IBN ଓଡ଼ିଶା ବ୍ୟୁରୋ

ଲବଙ୍ଗରେ ଅଛି ଭୟଙ୍କର ତାକତ, ରାତିରେ ଶୋଇବା ପୂର୍ବରୁ 2ଟି ଲବଙ୍ଗ ଖାଇଲେ ମିଳେ ଜବରଦସ୍ତ ଫାଇଦା-

ନମସ୍କାର ବନ୍ଧୁଗଣ ଆମେ ଯେତେବେଳେ ବି ରୋଗରେ କିମ୍ବା ବେମାର ହୋଇ ଯାଇଥାଉ ସେତେବେଳେ ଆମ ମନ ରେ ଗୋଟିଏ କଥା ଆସେ କି ଆମକୁ ଡାକ୍ତର ଙ୍କ ପାଖକୁ ଯିବା ଉଚିତ ହେବ । କିନ୍ତୁ ଆମେ ମାନେ ଯଦି ଚାହିଁବା ତେବେ ମଧ୍ୟ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେଇ ପାରିବା । ଆମ ସ୍ୱାସ୍ଥ୍ୟ ର ଖରାପ ହେବାର ମୁଖ୍ୟ କାରଣ ହେଉଛି ବାହାରେ ମିଳିଥିବା ଫାଷ୍ଟ ଫୁଡ଼ ଏବଂ ତେଲ ମସଲା ଜନିତ ଖାଦ୍ୟ ର ଅଧିକ ସେବନ ଆପଣ ମାନେ ଏହି ଖାଦ୍ୟ କୁ ଖାଇ ଅନେକ ରୋଗ ରେ ପଡୁଛନ୍ତି ଏବଂ ତାହା ସହ ବୟସ ହେବା ପୂର୍ବରୁ ହିଁ ଆପଣ ଙ୍କ ଶରୀର,ହାଡ଼ ଆଦି ଦୁର୍ବଳ ହୋଇ ପଡୁଛି ।

ତେବେ ଏହାକୁ ଠିକ କରିବାକୁ ଯାଇ ଡାକ୍ତର ଙ୍କ ପାଖରେ ଅଧିକ ଔଷଧ ଖାଇ କିମ୍ବା ଅଧିକ ପଇସା ଖର୍ଚ୍ଚ ନ କରି ଆପଣ ନିଜେ ଘରେ ନିଜର ଉପଚାର କରି ପାରିବେ ଏବଂ ଏହା ଆୟୁର୍ବେଦ ଯୋଗୁଁ ସମ୍ଭବ ହୋଇ ପାରେ । କାରଣ ଆୟୁର୍ବେଦ ରେ ଏପରି ସବୁ ଜିନିଷ ରହିଥାଏ ଯାହାର ପ୍ରୟୋଗ ରେ ଆମେ ଶୀଘ୍ର ଆରାମ ପାଇଥାଉ ଏବଂ ଏହାର ପ୍ରକ୍ରିୟା ମଧ୍ୟ ସହଜ ଏବଂ ଉପଲବ୍ଧ ଥାଏ ତା ସହିତ ଏହା ଅଳ୍ପ ଖର୍ଚ୍ଚରେ ମଧ୍ୟ ହୋଇଥାଏ ।

ତେଣୁ ଆଜି ଆମେ ଏହି ଆୟୁର୍ବେଦ ର ଲବଙ୍ଗ ବିଷୟରେ ହିଁ ଆଲୋଚନା କରିବା ଏବଂ ତା ସହିତ ତାର ଲାଭ ବିଷୟରେ ମଧ୍ୟ ଆଲୋଚନା କରିବା । ଆମେ ଉପଯୁକ୍ତ ଖାଦ୍ୟ ନ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ର ସଂଚାଳନ ଠିକ ଭାବରେ ହୁଏ ନାହିଁ ଏବଂ ରକ୍ତ ଅଶୁଦ୍ଧ ହେବା ଯୋଗୁଁ ଆମ କେଶ ଉପୁଡିବା କୁ ଲାଗେ ଏବଂ ଚେହେରା ର ବ୍ରଣ ହେବା ସହ ଚେହେରା ର ଉଜ୍ଜ୍ୱଳ ମଧ୍ୟ କମି ଯାଇଥାଏ ଏବଂ ଶରୀର ଦୁର୍ବଳ ହେବାକୁ ମଧ୍ୟ ଲାଗିଥାଏ ।

 

ତେବେ ଏହାର ଉପଚାର ପାଇଁ ଆପଣ ଆୟୁର୍ବେଦ ର ସାହାର୍ଯ୍ୟ ନେଇ ପାରିବେ ଏବଂ ଏହି ଜିନିଷ ଟି ଆପଣ ଙ୍କର ରୋଷେଇ ଘରେ ମଧ୍ୟ ଉପଲବ୍ଧ ଅଛି ସେହି ବସ୍ତୁ ଟି ହେଉଛି ଲବଙ୍ଗ । ଲବଙ୍ଗ କୁ ପୂଜା ପାଠ ରେ ବ୍ୟବହାର କରାଯାଏ ଏବଂ ଏହାକୁ ନଜର ଉତାରିବା କିମ୍ବା କୌଣସି ଯାଦୁ ଆଦି କାର୍ଯ୍ୟ ରେ ବ୍ୟବହାର କରାଯାଇ ଥାଏ ।

ଲବଙ୍ଗ କୁ କଞ୍ଚା ଖାଇବା ଆବଶ୍ୟକ ଅଧିକତର ଆମେ ଲବଙ୍ଗ କୁ ରୋଷେଇ କରି ଏବଂ ଖାଦ୍ୟ ପଦାର୍ଥ ରେ ବ୍ୟବହାର କରିଥାଉ । କିନ୍ତୁ କୌଣସି ବି ଜିନିଷ କୁ ଗରମ କରିବା ଦ୍ୱାରା ତାର ଗୁଣ କମି ଯାଇଥାଏ ତେଣୁ ଏହାକୁ କଞ୍ଚା ସେବନ କରିବା ଉଚିତ ।

 

ଆପଣ ନିଜ ସ୍ୱାସ୍ଥ୍ୟ କୁ ସୁଧାରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ କୁ ଚୋବାଇ ଖାଇ ଗରମ ପାଣି ସେବନ କରନ୍ତୁ ଏହା ଦ୍ୱାରା ଆପଣ ଅନେକ ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା କରିବା ଦ୍ୱାରା ଆମ ରକ୍ତ ଠିକ ଭାବରେ କାର୍ଯ୍ୟ କରେ ଏବଂ ନୂତନ ରକ୍ତ କଣିକା ମଧ୍ୟ ସୃଷ୍ଟି ହୋଇଥାଏ ।

ଏହା ଦ୍ୱାରା ଆପଣ ଙ୍କର କେଶ ଉପୁଡିବା ବନ୍ଦ ହୁଏ ଏବଂ ଚେହେରା ର ଉଜ୍ଜ୍ୱଳ ମଧ୍ୟ ବଢ଼ିଥାଏ । ତା ସହିତ ଆପଣ ଙ୍କୁ ଭଲ ନିଦ ମଧ୍ୟ ଆସି ଥାଏ । ତେଣୁ ଆପଣ ନିଜ ରୋଷେଇ ଘରେ ଥିବା ଲବଙ୍ଗ ର ସାହାଯ୍ୟ ରେ ନିଜର ସ୍ୱାସ୍ଥ୍ୟ କୁ ସୁଧାରି ପାରିବେ ଏବଂ ସୁସ୍ଥ ମଧ୍ୟ ରହିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button