IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଲଗେଇବେ ଏହି ଜିନିଷ ଆପଣଙ୍କ ଚେହେରା ହୋଇଯିବ ବିଲକୁଲ ଗୋରା

ଆଜିକାଲି ସମସ୍ତେ ଗୋରା ହେବା ପାଇଁ ଚାହାନ୍ତି, ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବହୁତ ସହଜ ରେ ମିଳି ଯିବ ଏବଂ ଯାହା ବ୍ୟବହାରରୁ ଆପଣଙ୍କ ଚେହେରା ଗୋରା ହୋଇ ଯିବ । ଆଜି କା ଦୁନିଆରେ ସୁନ୍ଦର ହବା ସମସ୍ତଙ୍କ ଇଛା ହୋଇଥାଏ, ଲୋକ ନିଜ ସୁନ୍ଦରତା ବଢେଇବା ପାଇଁ ଅନେକ ପ୍ରକାର ଜିନିଷ ଲଗେଇ ଥାନ୍ତି ଯାହା ବହୁତ ଟଙ୍କା ଖର୍ଚ୍ଚ କରିଥାଏ କିନ୍ତୁ କିଛି ଲାଭ ହୋଇ ନଥାଏ, ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟ ଯାହା ଦ୍ଵାରା ଆପଣଙ୍କ ଚେହେରା ଗୋରା ହୋଇ ଯିବ ।

ଦେଶୀ ଗାଈ ଘିଅ :

ଏହା ଉପଯୋଗ କଲେ ଆପଣଙ୍କ ତ୍ଵଚା ନରମ ଏବଂ ସୁନ୍ଦର ହେବ, ଗାଈ ଘିଅ ସମସ୍ତଙ୍କ ଘରେ ପ୍ରାୟତଃ ଖାଇବା ପାଇଁ ରଖା ଯାଏ କିନ୍ତୁ ଏହା ଚେହେରା ଓ ଅନ୍ୟ ଜାଗା ରେ ଉପଯୋଗ କଲେ ଏହା ବହୁତ ପ୍ରକାର ଲାଭ ଦେଇ ଥାଏ ଯେମିତିକି ଡ୍ରାଇ ସ୍କିନ ହାଇଡ୍ରେଟ କରିଥାଏ, ଡାର୍କ ସର୍କଲ୍ସ ଭଲ କରି ଥାଏ ।

ରିଙ୍କଲ୍ସ :
ଚେହେରା ରେ ଯଦି ରିଙ୍କଲ୍ସ ଅଛି ତେବେ ଘିଅ ଉପଯୋଗ କରନ୍ତୁ କିନ୍ତୁ ଏହାକୁ ମାସେ ପର୍ଯ୍ୟନ୍ତ ନିୟମିତ ରୂପରେ ଲଗାନ୍ତୁ, ଘିଅ ରେ ଏନ୍ଟିଏଜିଙ୍ଗ ତତ୍ଵ ଏବଂ କୋଲୋଜିନ ଚେହେରା ରିଙ୍କଲ୍ସ ଦୂର କରିଥାଏ, ଓ ଚେହେରା ଗ୍ଲୋ ବଢେଇ ଥାଏ । ଯଦି ଆପଣଙ୍କ ସ୍କିନ ବହୁତ ଢିଲା ରହୁଛି ତେବେ ଘିଅ ପ୍ରୟୋଗ କରନ୍ତୁ କୁହା ଯାଏ ଘିଅ ରାତିରେ ଲଗାଇ ସୋଇଲେ ସକାଳେ ସ୍କିନ ପୁରା ଟାଇଟ ହୋଇଥାଏ ।

ଡ୍ରାଇ ସ୍କିନ :
ଘିଅ ଡ୍ରାଇ ସ୍କିନ କୁ ବହୁତ ଭଲ ଭାବରେ ନରମ କରି ଥାଏ, କାହିଁକିନା ଏହା ଶରୀର କୋସିକା ଭିତରେ ଭଲ ଭାବରେ ମିସି ଯାଇ ଥାଏ । ଯଦି ଆପଣଙ୍କ ସ୍କିନ ବହୁତ ଡ୍ରାଇ ଅଛି ତେବେ ଆପଣ ୨-୩ ବୁନ୍ଦା ଘିଅ ସିଧା ସ୍କିନ ଉପରେ ଉପଯୋଗ କରନ୍ତୁ, ଘିଅ ରେ ଏମିତି ଗୁଣ ଅଛି ଯାହା ଆପଣଙ୍କ ସ୍କିନ ବେବି ଭଳି ନରମ ଏବଂ ସୁନ୍ଦର କରି ଦେବ ଏବଂ ଆପଣଙ୍କ ସୁନ୍ଦର୍ତା ବଢି ଥାଏ ।

ଡାର୍କ ସର୍କଲ୍ସ :
ଡାର୍କ ସର୍କଲ୍ସ ଭଲ କରିବା ପାଇଁ ଝିଅ ପୁଅ ଦୁହେଁ ବହୁତ ପ୍ରକାର ଜିନିଷ ଲଗେଇ ଥାନ୍ତି, ଯାହା ଲାଭ ବହୁତ କମ ହୋଇଥାଏ ଓ କେତେ ଜଣଙ୍କ ସ୍କିନ ଋଆକ୍ସନ ମଧ୍ୟ କରିଥାଏ କିନ୍ତୁ ଘିଅ ଲଗାଇଲେ ଏମିତି କିଛି ବି ଖରାପ ହୁଏ ନାହିଁ ଏବଂ ବହୁତ ଭଲ ପରିଣାମ ମଧ୍ୟ ଦେଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button