Uncategorized

ପଣସ ମଞ୍ଜିର ୧୦ ଟି ଫାଇଦା, ଯାହାକୁ ଜାଣିବା ନିହାତି ଆବଶ୍ୟକ, ନିଜର ଫାଇଦା ପାଇଁ ଥରେ ନିଶ୍ଚିତ ଦେଖନ୍ତୁ |

ମଣିଷ ଶରୀର ପାଇଁ ସବୁଠୁ ବଡ ଚିନ୍ତା ଅତ୍ୟଧିକ ମୋଟାପଣ । ଆପଣମାନେ ନିଜ ଦୈନନ୍ଦିନ ଜୀବନରେ ଅନେକ ଜିନିଷ ସେବନ କରୁଥିବେ । କିନ୍ତୁ ମୋଟାପଣ ପାଇଁ ଅନେକ ଖାଦ୍ୟ ଖାଇବା ପାଇଁ ନିଜ ମନକୁ ଅଟକାଉଥିବେ । ହେଲେ ଏହି ମୋଟପଣ କମିବାର ନାଁ ହିଁ ଧରୁନାହିଁ । କେମିତି ଓ କେଉଁ ଉପାୟରେ ମୋଟାପଣ କମିବ ଦି ସେହି ଚିନ୍ତାରେ ଆପଣମାନେ ବି ଅଛନ୍ତି । ତାହାଲେ ଏହି ଆର୍ଟିକିଲ୍ କୁ ଶେଷ ଯାଏଁ ପଢନ୍ତୁ ଓ ତାର ଏକ ସହଜ ଓ ଘରୋଇ ଉପାୟ ଆଜି ହିଁ ଆପଣାନ୍ତୁ । ପ୍ରତ୍ୟେକ ଘରେ ଜୁଆଣି ଏକ ଜରୁରୀ ଜିନିଷ । ଯାହା ଅଧିକାଂଶ ଜିନିଷରେ ବ୍ୟବହାର ହୁଏ ।

ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ। ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ । ଜୁଆଣି ପାଣି ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିପାରେ। ଜୁଆଣିରେ ପ୍ରୋଟିନ୍, ଫ୍ୟାଟ୍, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ରହିଛି। ଏହା ବ୍ୟତୀତ କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି। ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏ। ଜୁଆଣି ପାଣିର କଣ କଣ ଉପକାରିତା ଅଛି ଆସନ୍ତୁ ଜାଣିବା । ଜୁଆଣିରେ ଆଣ୍ଟି-ହାଇପରଲିପିଡେମିକ୍ ଉପାଦାନ ରହିଛି। ଜୁଆଣି ପାଣି ପିଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ, LDL- କୋଲେଷ୍ଟ୍ରଲ, ଟ୍ରାଇଗ୍ଲେସିରାଇଡ ଏବଂ ମୋଟ ଲିପିଡ କମିଯାଏ।

ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ଚର୍ବି ବୃଦ୍ଧି ହେତୁ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ମେଦବହୁଳତା ସମସ୍ୟାକୁ ହ୍ରାସ କରିବା ପାଇଁ ଜୁଆଣି ପାଣି ପିଇପାରିବେ। ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇ ଓଜନ ସହଜରେ ନିୟନ୍ତ୍ରଣ କରିପାରିବେ । ଅନେକ ଲୋକ ପଣସ ଖାଇବା ପସନ୍ଦ କରିଥାନ୍ତି । ପଣସକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ । ପଣସ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଲୋକ ପଣସ ଖାଇବା ପରେ ମଞ୍ଜିକୁ ଫୋପାଡିଦିଅନ୍ତି । କାରଣ ସେମାନେ ପଣସରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ ଜାଣିନଥାନ୍ତି । ପଣସ ମଞ୍ଜିରେ ଅନେକ ଉପକାରିତା ରହିଛି । ପଣସ ମଞ୍ଜି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଏହା ସହିତ ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ ।

ଏହାର କାରୋଟିନଏଡ୍ ଗୁଣ ଶରୀରର କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ଥିୟାମିନ୍ ଏବଂ ରାଇବୋଫ୍ଲାଭିନ୍ ଭରପୂର ମାତ୍ରାରେ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ସହିତ ଏଥିରେ କ୍ୟାଲସିୟମ୍, ଫାଲେଟ୍ ନିୟାସିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ରହିଛି, ଯାହା ମାଇକ୍ରୋବସ୍ ପରି ବ୍ୟାକ୍ଟେରିଆ ସହ ଲଢ଼ିବାରେ ସାହାର୍ଯ୍ୟ କରିଥାଏ । – ଏହା ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏପରି ପରିସ୍ଥିତିରେ ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଏହା ସହିତ ଏହା ଅନ୍ତନଳୀରେ ଅଲସର ହେବାର ଆଶଙ୍କାକୁ ମଧ୍ୟ ରୋକିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହା କ୍ୟାନସରର ସେଲ ସୃଷ୍ଟିକୁ ରୋକିବାରେ ପ୍ରଭାବଶାଳୀ । ଏଥିରେ ଆଇରନ୍ ଭରପୂର ମାତ୍ରାରେ ରହିଛି, ଯାହା ହିମୋଗ୍ଲୋବିନର ଅଭାବ ପୂରଣ କରେ । ଏହିପରି ରକ୍ତହୀନତାର ସମସ୍ୟା ମଧ୍ୟ ଦୂର ହୁଏ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button