Uncategorized

ରସୁଣ ସହ ମହୁ ଖାଇବା ଦ୍ଵାରା ଯାହା ହେବ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, ଝିଅମାନେ ନିଶ୍ଚୟ ଦେଖନ୍ତୁ

ଆପଣମାନେ ଜାଣିଥିବେ କି କୁହାଯାଏ କି ଆମେ ଯାହା ଭି ଦେଖିକି ରାତିରେ ସଉ କିମ୍ବା ଯାହା ଭି ଆମେ ଦେଖିକି ରାତିରେ ଗପି ଥାଉ ତାକୁ ଆମେ ସ୍ଵପ୍ନ ରେ ଦେଖି ଥାଉ । ଏହା କଣ ସତ ଏହା କଣ ଆମ ମୁଣ୍ଡ ପାଇଁ ଲାଗୁ ହୁଏ । ଆଜ୍ଞା ହଁ ଏହା ଆମ ମୁଣ୍ଡ ସହ ଆମ ଶରୀର ପାଇଁ ମଧ୍ୟ ଲାଗୁ ହୋଇ ଥାଏ । ଆମେ ଶରୀର ରେ ଯାହା ଭି ଖାଉ ଏହାର ପ୍ରଭାବ୍ବ ଆମ ଉପରେ ପଡେ । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଏହା ଆମ ପାଇଁ ରାତି ସମାୟାରେ ଅଧିକ ଜରୁରୀ ଥାଏ ।

ଆଜି ଆମେ ସେହି ବିଷୟରେ କହିବା ପାଇଁ ଯାଉଛୁ କି ଆମେ ରାତିରେ କିଭଳି ଖାଇବା କୁ ଖାଇବା ଦରକାର । ଯଦି ଦେଖିବା ପାଇଁ ତ ଆମେ ରାତିରେ ଶରୀରୀ ପାଇଁ ଯାହା ଭଲ ଅଛି ତାକୁ ହି ଖାଇବା ।

ଯାହା ଆମ ପାଇଁ ଭଲ ଏହା କରିବାର କାରଣ ଆମ ଶରୀର ର ରାତିରେ କେବଳ ଗୋଟେ କାମ ଥାଏ ତାହା ହେଉଛି ଖାଦ୍ଯ ହଜମ ହେବା । ତେଣୁ ସେହି ଭଳି ଖାଦ୍ଯ ଖାଇବା ଯାହା ଆମକୁ ଖୁବ ଭଲ ନୂତରିଏନ୍ଟ ଦେବ । ଆମକୁ ରସୁଣ ଖାଇବା ଦରକାର ରାତିରେ କାରଣ ହେଉଛି ରସୁଣ ରେ ଅନେକ ରୋଗକୁ ଭଲ କରିବାର ଗୁଣ ଅଛି । ଆଜି ଆମେ କହିବା କି ରସୁଣ ଖାଇବା ଦ୍ଵାରା ଆପଣ କିଭଳି ସମସ୍ୟାରୁ ମୁକ୍ତ ହୋଇ ପାରିବେ ।

ଆପଣ ରାତିରେ ଶୋଇବା ଆଗରୁ ଏକ ରସୁଣ କୋଲା କୁ ମହୁ ସହ ଖାଇ ନିଅନ୍ତୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଅନେକ ସମସ୍ଯା ଦୂର ହୋଇଯିବ । ଏହା ଦ୍ଵାରା ଜଏଣ୍ଟ ପେନ, ଇଣ୍ଡାଇଜେସନ, କ୍ୟାନ୍ସର ଭଳି ରୋଗ ଭଲ ହୋଇଯିବ । ଆପଣ ଏହାକୁ ରାତିରେ ଖାଇ ନିଅନ୍ତୁ ଖାଇ ସାରିବା ପରେ ଅଧ ଘଣ୍ଟା ପରେ ଖାଇ ନେବେ । ଆସନ୍ତୁ ଜାଣିବା କି ରସୁଣ ଖାଇବା ଦ୍ଵାରା କେଉଁ କେଉଁ ରୋଗ ହେବା ବନ୍ଦ ହୋଇ ଜୀବ ।

ଆଜି କାଲୀ ସହର ରେ ଅନେକ ରୋଗ ଅଛି ତା ମଧ୍ୟ ରୁ ହୃଦୟ ର ବିଭିନ୍ନ ରୋଗ ଅଧିକ ଦେଖା ଯାଉଛି ଏହାର କାରଣ ହେଉଛି କି ଆମ ଶରୀରୀ ରେ ଥିବା ଅଶୋଧିତ ରକ୍ତ । ଜାହହା ଆମକୁ ବିଭିନ୍ନ ଚର୍ମ ରୋଗ କରାଇବା ସହ ବିଭିନ୍ନ ହୃଦ ରୋଗ କୁ ମଧ୍ୟ ପ୍ରୋସ୍ଛାହନ ଦେଇ ଥାଏ । ଏହାର ପ୍ରଥମ କାରଣ ହେଉଛି ଆମ ହାର୍ଟ ର କାମ ହେଉଛି ଏହା ରକ୍ତ କୁ ଶରୀରର ସବୁ ଆଡକୁ ପଠାଇ ଥାଏ ।

ଯଦି ହାର୍ଟ ବ୍ଲକ ହେଇ ଯାଏ କିମ୍ବା ଏହା ଆମ କୁ କଷ୍ଟ ଦେଉଛି । ତାହେଲେ ଆପଣ ଏହା ଜାଣି ନିଅନ୍ତୁ କି ଏହା ଆପଣଙ୍କ ରକ୍ତ ବହଳିଆ ହେବା ଯୋଗୁ ହୋଇଛି ନ ହେଲେ ଏହା ଆପଣଙ୍କ ରକ୍ତରେ ଖରାପ ଜିନିଷ ଥିବା ଦ୍ଵାରା ହୋଇ ଯାଇଛି । ଆମର ରକ୍ତ ବହଳିଆ ହେବାର କାରଣ ହେଉଛି ଆମ ଶରୀର ର ସଠିକ ଭାବେ ଡାଇଜେସନ ଭଲ ହୋଇ ନଥାଏ । ତେଣୁ ଏହି ପାଇଁ ଆପଣ ରସୁଣ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ । ଏହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ହରାଇ ପାରେ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button