Uncategorized

କେବଳ 10 ଦିନରେ ସମସ୍ତ ବନ୍ଦ ଶିର ଖୋଲିଯିବ, ହାର୍ଟ ବ୍ଲକେଜ୍, ବ୍ଲଡ଼ ପ୍ରେସର ସବୁ ସମସ୍ୟା ହୋଇଯିବ ଦୂର ନିଶ୍ଚୟ ଖାଇକି ଦେଖନ୍ତୁ

ଆଜିକା ସମୟରେ ମଣିଷ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ କିଛି ଧ୍ୟାନ ଦଉ ନାହିଁ ଯାହା ଫଳ ସ୍ୱରୂପ ବହୁତ ପ୍ରକାର ରୋଗ ତାକୁ ହେଇ ଯାଉଛନ୍ତି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ମଣିଷ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ତାକୁ କେବଳ ନିଜ ସୁଆଦ ଉପରେ ନିୟନ୍ତ୍ର ରଖିବାକୁ ପଡିଥାଏ ଯେତେବେଳେ ମଣିଷ ସୁଆଦ ଖାଇବା ବିଷୟରେ ଭାବିଥାଏ ତା ପାଇଁ ସୁଆଦିଆ ଖାଦ୍ୟ ହେଲା ତେଲ ମସଲା ଜିନିଷ ଯାହା ଆମ ଶରୀରକୁ ଆହୁରି ଖରାପ କରିଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ କିଛି ଫଳ ଏମିତି ହୋଇଥାଏ ଯାହା ରାମବାଣ ଚିକିତ୍ସା ଅଟେ କିନ୍ତୁ ଆମେ ଏହାକୁ ବ୍ୟବହାର କରୁନା ଆଉ ରୋଗକୁ ନିଜ ପାଖକୁ ଡାକିଥାଉ ।

ତେବେ ସେଓ ସମସ୍ତେ ଖାଇଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ କେମିତି ବ୍ୟବହାର କଲେ ଆପଣ ଭଲ ଲାଭ ପାଇ ପାରିବେ ଆପଣଙ୍କୁ ଭଲ ଲାଭ ପାଇବାକୁ ହେଲେ ଆପଣଙ୍କୁ ସେଓ ଏହି ଉପାୟରେ ଖାଇବା ଉଚିତ । ସେଓରେ ଫାଇବାର ଆଉ ଏନ୍ଟିଆକ୍ସିଡେଣ୍ଟ ହୋଇଥାଏ ଯାହା ଦ୍ଵାରା ଏହା ବହୁତ ଲାଭକାରୀ ହୋଇଥାଏ । କଣ ଆପଣ ଜାଣିଛନ୍ତି ଫାଇବାର ଆମ ଶରୀର ପାଚନ ପ୍ରକ୍ରିୟାକୁ ବଢାଇଥାଏ ଆଉ ଆମ ଶରୀରକୁ ସ୍ଵସ୍ଥ ରଖିବାରେ ବହୁତ ସାହାଜ୍ଯ ମଧ୍ୟ କରିଥାଏ

ଯଦି ଆପଣ ମଧ୍ୟ ଏହା ଚାହୁଞ୍ଚନ୍ତି ତେବେ ସବୁ ଦିନ ସକାଳେ ଖାଲି ପେଟରେ ଗୋଟେ ସେଓ ନିଶ୍ଚିନ୍ତ ସେବନ କରନ୍ତୁ । ସେଓ ଚୋପାରେ ବହୁତ ଭଲ ପୋଷାକ ତତ୍ଵ ରହିଥାଏ କିନ୍ତୁ ଏହାକୁ ଖାଇବା ଉଚିତ ନୁହଁ କାହିଁକିନା ସେଓକୁ ଜୀବାଣୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ବହୁତ ପ୍ରକାର ସ୍ପ୍ରେ କରା ଯାଇଥାଏ ଯାହା ବହୁତ ବିଷାକ୍ତ ହୋଇଥାଏ

ଏହା ପରେ ଫ୍ୟାକ୍ତରୀ ମାନଙ୍କରେ ସେଓ ଉପରେ ମହମ ଲଗା ଯାଇଥାଏ । ଯାହା ଦ୍ଵାରା ସେ ଚମକୁଥିବେ । ତେବେ ଏତେ ବିଆଇଏସ ପରେ ଚୋପାର ପୋଷକ ତତ୍ଵ ସମାପ୍ତ ହୋଇଥାଏ ସେଥିପାଇଁ ସେଓ ଚୋପା ଛଡେଇ ଖାଇବା ଉଚିତ ହୋଇଥାଏ । ତେବେ କଣ ଆପଣ କେବେ ଦେଖିଛନ୍ତି ଯେ ସେଓ କାଟିକି କିଛି ସମୟ ରଖିବା ପରେ କଳା ପଡିଥାଏ

କାହିଁକିନା ସେଓରେ ପୋଲିଫିନୋଲ ନାମକ ତତ୍ଵ ରହିଥାଏ ସେଥିପାଇଁ କେବେ ବି ସେଓ କାଟିକି ରଖନ୍ତୁ ନାହିଁ ତୁରନ୍ତ ସେବନ କରନ୍ତୁ ଆଉ ଖାଇବାର ନାହିଁ ଯଦି କାଟନ୍ତୁ ନାହିଁ । ସେଓ ଜୁଷ କଲେ କେବେ ଛାଣିକି ପିବେ ନାହିଁ ନଚେତ ତା ସବୁ ପୋଷକ ତତ୍ଵ ଚାଲି ଯାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button