IBN ଓଡ଼ିଶା ବ୍ୟୁରୋ

ପ୍ରେଗନେଣ୍ଟ ଥିବା ମହିଳା ମାନେ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ପିଲାର ରଙ୍ଗ କଳା ହୋଇଥାଏ…

ବନ୍ଧୁଗଣ ପ୍ରତ୍ଯେକଟି ଗର୍ଭବତୀ ମା’ ଚାହିଁଥାଏ । ତା’ ର ଗର୍ଭରେ ବଢୁଥିବା ସନ୍ତାନ ଗୋରା, ସୁନ୍ଦର ଆଉ ବୁଦ୍ଧିମାନ ହୋଇ ଜନ୍ମ ଗ୍ରହଣ କରୁ । ସେଥିପାଇଁ ମହିଳାଙ୍କୁ ନିଜର ଖାଇବା, ପିଇବ ଉପରେ ବିଶେଷ ଭାବେ ଧ୍ୟାନ ରଖିଥାଏ । ତେବେ ପିଲାର ରଙ୍ଗ ତା’ ର ବାପା, ମା’ ର ଜିନ୍ସ ଉପରେ ନିର୍ଭର କରିଥାଏ । କାରଣ ବାପା, ମା’ ଙ୍କର ରଙ୍ଗ ଯେପରି ହୋଇଥାଏ । ତାଙ୍କ ପିଲାର ରଙ୍ଗ ମଧ୍ୟ ସେହିଭଳି ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ଗର୍ଭରେ ବଢୁଥିବା ପିଲାର ରଙ୍ଗ ଶରୀରରେ ଥିବା ମେଲାନିୟନ ଉପରେ ନିର୍ଭର କରିଥାଏ । ଗର୍ଭବତୀ ମହିଳାର ଶରୀରରେ ଥିବା ଏହି ମେଲାନିୟନ ଏକ ପ୍ରକାର ପ୍ରୋଟିନ ହୋଇଥାଏ । ଯାହା ପିଲାଟିର ରଙ୍ଗ କିଭଳି ହୋଇବ ତାହା ଉପରେ ନିର୍ଭର କରିଥାଏ । ଗର୍ଭବତୀ ମହିଳାର ଶରୀରରେ ମେଳନୀୟନ ଯେତେ ଅଧିକ ରହିଥାଏ । ସେହି ମହିଳାଙ୍କ ପିଲାର ରଙ୍ଗ ସେତେ ଅଧିକ କଳା ହୋଇଥାଏ । ତେବେ ମହିଳାର ବଡିରେ ମେଲାନିୟନ ବଢିବର ମଧ୍ୟ ଅନେକ ଗୁଡିଏ କାରଣ ରହିଛି ।

1- ଯଦି ଗର୍ଭବତୀ ମହିଳା ଅଧିକ ସମୟ ଖରାରେ ରହିଥାଏ । ତେବେ ତା’ ର ବଡିରେ ମେଲାନିୟାନର ମାତ୍ରା ଅଧିକ ବଢିଯାଇଥାଏ । ତେବେ ସେଠାରେ ପିଲାର ରଙ୍ଗ ମଧ୍ୟ କଳା ହେବାର ସମ୍ଭାବନା ବଢିଯାଇଥାଏ । ତେଣୁ ଗର୍ଭବତୀ ଥିବା ମହିଳା ମାନେ କଅଁଳ ସୂର୍ଯ୍ୟ କିରଣରେ ବସନ୍ତୁ । ଅଧିକ ଟାଣ ଖରାରେ ବସିବା ଉଚିତ ହୋଇନଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button