ପିରିୟଡ଼ରେ ଝିଅମାନେ ନିଜ ବୟଫ୍ରେଣ୍ଡ ସାଙ୍ଗେ କରିବାକୁ ଚାହଁନ୍ତି ଏମିତି କାମ, ଏହି ସବୁ ଇଚ୍ଛା କରନ୍ତି

ପିରିୟଡ଼ ଭିତରେ ଝିଅ ମାନଙ୍କୁ ଚିଡି ଚିଡା ହବା, କେଉଁ କାମ ରେ ମନ ନ ଲାଗିବା, ମୁଡ଼ ଅଫ ହବା ଇତ୍ୟାଦି ସମସ୍ୟା ଭିତରୁ ଦେଇକି ଯିବାକୁ ପଡେ । ସେଇ ସମୟରେ ସବୁ ଝିଅ ଚାହିଁଥାଏ ନିଜ ବୟଫ୍ରେଣ୍ଡ ର ଏକ୍ସଟ୍ରା କେୟାର ର । ଯଦି ଆପଣ ବି ଆପଣଙ୍କ ଗାର୍ଲଫ୍ରେଣ୍ଡ ର ବି ଏକ୍ସଟ୍ରା କେୟାର ନବାକୁ ଚାହୁଁଛନ୍ତି ତାହେଲେ ଆମେ ଆଜି ଅପଣଙ୍କ ପାଇଁ କିଛି ଏମିତି ମେସେଜ ଆଣିଛୁ । ଯଦି ଆପଣ ବି ନିଜ ଗାର୍ଲଫ୍ରେଣ୍ଡ କୁ ଏହି ସମୟରେ ଅଧିକ କେୟାର କରିବେ ତ ବିଶ୍ୱାସ କରନ୍ତୁ ସେ ଆପଣଙ୍କୁ ପ୍ରଥମ ରୁ ବି ଅଧିକ ଭଲ ପାଇବେ । ଏହା ସମସ୍ତେ ଜାଣନ୍ତି କି ପିରିୟଡ଼ ବେଳେ ଅସହନୀୟ କଷ୍ଟ ହୁଏ ।
ଏହି କଷ୍ଟ କୁ ବୟଫ୍ରେଣ୍ଡ ର ମିଠା ଆଉ କେୟାରିଂ ଗୁଣ ଦ୍ୱାରା କମ କରା ଯାଇ ପାରେ । ଆପଣଙ୍କ ମିଠା ଆଉ କେୟାରିଂ ମେସେଜ ତାଙ୍କୁ ଆପଣଙ୍କ ପାଇଁ ଆହୁରି ଭଲ ପାଇବା ବଢେଇବାରେ ସହାୟକ ହବ । ସେଥିପାଇଁ ପିରିୟଡ଼ ରେ ତାଙ୍କୁ ରିଲାକ୍ସ କରିବା ପାଇଁ ପଠାନ୍ତୁ କିଛି ଏମିତି ମେସେଜ ଆଉ ବନାନ୍ତୁ ନିଜ ଭଲ ପାଇବା ସମ୍ପର୍କ କୁ ଆହୁରି ମଜବୁତ କରନ୍ତୁ ।
୧- ଚକଲେଟ , ଚାଇନିଜ ଫୁଡ଼ ଆଉ ତୁମ ପସନ୍ଦ ର ଡିଭିଡ଼ି ସହ ଦେଖା କରୁଛି: ଏହି ମେସେଜ ରୁ ସଫା କି ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ।
୨- ତୁମକୁ କିସ କରିବାକୁ ଅଛି, ମୁ ଜଲଦି ଆସୁଛି: ଏହି ମେସେଜ ରୁ ସଫା କି ତାକୁ ନିଜ ଗାର୍ଲଫ୍ରେଣ୍ଡ ର କେତେ ଚିନ୍ତା ଅଛି । ଏହି ସମୟରେ ଅପଣଙ୍କ କିସ ର ବହୁତ ଆବଶ୍ୟକତା ଅଛି ।
୩- ମୁଁ କେବଳ ତୁମ ବାବଦରେ ହି ଭାବୁଛି: ଅସହନୀୟ କଷ୍ଟ ରେ ଏହି ମେସେଜ ତାଙ୍କ ମୁଂହରେ ହସ ଫୁଟେଇ ଦେବ ଆଉ ତାଙ୍କ ମନ ରେ ତୁମ ପାଇଁ ଇଜ୍ଜତ ।
୪- କଣ ତୁମେ ଶୋପିଙ୍ଗ ପାଇଁ ଯିବ: ଶୋପିଙ୍ଗ କଥା ଶୁଣିବା ମାତ୍ରେ ହି ସବୁ ଝିଅ ଙ୍କ ମନ ବହୁତ ଭଲ ହେଇଯାଏ ।
୫- ବେବି ଆଜି କେଉଁ ଫ୍ଲେବର ର ଆଇସକ୍ରିମ ଖାଇବା ଆମେ: ଏହି ମେସେଜ ରୁ ବି ତାଙ୍କ କେୟାର ଝଲକେ ।
୬- ତୁମ ପାଇଁ ପାଣି ର ଗରମ ବୋତଲ ପ୍ରସ୍ତୁତ ଅଛି: ଏହି ଛୋଟ ଛୋଟ କଥା ତାଙ୍କୁ ବହୁତ ଫରକଁ ପକାଏ ।
୭- ଡିନର ରେ ତୁମ ପସନ୍ଦ ର ତରକାରୀ ବନେଇବି: ଏହାଠାରୁ ଭଲ ଆଉ କଣ ହେଇ ପାରିବ । ଆପଣ ଏତେ କଷ୍ଟ ରେ ଅଛନ୍ତି ଆଉ ଆପଣଙ୍କ ପାଇଁ କେହି ପସନ୍ଦ ର ତରକାରୀ ବନେଇବ ।
୮-କଣ ମେଡ଼ିସିନ ଆଉ ପ୍ୟାଡ଼ ର ଆବଶ୍ୟକତା ଅଛି: ଏହି ମେସେଜ ରୁ ଜଣା ପଡେ କି ଆପଣ କେତେ ତା ବାବଦରେ ଭାବୁଛନ୍ତି ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।