IBN ଓଡ଼ିଶା ବ୍ୟୁରୋ

ଏହି 5ଟି ଝିଅମାନଙ୍କୁ ମିଳିଥାଏ ବହୁତ ହିଁ ଧନୀ ସ୍ଵାମୀ –

ସବୁ ଝିଅ ଙ୍କ ମନରେ ବିବାହକୁ ନେଇକି କିଛି ନା କିଛି ଶଙ୍କା ମନରେ ଥାଏ କିନ୍ତୁ ସେମାନେ କାହାକୁ ଏହା କହି ନଥାନ୍ତି କାରଣ ହେଉଛି କି ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କ ଠାରୁ ଅଧିକ ଆସା କରି ଥାନ୍ତି କିଛି ଭୁଲ କଥା ମଧ୍ୟ ଏହା ନୁହେଁ । କାହାକୁ ପାଇଇସା ମିଳୁଥିବା ଅବେଳେ କାହାକୁ ଭଲ ପାଇବା ମିଳି ନଥାଏ । ଆଜି ଆମେ କହିବା କି ଏହି ଭଳି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନେ ବିବାହ ମାମଲାରେ ଖୁବ ଭଲ ହୋଇଥାନ୍ତି ଆଜି ଆମେ କହିବା କି ଏହି ଭଳି ମହିଳା ମାନେ ଖୁବ ଭଲ ବର ଓ ଘର ମଧ୍ୟ ପାଇ ଥାନ୍ତି ।

ଆଜି ଆମେ କହିବା କି ପ୍ରକୃତ ଜୀବନରେ ଭଲ ପାଇବା ଦ୍ଵାରା କେବଳ ଘର ଚାଲି ନଥାଏ ତା ପାଇଁ ଆମକୁ ଆଗକୁ ଯିବା ମଧ୍ୟ ଦରକାର ହୋଇ ଥାଏ ଏହା ପାଇଁ ଆମକୁ ପଇସା ଦରକାର ହୋଇ ଥାଏ । ଆପଣ ମାନେ ଜାଣି ନିଅନ୍ତୁ ଯଦି ଆପଣ ଏହି ରାଶିର ମହିଳା ଅଟନ୍ତି ତେବେ ଆପଣଙ୍କ ଭାଗ୍ୟରେ ଭଲ ପାଇବା ଭଳି ସ୍ଵାମୀ ଓ ପଇସା ବାଲା ପୁଅ ଭି ମିଳିଯିବ । ତେବେ ଆସନ୍ତୁ ଜାଣିବା କି କେଉଁ ମହିଳା ମାନଙ୍କୁ ଏହି ଭଳି ଶ୍ଵାମି ମିଳି ଥାନ୍ତି ।

ଏମାନେ ମହାରାଣୀ ଭଳି ରହି ଥାନ୍ତି ନିଜ ସାସୁ ଘରେ । ପ୍ରଥମ ର୍ରାଶୀ ହେଉଛି ମେଷ ରାଶି – ଏମାନେ ସବୁ ବେଳେ ନିଜ ଠାରୁ ଉଚ୍ଚ ପରିବାର ରେ ରହି ଥାନ୍ତି ଏମାନେ ନିଜ କାମରେ ଧ୍ୟାନ ଦେଇ ଥାନ୍ତି ଏହା ପାଇଁ ଏମାନଙ୍କ ସ୍ଵାମୀ ଏମାନଙ୍କ ଭାବନା କୁ ସମ୍ମାନ ଦେଇ ଓ ସବୁ କଥାର ଧ୍ୟାନ ମଧ୍ୟ ରଖୀ ଥାନ୍ତି । ଏମାନଙ୍କ ସ୍ଵାମୀ ମାନ ଏମାନଙ୍କ ଉପରେ କିଛି ପାବନ୍ଧ ଲଗାଇ ନଥାନ୍ତି । ଏହହା ସହ ଏମାନେ ଯାହା ଚାହିଁ ଥାନ୍ତି ତାହା ପାଇ ଥାନ୍ତି । ଏହା ପରେ ଆସେ ମିଥୁନ ରାଶି – ଏହି ରାଶିର ମହିଳା ମାନେ ଖୁବ ଭଲ ସ୍ଵାମୀ ପାଇ ଥାନ୍ତି ପଇସା ପାଇବା ପାଇଁ ଏମାନଙ୍କୁ କେବେହେଲେ ମାଗିବା ପାଇ ପଡି ନଥାଏ ।

ଏମାନଙ୍କ ସ୍ଵାମୀ ମାନ ଏମାନଙ୍କୁ ନିଜ ଆଡୁ ସବୁ କିଛି ଦେଇ ଦେଇ ଥାନ୍ତି । ଏମାନେ ନିଜ ସାସୁ ଘରେ ରାଜ କରି ଥାନ୍ତି । ତୁଳା ରାଶି – ଏହି ରାଶିର ମହିଳା ମାନଙ୍କ ପରିବାର ମଧ୍ୟ ଖୁବ ଭଲ ଥାଏ । ଏମାନେ ଯାହାକୁ ଭି ଯାହା ଦେବା କୁ ଚାହାଁନ୍ତି ତାଙ୍କୁ କେହହୀ ମନା କରି ନଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କ ପାଖରୁ ସ୍ଵାଧୀନତା ପାଇଁ ଯାଇଥାନ୍ତି । ଏହା ସହ ଏମାନେ ସବୁ ବେଳେ ସ୍ଵାମୀ ଙ୍କୁ କିଛି ମାଗିବ୍ବା ଆଗରୁ ସବୁ କିଛି ପାଇ ଯାଇ ଥାନ୍ତି । କୁମ୍ଭ ରାଶି – ଏମାନଙ୍କୁ ବହୁତ ଭଲ ଶ୍ଵାମୀ ମିଳିଥାଏ ଓ ଏହା ସହ ଏମାନେ ପଇସା ବାଲା ହୋଇ ଥାନ୍ତି । ଏହା ପରେ କନ୍ୟା ରାଶି – ଏମାନଙ୍କ ସ୍ଵାମୀ ମାନେ ଏମାନଙ୍କ ନାଖରା ଉଠାଇବା ସହ ଏମାନଙ୍କ ସବୁ ଇଛା କୁ ପୂରଣ କରି ଥାନ୍ତି ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button