IBN ଓଡ଼ିଶା ବ୍ୟୁରୋ

ଏହି 4 ଟି ନାମର ପୁଅଙ୍କ ପ୍ରେମରେ ପାଗାଳ ହେଇ ଯାଆନ୍ତି ଝିଅମାନେ, ଦେଖନ୍ତୁ କଣ ଆପଣଙ୍କ ନାମ ଅଛି ଏଥିରେ …

ଏହି ୫ଟି ପୁରୁଷମାନଙ୍କ ଭଲପାଇବା ରେ ଆକର୍ଷିତ ହୋଇଯାନ୍ତି ମହିଳାମାନେ । ସମସ୍ତଙ୍କ ମନରେ ନିଜ ଜୀବନସାଥୀ ଙ୍କୁ ନେଇ ବହୁତ୍ ଇଚ୍ଛା ଥାଏ । ସମସ୍ତେ ଚାହାନ୍ତି ତାଙ୍କୁ ଏମିତି ଜୀବନସାଥୀ ମିଳୁ ଯିଏ ସବୁଥିରେ ପର୍ଫେକ୍ଟ୍ ହୋଇଥିବ । କିଛି ଝିଅ ପୁଅମାନଙ୍କୁ ତାଙ୍କ ବ୍ୟକ୍ତିତ୍ଵ ଅନୁସାରେ ବାଛନ୍ତି । ବହୁତ୍ କମ୍ ଲୋକ ଥାଆନ୍ତି ଯେଉଁମାନେ ନିଜ ପସନ୍ଦର ଜୀବନସାଥୀ ବାଛିଥାନ୍ତି । ଯଦି ଆପଣ ଚାହାନ୍ତି ଏମିତି ଜୀବନସାଥୀ ମିଳୁ ଯିଏ କଥାରେ ଓ ନିଜ ବ୍ୟକ୍ତିତ୍ଵକୁ ଓ ସ୍ଵଭାବ ରେ ସମସ୍ତଙ୍କୁ ଆକର୍ଷିତ କରନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ନାମର ପୁଅଙ୍କ ବିଷୟରେ କହିବୁ ଯିଏ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଓ ସମସ୍ତଙ୍କର ଧ୍ୟାନ ମଧ୍ୟ ରଖିଥାନ୍ତି । ଏମାନେ ନିଜ ଜୀବନସାଥିଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି । ଯାହା ପାଇଁ ସବୁବେଳେ ଝିଅମାନେ ଏମାନଙ୍କ ଉପରେ ଆକର୍ଷିତ ହୋଇଯାନ୍ତି ।

K ନାମର ପୁଅ – ଏହି ନାଁର ପୁଅମାନେ ବହୁତ ଲକି ହୋଇଥାନ୍ତି, ଏମାନଙ୍କୁ ପ୍ରେମ ଓ ଜୀବନସାଥୀ ପାଇବା ପାଇଁ ଏତେ କଷ୍ଟ କରିବାକୁ ପଡି ନଥାଏ । ଏମାନେ ବହୁତ୍ ସୁନ୍ଦର୍ ବ୍ୟକ୍ତିତ୍ୱର ହୋଇଥାନ୍ତି ଓ ଯେଉଁ କାରଣରୁ ଝିଅମାନେ ନିଜେ ନିଜେ ଏମାନଙ୍କୁ ବହୁତ୍ ଭଲ ପାଆନ୍ତି । ଏହି ନାମର ପୁଅ ମାନଙ୍କର କଥା ଓ ତାଙ୍କର ରୋମାଣ୍ଟିକ ସ୍ଵଭାବ ଝିଅକୁ ଇମ୍ପ୍ରେସ କରିଥାଏ ।

M ନାମର ପୁଅ – M ନାମର ପୁଅମାନେ ମନରୁ ବହୁତ୍ ଖୁସ ମିଜାଜ ର ହୋଇଥାନ୍ତି,ଏମାନେ ମନରୁ ବହୁତ୍ ଭଲ ଓ ମନ ତାଙ୍କର ବହୁତ୍ ସଫା ହୋଇଥାଏ । ନିଜ ସହିତ ଯୋଡି ହୋଇଥିବା ଲୋକମାନଙ୍କର ଏମାନେ ବହୁତ ଭଲ ଧ୍ୟାନ ରଖିଥାନ୍ତି । ସେମାନେ ସମସ୍ତଙ୍କର କେୟାର କରିଥାନ୍ତି,ସବୁବେଳେ ଝିଅମାନେ ତାଙ୍କର ଏହି ଗୁଣକୁ ଭଲ ପାଆନ୍ତି । ଏହି ନାମର ପୁଅମାନେ ବହୁତ ଶୀଘ୍ର ଝିଅ ମାନଙ୍କୁ । ତାଙ୍କର କରି ନିଅନ୍ତି । ଏମାନଙ୍କ କଥା କହିବା ଶୈଳୀ ଯୋଗୁଁ ଝିଅମାନେ ତାଙ୍କୁ ଭଲ ପାଆନ୍ତି ।

 

T ନାମର ପୁଅ – T ନାମର ପୁଅମାନେ ଦେଖିବାକୁ ବହୁତ୍ ଆକର୍ଷିତ ହୋଇଥାନ୍ତି । ସେମାନଙ୍କୁ ଝିଅମାନେ ବହୁତ୍ ଭଲ ପାଆନ୍ତି । ଏମାନଙ୍କର କଥା କହିବାର ଶୈଳୀ ଅନ୍ୟ ପୁରୁଷମାନଙ୍କ ଅପେକ୍ଷା ବହୁତ୍ ଅଲଗା ହୋଇଥାଏ । ଏମାନଙ୍କ ପାଇଁ ପ୍ରେମ ବହୁତ ମହତ୍ଵ ରଖିଥାଏ । ଏହି କାରଣରୁ ଝିଅମାନେ ଏମାନଙ୍କୁ ପାଇ ଶାନ୍ତିରେ ରୁହନ୍ତି । ତାଙ୍କର ଭାବନାତ୍ମକ ଗୁଣ ଯୋଗୁଁ ଏମାନେ ନିଜ ସାଥିକୁ ଧୋକା ଦିଅନ୍ତି ନାହିଁ । ଝିଅମାନଙ୍କୁ ଏମାନେ ଖୁସି କରିଦେଇ ଥାଆନ୍ତି ।

 

J ନାମର ପୁଅ – J ନାମର ପୁଅ ବହୁତ୍ ମିଠାଭାଷୀ ଓ ବହୁତ୍ ଆକର୍ଷିତ ହୋଇଥାନ୍ତି, ଏମାନଙ୍କ ବ୍ୟକ୍ତିତ୍ୱ କାରଣରୁ ଝିଅମାନେ ଏମାନଙ୍କ ନିକଟତ୍ତର ହୋଇଥାନ୍ତି । ଏମାନେ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରନ୍ତି । ଏମାନେ ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସି କରେଇଥାନ୍ତି । କେତେବେଳେ କେଉଁ ଜିନିଷ କାହାକୁ ଦରକାର ଏମାନଙ୍କୁ ଭଲ ଭାବେ ଜଣାଥାଏ । ଏହି ଗୁଣ ପାଇଁ ଝିଅମାନେ ଏମାନଙ୍କ ଉପରେ ଫିଦା ହୁଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button