IBN ଓଡ଼ିଶା ବ୍ୟୁରୋ

ସ୍ମରଣ ଶକ୍ତି (Memory Power) ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, ବାସ ଥରେ ଘରେ କରିକି ଖାଆନ୍ତୁ ଏହି ଜିନିଷ |

ଦର୍ଶକ ବନ୍ଧୁ ଆଜି କଲି ସବୁ ବାପା ମା ମାନଙ୍କର ଏହି ସମସ୍ୟାଟି ଦେଖା ଦେଇ ଥାଏ ତାଙ୍କ ପିଲା ମନ ଦେଇ ପାଠ ତ ପଢନ୍ତି ହେଲେ ତାଙ୍କର କିଛି ମାନେ ରହିନାହିଁ ଦର୍ଶକ ବନ୍ଧୁ ସେଥି ପାଇଁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କର ଏହି ସମସ୍ୟାକୁ ସବୁ ଦିନ ପାଇଁ ଶେଷ ହୋଇ ଯିବ ।

ଦର୍ଶକ ବନ୍ଧୁ ଆମେ କହିରଖୁଛୁ ଏହା ସମ୍ପୂର୍ଣ୍ଣ ରୂପରେ ପ୍ରାକୃତିକ ଘରୋଇ ଉପଚାର ଅଟେ ସେଥି ପାଇଁ ଏହାର ସେବନ କଲେ ଆପଣଙ୍କର ବା ଆପଣଙ୍କ ପିଲାର କୌଣସି ଶାରୀରିକ ଅସୁବିଧା ହେବ ନାହିଁ ,ଯେଉଁ ଜିନିଷ ଆପଣ ଏହାକୁ ଜ ଦୈନଦିନ ଜୀବନରେ ଖାଇଥାନ୍ତି ତାହାହିଁ ଏହି ଉପଚାର ପ୍ରସ୍ତୁତ କରି ପାରିବେ ।

ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଯାହା ଆପଣଙ୍କ ଆବଶ୍ୟକ ସାମଗ୍ରୀ ହେଉଛି ଏକ ଶୁଖିଲା ନଡ଼ିଆ , ପିସ୍ତା ବାଦାମ , ଅକ୍ରୋଟ ଏହାପରେ ଏହି ସାମଗ୍ରୀ ସବୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ କାଟିବା ପରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ ଏହା ପରେ ଏହି ମିଶ୍ରଣରେ ସ୍ଵାଦ ଅନୁସାରେ ମିଶ୍ରି ପକି ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ପିଲାଙ୍କୁ ଏହାକୁ ଖାଇବାରେ ସ୍ଵାଦିଷ୍ଟ ଲାଗିବ ।

ଏହାକୁ ଆପଣ ବା ଆପଣଙ୍କ ପିଲା ସମସ୍ତେ କହି ପାରିବେ ଏହାକୁ ଆପଣଙ୍କୁ ଚୋବାଇ ଚୋବେଇ ଖାଇବାକୁ ଅଛି ଏହାକୁ ଖାଇବାପରେ ଆପଣଙ୍କୁ ଏକ ଗ୍ଲାସ୍ କ୍ଷୀରକୁ ପିବା ରଅଛି ଆପଣ ଏହାକୁ କେବେବି ଖାଇ ପାରିବେ ଏହାର ପ୍ରତିଦିନ ସେବନ ଦ୍ଵାରା ଆପଣଙ୍କ ପିଲାର ସ୍ମରଣ ଶକ୍ତି ବହୁତ୍ ଭଲ ହୋଇଯିବ ଓ ସେ ସବୁ କିଛି ମାନେ ରାକ୍ଷୀ ପାରିବ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button