IBN ଓଡ଼ିଶା ବ୍ୟୁରୋ

ରାତିରେ ଭାତ ଖାଉଛନ୍ତି କି ତେବେ ହେଇ ଯାଆନ୍ତୁ ସାବଧାନ, ତେବେ ନିଶ୍ଚୟ ପଢନ୍ତୁ ଏ-ହା-କୁ

ଭାତ ଆମର ପ୍ରଧାନ ଖାଦ୍ୟ । ଏହାକୁ ଆମେ ମହତ୍ତ୍ଵ ପୂର୍ଣ୍ଣ ଖାଦ୍ୟ ଭାବରେ ଗ୍ରହଣ କରିଥାଉ । ଭାତ ଦ୍ଵାରା ଅମା ଶରୀର କୁ ବହୁତ ଖାଦ୍ୟସାର ପ୍ରାପ୍ତ ହୋଇଥାଏ । ଆମ ର ଲୋକମାନେ ପ୍ରତିଦିନ ଦରକାର ଠୁ ଅଧିକ ଭାତ ଖାଇଥାନ୍ତି । ଭାତ ରେ ଆମ ଶରୀର ପାଇଁ ସବୁ ପ୍ରକାର ପୋଷକ ତତ୍ଵ ନଥାଏ । ସବୁ ସମୟରେ ଭାତ ଖାଇବା ଭଲ ନୁହଁ । ପ୍ରତିଦିନ ଭାତ ଖାଇବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ ଓ ବିଭିନ୍ନ ରୋ-ଗ ସୃଷ୍ଟି ହୋଇଥାଏ ।

ଶରୀର ପାଇଁ ସମସ୍ତ ପ୍ରକାର ପୋଷକ ତତ୍ଵର ଆବଶ୍ୟକତା ରହିଛି । ଭାତ ରେ ଶ୍ୱେତସାର ଅଧିକ ପରିମାଣରେ ରହିଛି ଓ ଅଳ୍ପ ପରିମାଣରେ ଭିଟାମିନ C , କ୍ୟାଲସିୟମ ରହିଛି । ଦିନ ସମୟ ରେ ଭାତ ଖାଇଲେ ଏହା ପରିଶ୍ରମ ରେ ଲାଗିଯାଏ ହେଲେ ରାତିରେ ଏହା ଅନୁଚିତ। ଆସନ୍ତୁ ଜାଣିବା ରାତିରେ ଭାତ ଖାଇବା ର ପ-ରି-ଣା-ମ ବିଷୟରେ

ଭାତ ଅଧିକ ଖାଇବା ମୋଟପା ର ଏକ ପ୍ରମୁଖ କାରଣ । ଭାତ ରେ ଅଧିକ ପରିମାଣରେ ଫ୍ୟାଟ ରହିଛି । ଭାତ ରେ ଅଧିକ ଫ୍ୟାଟ ଥିବାରୁ ଆମେ ମୋଟା ହୋଇଯାଉ। ଭାତ ଖାଇବା ପରେ ଅଧିକ ହା-ଲି-ଆ ଲାଗେ । ଭାତ ର ଅଧିକ ସେବନ ଶରୀର ପାଇଁ କ୍ଷ-ତି-କା-ର-କ ଅଟେ।

ଭାତ ଖାଇବା ଦ୍ଵାରା ଶରୀର ରେ ସୁଗାର ମାତ୍ରା ବଢେ । ଓ ସୁଗାର ର ମାତ୍ରା ବଢିବା ଯୋଗୁଁ ଡା-ଇ-ବେ-ଟି-ସ ହୁଏ। ଅଧିକ ରୁ ଅଧିକ ଲୋକ ଡା-ଇ-ବେ-ଟି-ସ ରୋ-ଗ ରେ ପୀଡ଼ିତ ହେଉଛନ୍ତି । ଭାତ ରେ ଅଧିକ ପରିମାଣରେ ଶ୍ୱେତସାର ରହିଛି ତେଣୁ ଭାତ ର ଅଧିକ ସେବନ ଡା-ଇ-ବେ-ଟି-ସ ର ମୁଖ୍ୟ କାରଣ ।

ଭାତ ଅଧିକ ଖାଇବା ଦ୍ଵାରା ଆମ ପାଚନ ତ-ନ୍ତ୍ର ଭାରି ହୋଇଯାଏ, ଓ ଏହା ଅଧିକ ଭାରି ଥାଏ। ଭାତ ଆମ ପାଚନ ପ୍ରକ୍ରିୟା କୁ ଖ-ରା-ପ କରେ। ଭାତକୁ ଆମ ପାଚନ ତ-ନ୍ତ୍ର ନିୟନ୍ତ୍ରଣ କରିପାରେ ନାହିଁ । ଭାତ ବହୁତ୍ ଓଜନ ଦାର ବା ହେବି ଖାଦ୍ୟ ହୋଇଥାଏ ଯାହା ଦ୍ଵାରା ଆମ ପାଚନ ତ-ନ୍ତ୍ର କୁ ବହୁତ କ୍ଷ-ତି ସହିବାକୁ ପଡେ ।

 

ଭାତ ଖାଇବା ଦ୍ଵାରା ଶରୀର ଆଳସ୍ୟ ପୂର୍ଣ୍ଣ ହୋଇଯାଏ । ଭାତ ରେ ଶୁଗାର ର ମାତ୍ରା ଅଧିକ ଥିବାରୁ ଭାତ ଖାଇଲା ପରେ ହା-ଲି-ଆ ଲାଗେ। କାମ କରିବା ପୂର୍ବରୁ ଭାତ ଖାଇବା ଶରୀର ପାଇଁ କ୍ଷ-ତି-କା-ର-କ। ଭାତ ଖାଇବା ପରେ ଶରୀର ଆଳସ୍ୟ ରେ ଭରି ଯାଏ ଓ କାମ କରିବାକୁ ଆଗ୍ରହ ଲାଗେନି । ରାତି ସମୟରେ ଭାତ ଖାଇବା ଖ-ରା-ପ୍ ।

 

Related Articles

Leave a Reply

Your email address will not be published. Required fields are marked *

Back to top button