Uncategorized

କ୍ଷୀର ପିଉଥିବା ଲୋକ ଥରେ ନିଶ୍ଚୟ ଦେଖନ୍ତୁ ,ଏହା ଶରୀର ପାଇଁ କେତେ ସଦୁପଯୋଗୀ ଜାଣିଲେ ନଖାଉଥିବା ଲୋକେ ଖାଇବେ

ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋମାତା ଭାବେ ପୂଜା କରିଥାଉ। କିନ୍ତୁ ଗାଈର ମହତ୍ବ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ବାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ବାରା ଆରାମ । ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋ’ମାତା ଭାବେ ପୂଜା କରିଥାଉ।

କିନ୍ତୁ ଗାଈର ମହତ୍ଵ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ବାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ବାରା ଆରାମ ଲାଗିଥାଏ।

ଅଧ କପାଳ ମୁଣ୍ଡ ବିନ୍ଧା ହେଉଥିଲେ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ବାରା ଆରାମ ଲାଗିଥାଏ। ଏହି ମିଶ୍ରିତ କ୍ଷୀର ପିଇବାର ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ। ଗ୍ୟାସ୍ ସମସ୍ୟା ଦେଖାଯାଉଥିଲେ ୨୫୦ ଗ୍ରାମ୍ ଗାଈ କ୍ଷୀର, ୨୫ ଗ୍ରାମ୍ ପାଣି ଓ ୫ଟି ଗୋଲମରିଚ ମିଶାଇ ଗରମ କରନ୍ତୁ। ଏଥିରୁ ପାଣି ଅଂଶ ମରିଗଲା ପରେ ମିଶ୍ରି ପକାଇ ପିଇବା ଦ୍ବାରା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ। କ୍ଷୀର ପିଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

କ୍ଷୀରରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ତେଣୁ କ୍ୟାଲସିୟମ କମ୍ ଥିବା ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ। ଓଠରୁ କଳାଦାଗ ହଟାଇବାକୁ ଚାହୁଁଥିଲେ ଏକ ଚାମଚ କଞ୍ଚା କ୍ଷୀରରେ କେସର ମିଶାଇ ମାଲିସ୍ କରିବା ଦ୍ବାରା କଳାଦାଗ ଦୂରେଇ ଯାଇଥାଏ। ରାତିରେ ଶୋଇବା ପୂର୍ବରୁ ଗାଈ କ୍ଷୀର ଚେହେରାରେ ଲଗାଇବା ଦ୍ବାରା ତ୍ବଚା ଉଜ୍ଜ୍ବଳ ଦେଖାଯାଇଥାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button