IBN ଓଡ଼ିଶା ବ୍ୟୁରୋ

ପୁଅ ଆପଣଙ୍କୁ ପ୍ରେମ କରୁଛି କି ନାହିଁ କେମିତି ଜାଣିବେ…

ଆପଣ କେମିତି ଜାଣିବେ କୁ ପୁଅ ଟେ ଆପଣ ଙ୍କୁ ଭଲ ପାଉଛି କୁ ନାହିଁ । କିଆ ଆପଣ ଙ୍କୁ ସତରେ ଭଲ ପାଉଛି ଓ କିଏ ପାଉନାହିଁ । ଯଦି ଏହି 5 ଟି ତଥ୍ୟ ଆପଣ ଆପଣ ଙ୍କ ପ୍ରେମିକ ଠାରୁ ପାଉଛନ୍ତି ତାହେଲେ ସେ ଆପଣ ଙ୍କୁ ବୋହୁତ ଭଲ ପାଉଛନ୍ତି । ଯଦି ଆପଣ ଙ୍କୁ ସେ ଲୁଚିକି ଦେଖୁଚି ବା ଆପଣ ଙ୍କ ପିଚା କରୁଛି ତାହେଲେ ସେ ପୁଅ ଆପଣ ଙ୍କୁ ବୋହୁତ ଭଲ ପାଉଛି ଏହା ନୁହେଁ ଯଦି ଯିଏ ଆପଣ ଙ୍କୁ ସତରେ ଭଲ ପାଉଥିବା ସେ ଆପଣ ଙ୍କ ସାମ୍ନା କୁ ଆସିଲା ମାନେ ଆପଣ ଙ୍କୁ କିଛି କହି ପାରିବ ନାହିଁ ।

ଯୋଉ ଝିଅ କୁ ସେ ଭଲ ପାଉଥିବା ତାକୁ କହିବା ପାଇଁ ବୋହୁତ ସମୟ ଲାଗିଯିବ । ତମ ସାମ୍ନା ରେ ହିଁ ରହୁଥିବ । ଆପଣ ଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିବା । ଆପଣ ଙ୍କ ସାଙ୍ଗ ସହ ଅଧିକ କଥା ହେଉଥିବା ଆପଣ ଙ୍କ ସହ ମିଶିବା ପାଇଁ । ଆପଣ ଙ୍କୁ ଏଥିରୁ ଭଲ କେତେ ପାଉଛି ସେ ଆପଣ ଜାଣିପାରିବେ ।

ଯଦି ଆପଣ ତାଙ୍କୁ କୌଣସି କଥା କହିବେ ସେ ଆପଣ ଙ୍କୁ ଅନ୍ୟ ଆଖିରେ ଦେଖିବନି , ଆପଣ ଯାହା କହିବେ ସିଏ କରିବ । ନିଜ କାମ ଛାଡି ଆପଣ ଙ୍କୁ ସହଯୋଗ କରିବା । ଆପଣ ଙ୍କୁ ସେ ପସନ୍ଦ କରେ ବୋଲି ଆପଣ ଜାଣିପାରିବେ । ଆପଣ ଯାହା କହିବେ ଆପଣ ଙ୍କ କଥା କୁ ବିଶ୍ୱାସ କରିବେ । ଆପଣ ମିଛ କହିଲେ ବି ସେ ଆପଣ ଙ୍କୁ ବିଶ୍ୱାସ କରେ ।

ଆପଣ ଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି । ନିଜ ବିଷୟ ରେ ସବୁ କଥା କୁ କହିବା । ଆପଣ ଙ୍କ ସହ ସବୁ କଥା କୁ ସେୟାର କରିବା । ଆପଣ ଙ୍କୁ ସେ ନିଜ ଠୁ ନିଜର କରି ସବୁ କହିବ । ଏବଂ କେବେ ମଧ୍ୟ ମିଛ କହିବ ନାହିଁ । ନିଜ ଡ୍ରିମ୍ ବିଷୟ ରେ କହିବ । ଆପଣ ଙ୍କ ବିଷୟ ରେ ଧୀରେ ଧୀରେ ଜାଣିବାକୁ କହିବ । ଆପଣ ତାଙ୍କୁ ମେସେଜ କଲେ ସଙ୍ଗେ ସଙ୍ଗେ ଆପଣ ଙ୍କୁ ମେସେଜ ର ଉତ୍ତର ଦେବେ । ଆପଣ ଙ୍କୁ ନିଜ ଠୁ ନିଜର କରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button