IBN ଓଡ଼ିଶା ବ୍ୟୁରୋ

ସକାଳୁ ସକାଳୁ ସ୍ନାନ ନକରି କରିବେ ଏହି କାମ ତ ସ୍ତ୍ରୀ ହେଉ ବା ପୁରୁଷ ଖୋଲିଯିବ ଆପଣଙ୍କ ଭାଗ୍ୟ

ଏମିତି ବହୁତ ଥର ଦେଖିବାକୁ ପାଇଛୁ ଯେ କେତେକ ଲୋକଙ୍କ ରାଶି ବା ଜାତକ ରେ ନବ ଗ୍ରହ ସମ୍ବନ୍ଧିତ ଦୋଷ ହୋଇ ଥାଏ । ଏହି ପରି ଲୋକଙ୍କୁ ନିଜ ଜୀବନ ରେ ବହୁତ ପ୍ରକାର ସମସ୍ୟା ହୋଇ ଥାଏ, ସାମାନ୍ୟତଃ ଏହା ମଧ୍ୟ ଦେଖା ଯାଇଛି ଯେ ଏହି ପରି ଲୋକଙ୍କୁ ଦେବୀ ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୁଏ ନାହିଁ । ବହୁତ ପରିଶ୍ରମ ପରେ ମଧ୍ୟ ଏହି ଲୋକଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ । କେତେକ ଥର ଲୋକ ଭାଗ୍ୟ ରେ ନାହିଁ କହି ଏହି କଥାକୁ ମାନି ଯାଆନ୍ତି ଏବଂ କେତେକ ଥର ଏହି ଦୋଷ ଗୁଡିକ ପାଇଁ ଘର ପରିବାରରେ ଅଶାନ୍ତି ସ୍ତୃଷ୍ଟି ହୋଇଥାଏ । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ଯେତେବେଳେ ବି ଜାତକ ବା ଦୁର୍ଭାଗ୍ୟ ଦୋଷ ହୋଇ ଥାଏ ସେଥିପାଇଁ ଏହି ପରି ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ପ୍ରକାର ଉପାୟ ଅଛି ।

Iଏହି ପ୍ରକାର ସମସ୍ୟା ପାଇଁ ପ୍ରାୟତଃ ପୂଜା କରା ଯାଏ, ଗାଧୁଆ ପରେ ପୂଜା ଅତି ଆବଶ୍ୟକ ହୋଇ ଥାଏ । କିନ୍ତୁ କେତେ ଶୁଭ କାର୍ଯ୍ୟ ଅଗାଧୁଆ କରିବା ଉଚିତ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ କାର୍ଯ୍ୟ ବିଷୟରେ କହିବୁ । ସବୁ ଠାରୁ ପ୍ରଥମେ ସକାଳେ ଉଠି ସ୍ତ୍ରୀ ବା ପୁରୁଷ ସମସ୍ତେ ସକାଳେ ଉଠିଲା ପରେ ପ୍ରଥମେ ଏହି ମନ୍ତ୍ର ଜପ କରିବା ଉଚିତ ଅଟେ ।

ମନ୍ତ୍ର :
ବ୍ରହ୍ମା ମୁରାରିସ୍ତ୍ରିପୁରାନ୍ତକାରୀ ଭାନୁଃ ଶଶୀ ଭୂମିସୁତୋ ବୁଧଶ୍ଚ।

ଗୁରୁଶ୍ଚ ଶୁକ୍ରଃ ଶନି ରାହୁକେତୱଃ କୁର୍ୱନ୍ତୁ ସର୍ୱେ ମମସୁପ୍ରଭାତମ୍॥

ଆପଣଙ୍କୁ ଆମେ କହିଦବାକୁ ଚାହୁଞ୍ଚୁ ଯେ ସ୍ତ୍ରୀ ବା ପୁରୁଷ ଯିଏ ଏହି ମନ୍ତ୍ର ଜପ କରିବେ ତାଙ୍କୁ ସଂସାର ସମସ୍ତ ଦେବୀ ଦେବତା ଏବଂ ସବୁ ନବ ଗ୍ରହ କୃପା ପ୍ରାପ୍ତ ହୋଇ ଥାଏ । ଏମିତି ମାନ୍ୟତା ଅଛି ଯେ ଏହି ମନ୍ତ୍ର ଅର୍ଥ ବ୍ରହ୍ମା, ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ଏହା ସମସ୍ତେ ମୋର ସକାଳ ଶୁଭ ଓ ମଙ୍ଗଳମୟ କରିବେ । ଏହା ଛଡା ସକାଳେ ଉଠି ହାତ ପାପୁଲି ଦେଖନ୍ତୁ, ସକାଳେ ଉଠି ହାତ ପାପୁଲି ଦେଖିଲେ ଦୁର୍ଭାଗ୍ୟ ଦୂର ହୋଇ ଥାଏ । ଆପଣଙ୍କୁ କହି ଦବାକୁ ଚାହୁଞ୍ଚୁ ଯେ ଶାସ୍ତ୍ର ଏବଂ ପୁରାଣ ରେ ଏହି କଥା ଉଲ୍ଲେଖ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button