ବାଳକୁ ଲମ୍ବା ଏବଂ ସୁନ୍ଦର କରିବା ପାଇଁ ଆପଣାନ୍ତୁ ଏହି 7ଟି ନିୟମ – ପ୍ରତ୍ୟକ ଦିନ କରିଲେ ନିଶ୍ଚୟ ଫରକ ଜାଣି ପାରିବେ

ଆଜିକା ଯୁଗରେ ସମସ୍ତେ ନିଜ ଚୁଟି ବିଷୟରେ ଚିନ୍ତିତ ଅଛନ୍ତି ଓ ସମସ୍ତଙ୍କୁ କିଛି ନୂଆ ଓ ଲାଭକାରୀ ଜିନିଷ ନିଜ ଚୁଟି ପାଇଁ ଦରକାର । କେତେ ପ୍ରକାର ସାମ୍ପୁ, ତେଲ ଓ କଣ୍ଡିସନର ମାର୍କେଟ ରେ ଆସିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ୭ ପ୍ରକାର ଏମିତିକା ନିୟମ କହିବୁ ଯାହା କଲା ପରେ ଆପଣଙ୍କ ଚୁଟି କଳା ଓ ଲମ୍ବା ହୋଇଯିବ । ଏହି ଟିପ୍ସ ଦ୍ଵାରା ଆପଣ ନିଜ ଚୁଟିର ଚିନ୍ତା ଦୂର କରି ପାରିବେ ।
ହଲକା ସାମ୍ପୁ ଏବଂ କଣ୍ଡିସନର ଲଗାନ୍ତୁ :
କେମିକାଲ୍ସ ଯୁକ୍ତ ସାମ୍ପୁ ଆପଣଙ୍କ ଚୁଟି ଖରାପ କରିଥାଏ, ସାମ୍ପୁ ରେ ଫେଣ ହବା ପାଇଁ ସୋଡିୟମ ଲୋରିଲ ସଲ୍ଫେଟ ହୋଇଥାଏ ଯାହା ଲଗାଇଲେ ଚୁଟି ଖରାପ ହୋଇଥାଏ । ଏହା ସେହି କେମିକଲ ଯାହା କପଡା ଧୋଇବା ସର୍ଫ ଥାଏ, ଏହି କେମିକାଲ ଆପଣଙ୍କ ମୁଣ୍ଡରେ ଥିବା ପ୍ରାକୃତିକ ତେଲକୁ ସମାପ୍ତ କରିଥାଏ ଯାହା ଦ୍ଵାରା ଚୁଟି ରୁଖା ଓ ବେଜାନ ହୋଇଯାଏ ।
ପ୍ରଡକ୍ଟ ଠିକ ଭାବରେ ଉପଯୋଗ କରନ୍ତୁ :
ସବୁବେଳେ ମୁଣ୍ଡ ସଫା କରିବା ପାଇଁ ହଲକା ସାମ୍ପୁ ଉପଯୋଗ କରନ୍ତୁ, ଯାହା ଆପଣଙ୍କ ମୁଣ୍ଡ ରେ ଥିବା ଅସନାକୁ ବାହାର କରିଥାଏ ଏବଂ ପୋର୍ଷକୁ ଖୋଲିଥାଏ । ଏହି କଣ୍ଡିସନର ନିଜ ଚୁଟିରେ ବି ଲଗାନ୍ତୁ କାହିଁକିନା ସବୁଠାରୁ ଅଧିକା ଅସନା ଚୁଟି ତଳ ଭାଗରେ ହୋଇଥାଏ । ହଲକା ଗରମ ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡ ଉପରେ ଥିବା ପୋର୍ଷ ଖୋଲି ଥାଏ । ପୋର୍ଷ ଖୋଲିଲେ ପ୍ରାକୃତିକ ତେଲ ଓ ସବୁ ଜିନିଷକୁ ଭଲ ଭାବରେ ଅବଯର୍ବ କରି ଥାନ୍ତି ।
ଷ୍ଟାଇଲିଙ୍ଗ ଟୁଲସ :
ଚୁଟି ଷ୍ଟାଇଲିଙ୍ଗ କରେଇବା ବେଳେ ଗରମ ଟୁଲସରୁ ବଞ୍ଚିବା ପାଇଁ ଆଗରୁ ନିଜ ଚୁଟି ଉପରେ ସେରମ ଲଗାନ୍ତୁ । ସେରମ ଲଗାଇଲେ ଆପଣଙ୍କ ଚୁଟି ଖରାପ ହବାରୁ ବଞ୍ଚି ଥାଏ, ଏହା ସହ ଷ୍ଟାଇଲିଙ୍ଗ ଟୁଲସ ଲୋ ବା ମଧ୍ୟମ ରଖିଲେ ଚୁଟି ଝଡିବା ବି କମ ହୋଇଥାଏ । ସବୁବେଳେ ଭଲ ଓ ପୋଷାକ ଜିନିଷ ଖାନ୍ତୁ, ଆହାର ଆପଣଙ୍କ ଚୁଟି କୁ ସଠିକ ଭାବରେ ପୋଷାକ ପ୍ରଦାନ କରିବ ସେଥିପାଇଁ ସବୁବେଳେ ପୋଷାକ ପଦାର୍ଥ ଖାଇବା ପାଇଁ ଚେଷ୍ଟା କରନ୍ତୁ ।




