IBN ଓଡ଼ିଶା ବ୍ୟୁରୋ

ମାସ ମାସ ଧରି ବନ୍ଦ ଥିବା ଋତୁସ୍ରାବ ୧-୨ ଘଣ୍ଟା ଭିତରେ ହୋଇଯିବ…

ବନ୍ଧୁଗଣ ଯେବେ ଆପଣ ପ୍ରେଗନେନ୍ସି ପ୍ଳାନ କରିଥାନ୍ତି ସେତେବେଳେ କଥା ଉଠିଥାଏ କି ପିରିଏଡ ରେଗୁଲାର ଅଛି କି ନାହି । ଯଦି ଆପଣ ଡାକ୍ତର ଙ୍କ ପାଖକୁ ଯିବେ ତେବେ ଡାକ୍ତର ବି ଏହି କଥା ପଚାରିବେ କି ଆପଣଙ୍କର ପିରିଏଡ ରେଗୁଲାର ଅଛି କି ନାହି, ପିରିଏଡ ସମୟରେ ହେଉଛି କି ନାହି, କେତେ ଦିନ ପର୍ଯ୍ୟନ୍ତ ଆସୁଛି । ଯଦି ଆପଣ ନ୍ୟାଚୂରାଲି କନ୍ସିପ୍ଟ କରିବାକୁ ଚାହୁଁ ଛନ୍ତି ତେବେ ପିରିଏଡ ସାଧାରଣ ହେବେ ଆବଶ୍ୟକ । ଗୋଟେରୁ ଦୁଇ ଦିନ ନୁହେଁ କାମରୁ 3ରୁ 5 ଦିନ ପିରିଏଡ ଠିକ ଭାବେ ଆସିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ କହିବୁ ଜଲ୍ଦି ପିରିଏଡ ଆଣିବା ପାଇଁ କଣ କରିବେ ।

ଯଦି ଆପଣ ଆମିଷ ଖାଉଛନ୍ତି ତେବେ ଖାଦ୍ଯରେ ଅଣ୍ଡା ଆଡ କରି ପାରିବେ । ଏହା ଛଡା ରକ୍ତ ର ଅଭାବ କାରଣରୁ ପିରିଏଡ ଡିଲେ ହୋଇଥାଏ । ସେଥିପାଇଁ ଆଇରନ ଯୁକ୍ତ ଖଦାୟ ଯେମିତି କି ସେଓ, ଡାଳିମ୍ବ, କମଳା, ଖଜୁରୀ, ପାଳଙ୍ଗ, ବିଲାତି ର ଅଧିକ ସେବନ କରନ୍ତୁ । ଏହି ସବୁ ଖାଦ୍ଯର ମାତ୍ରା ଅଧିକ ବଢାଇ ଦିଅନ୍ତୁ । ଫଳରେ ଆପଣଙ୍କର ପିରିଏଡ ଠିକ ଟାଇମରେ ହେବ ।

ଏହା ଛଡା ହଳଦୀ ପାଣି ବା ଚାହାର ସେବନ କରିପାରିବେ । ସେଥିପାଇଁ ଏକ କପ ଗରମ ପାଣିରେ ଅଧ ଚାମଚ ହଳଦୀ ମିଶାଇ ଏହାର ସେବନ ଅରନ୍ତୁ । ଏହାକୁ ଆପଣ ଖାଲି ପେଟରେ ସକାଳୁ ବା ସନ୍ଧ୍ୟାରେ ସେବନ କରିପାରିବେ । ଯଦି ଆପଣଙ୍କ ଅଧିକ ଗରମ ତେବେ ଏହାକୁ ସେବନ ଦିନକୁ ଥରେ କରନ୍ତୁ । ଏହା ଛଡା ଆପଣ ମେଥି ଚାହାର ସେବନ କରିପାରିବେ ।

ଏଥିପାଇଁ ଏକ ଗ୍ଳାସ ପାଣିରେ ଅଧ ଚାମଚ ମେଥି ପକାଇ ଏହାକୁ ଫୁଟାନ୍ତୁ । ଯେବେ ଏକ ଗ୍ଳାସ ପାଣି ଫୁଟି ଫୁଟି ଅଧ ଗ୍ଳାସ ହୋଇଯିବ ତାହାର ସେବନ କରନ୍ତୁ । ଏହା ଦ୍ଵାରା ପିରିଏଡ ଜଲ୍ଦି ଆସିବାର ଚାନ୍ସ ଅଧିକ ବଢିଯାଏ । ଏହା ଛଡା ପିରିଏଡ ଆଣିବା ପାଇଁ ବ୍ୟାୟମ କରିବା ବହୁତ ଅଧିକ ଉପାୟ ଅଟେ । ଯଦି ଆପଣ ସୂର୍ଯ୍ୟ ନମସ୍କାର, ବଟରଫ୍ଲାଏ ଭଳି ଆସନ 12 ମାସ କରିବେ ତେବେ ଆପଣଙ୍କର ହରମୋନ ବାଲାନ୍ସ ରେ ରହିବ । ଏହା ଦ୍ଵାରା ଆପଣଙ୍କ ପିରିଏଡ ସମସ୍ଯା କେବେ ରହିବ ନାହି । ଏହା ଛଡା ଏକ ଗ୍ଳାସ ପାଇରେ ଅଧ ଚାମଚ ଅଦା, ଜୁଆଣୀ, ଡାଲଚିନୀ ଖଣ୍ଡ ପକାନ୍ତୁ ।

 

ଏବେ ଏହାକୁ ଭଲ ଭାବେ ଫୁଟାନ୍ତୁ ଅଧ ଗ୍ଳାସ ହେବା ଯାଏଁ । ଏବେ ଆପଣ ଏଥିରେ ସ୍ଵାଦ ଅନୁଯାୟୀ ଲୁଣ, ମହୁ, ଚିନୀ ମିଶାଇ ପାରିବେ । ଆପଣ ଏହାକୁ ଦିନକୁ 2 ଥର ସେବନ କରି ପାରିବେ । ଯେବେ ଆପଣ ଚାହା ପିଅନ୍ତି ସେତେବେଳେ ଏହାର ସେବନ କରନ୍ତୁ । ଆପଣଙ୍କର ପିରିଏଡ ହେଉ ନ ଥିଲେ ପିରିଏଡ ହେବାର 4ଦିନ ପୂର୍ବରୁ ଏହାର ସେବନ କରନ୍ତୁ । ଦେଖିବେ ପିରିଏଡ ଠିକ ଟାଇମରେ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button