IBN ଓଡ଼ିଶା ବ୍ୟୁରୋ

ପିଲା କଥା କହୁନି କି ବୋଲ ମାନୁନି କଣ ପାଇଁ, ଜାଣନ୍ତୁ ଅଟିଜିମ କଣ ?

ଅଟିଜିମ ଏକ ଏହି ଭଳି ବେମାରି ହୋଇଥାଏ କି ଯାହା ଆଡବାରା ପିଲାମାନେ ସବୁ ବେଳେ ନିଜ ଦୁନିଆରେ ରହିବା ପାଇଁ ଭଲ ପାଇ ଥାନ୍ତି । ସେ କାହା ସହ ମିଶିବା ପାଇଁ ଭଲ ପାଇ ନଥାନ୍ତି । ଏହାର କାରଣ କିଛି ନଥାଏ ବୋଲି ସେମିତି କିଛି କୁହାଯାଇଛି । ଏହା ମାତା ପେଟରେ ଥିବା ଅବେଳେ ମଧ୍ୟ ହୋଇ ପାରେ କିମ୍ବା ପିଲା ଜନ୍ମ ହେବା ପରେ 1 ବର୍ଷ ପରେ ଏହା ଦେଖିବା ପାଇଁ ମିଳିଥାଏ । ପେଟରେ ଥିବା ବେଳେ ଯଦି ମହିଳା ମାନେ ଯଦି ବହୁତ ଥର ମେଡ଼ିସିନ ଖାଇ ଥାନ୍ତି କିମ୍ବା ସେମାନେ ଯଦି ପିଲା କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ତାହା ପାଇଁ ମଧ୍ୟ ପିଲାର ବିକାଶ ହୋଇ ପରି ନଥାଏ । ଏହା ଶ ଆପଣ ଦେଖିବା ପାଇଁ ଯିବେ ତ ଏହା ମଧ୍ୟ ଜାଣି ପାରିବେ କି ଯଦି ଆଜି କାଲିର ମହିଳାମାନେ ଯେଉଁ ଭଳି ଭାବେ ସ୍ମୋକିଂ କରୁଛନ୍ତି କିମ୍ବା ସେମାନେ ମଦ ସେବନ କରୁଛନ୍ତି ତାହା ପାଇଁ ମଧ୍ୟ ଏହି ଭଳି ପରିସ୍ଥିତି ପିଲାମାନେ ଭୋଗ କରି ପାରିବେ । ବହୁତ ସାରା ଜେନେଟିକ ଅସୁବିଧା ହେଉଛି ।

ଏବେ 100 ରୁ 99 ଭାଗ ର କାରଣ ହେଉଛି କି ବାପା ମା ମାନେ ଏକ ଜାଗାରେ ମିସିକି ରହିବା ପାଇଁ କେହି ନାହାଁନ୍ତି ଯାହା ଦ୍ଵାରା ପିଲାମାନେ କାହା ସହ କଥା କହି ପାରୁ ନାହାନ୍ତି । ବାପା ମା ମାନେ ଟାଇମ ମଧ୍ୟ ଦେଉ ନାହାଁନ୍ତି । କିନ୍ତୁ ପିଲାଙ୍କୁ ସେମାନେ କେବେହେଲେ ଯେଉଁ ଭଲ ପାଇବା ଦେବା କଥା ତାହା ପିଲାମାନେ ତାହା କୁ ଅବୁତ ସମୟରେ ପାଇ ପାରୁ ନାହାନ୍ତି ।

 

କିଛି ଜଣ ଖେଳଣା ଆଣିକି ଦେଇ ଦେଉଛନ୍ତି ମାତର ସେମାନେ ଏହାର ବ୍ୟବହାର ଶିଖାଉ ନାହାଁନ୍ତି । ପିଲା ଘରେ କଥା ହେବା ବେଳେ ଏକ ପ୍ରକାର କ୍କଥା ହୋଇଥାଏ ମାତ୍ର ଏହା ପରେ ସେ ଆଉ ଏକ ଭାଷା ପାଇ ଥାଏ ବାହାରେ ଯାହା ଦ୍ଵାରା ପିଲା ମଧ୍ୟ ଖୁବ ସମୟରେ ବୁଝି ପରେନି କି ସେ କଣ କରିବ ।

ଯେଉଁ ମା ମାନେ କହକୁହନ୍ତି କି ମୁ ଘରେ ଅଛି ତଥାପି ମୋ ପିଲା କଣ ପାଇଁ କଥା କହୁଣି । ଆଜି କଳାଇ ଯେଉଁ ପ୍ରକାର ଜ୍ଞାଜେଟ ଧରଉଛନ୍ତି ଯାହା ଦ୍ଵାରା ସେ ଅଧିକା ସମୟ ସେହି ମଧ୍ୟରେ ବିତାଇ ଦେଉଛି ଯାହା ଦ୍ଵାରା ସେମାନେ ଜାଣି ପାରୁନାହାନ୍ନ୍ତି କି କଣ କଣ କରିବା କଥା କଣ କଣ ଜାଣିବା କଥା ।

 

ବହୁତ ଲୋକମାନେ ଭାଇ ଥାନ୍ତି କି ଏହା ମାଂଶିକ ରୋଗ ଏହା ସେମିତି କିଛି ନଥାଏ ସେମାନେ ସମାଜରୁ ଟିକେ ଅଲଗା ହୋଇ ରହି ଥାନ୍ତି । ଆପଣ ଯଦି ବାପା ମା ହୋଇ ଜାଣୁଛନ୍ତି ଏହା ପାଇଁ ଆପଣ ଆଗ ପିଲାକୁ ସମୟ ଦିଅନ୍ତୁ । ସ୍ପିଚ ଥେରାପି ପାଇଁ ମଧ୍ୟ ଆପଣ ଆସନ୍ତୁ ଆପଣ ଠିକ ସମୟରେ ଆଣିକି ଛାଡିବା ଭଲ ହୋଇଥାଏ ।

ଏହା ଦ୍ଵାରା ଆମେ ପିଲାଙ୍କୁ ବହୁତ କିଛି ଶିଖାଇ ଥାଊ । ଆପଣ ଯଦି 3 ବର୍ଷ ପରେ ଏହାକୁ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କ ପିଲା କେବେହେଲେ କଥା କହି ପାରିବ ନି । ତେବେ ସମୟ ରହିବା ଆଗରୁ ଆମେ ସଚେତନ ହେବା ନିହାତି ଭାବେ ଦରକାର ।

More Cool Stuff

 

Related Articles

Leave a Reply

Your email address will not be published. Required fields are marked *

Back to top button