବେଳେ ଏହା ଆମ ଗଳାରେ ଲାଗି ଥାଏ ଆମକୁ କାଶ ହୋଇଥାଏ ଓ ଆମକୁ ବିରକ୍ତର ମଧ୍ୟ ଲାଗିଥାଏ । ଆମକୁ ଅନ୍ୟ କ୍କିହହୀ ଖାଇବା ରେ ଅସୁବିଧା ହୋଇ ଥାଏ ।

ଆପଣ ଯଦି ଦୁଇ ତି କାମ ଅକରିବେ ତେବେ ଆପଣଙ୍କ କଣ୍ଟା ଆରାମରେ ବାହାରି ଜୀବ । ମାତ୍ର ଆପଣ ଭୁଲ ରେ ଭ୍ହି ପାଣି ପିଆନ୍ତୁ ନି କିମମ୍ବା କ୍ଷାଶୀ କ୍ଷାଶୀ ବାନ୍ତି କରନ୍ତୁ ନି । ଏହା ଦ୍ଵାରା ଆପଣଙ୍କର କ୍ଷତି ହୋଇଥାଏ । ଆପଣ ଯଦି ଭୁଲ ରେ ମାଛ ଖାଇ ନେଲେ ଓ ତଣ୍ଟି ରେ ଏହା ଲାଗି ଯାଇ ଥାଏ ।

ତେବେ ଆପଣ କିଛି ଉଷୁନା ଭାତକୁ ନେବେ ଏହାର ଚକୁଟିକି ଦୁଇ ରୁ ତିନି ଗୁଲା କରି ନେବେ ଏହା ପରେ ଆପଣ ଏହାକୁ ନ ଚୋବାଇକି ସିଧା ସଳଖ ଭାବେ ଗିଳି ଦେବେ । ଦ୍କେହିବେ ଆପଣ ଭଲ ପରିଣାମ ପାଇବେ । ଏହି ଉପାୟ କୁ ଆମ ପୂର୍ବ ଲୋକମାନେ ମଧ୍ୟ କରୁଥିଲେ ସେମାନେ ଏହା ଦ୍ଵାରା ଅନେକ ଥର କଣ୍ଟା କୁ ତଣ୍ଟି ରୁ ଖସାଇ ଦେଇ ଥାନ୍ତି । ଆପଣ ଜଦି ଭାତ ପାଉନାହାନ୍ତି ତେବେ ଆପଣ କିଛି ଚୂଡା ନେଇକି ଏହାକାଉ କହାୟ ପାରିବେ ।

ଯଦି ଏହି ଉପାୟ ପରେ ମଧ୍ୟ ଆପଣଙ୍କ କଣ୍ଟା ଯାଇ ନି ତେବେ ଆପଣ 2 ରୁ 3 ତି ପାଚିଲା ଓ ବଡ ଆକଦଳୀ ନେବେ ଏହାକୁ ମୁହଁରେ ସେହି ଯାଏ ରଖିଇବେ ଯେଉଁ ଯାଏ ଏହା ଆପଣଙ୍କ ମୁହଁ କୁ ଫୁଲ ନ କରି ଦେଇଛି ଏହା ପରେ ଆପଣ ଏହାକୁ ଗିଳି ଦେବେ । ଆପଣ ଏହି ଭଳି କରିବା ଦ୍ଵାରା ଆପଣଙ୍କ କଣ୍ଟା ଖଷିଜୀବ ।

Related Articles

Leave a Reply

Your email address will not be published. Required fields are marked *

Back to top button