IBN ଓଡ଼ିଶା ବ୍ୟୁରୋ

ଏହି ଦିନ ଗୁଡିକ ରେ ସ୍ଵାମୀ ଓ ସ୍ତ୍ରୀକୁ ଦୂରେଇ ରହିବା ଉଚିତ ନଚେତ ହୋଇଯିବ ଅନର୍ଥ

ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକା ସହ ରହିବା ଓ ସମ୍ବନ୍ଧ ବନେଇବା ସ୍ଵାଭାବିକ ଅଟେ, କାହିଁକିନା ତାଙ୍କ ବିବାହ ସଂସାର ଆଗକୁ ବଢେଇବା ପାଇଁ ହୋଇ ଥାଏ । କିନ୍ତୁ ଆପଣଙ୍କୁ ଜାଣିବା ଉଚିତ ଯେ ବର୍ଷର କିଛି ଟା ଦିନ ଏମିତି ବି ହୋଇ ଥାଏ ଯେତେବେଳେ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଉଚିତ । ଆସନ୍ତୁ ଜାଣିବା ବର୍ଷର ଏମିତି କିଛି ଦିନ ଯେବେ ସ୍ଵାମୀ ସ୍ତ୍ରୀ ଅଲଗା ରହିବା ଉଚିତ ସଂଭୋଗ କରିବା ହାନିକାର ହୋଇ ପାରେ ।

Image Courtesy: Google
ସ୍ଵାମୀ ସ୍ତ୍ରୀକୁ ଏହି ଦିନ ଗୁଡିକ ରେ ସଂଭୋଗ କରିବାରୁ ବଞ୍ଚିବା ଉଚିତ :
ଏମିତି ରେ ସ୍ଵାମୀ ସ୍ତ୍ରୀକୁ ଭଲ ପାଇବା ପାଇଁ କାହାକୁ ପଚାରିବା ଦରକାର ନାହିଁ, କିନ୍ତୁ କିଛି ଏମିତି ସମୟ ମଧ୍ୟ ଆସେ ଯେତେବେଳେ ସ୍ଵାମୀ ସ୍ତ୍ରୀଙ୍କୁ ହିନ୍ଦୁଶାସ୍ତ୍ର ଅନୁଯାଇ ଅଲଗା ରହିବା ଉଚିତ । ଶାସ୍ତ୍ର ଅନୁଯାଇ ଅମାବସ୍ୟା ଦିନ ସମ୍ବନ୍ଧ ସ୍ଥାପିତ କରିବା ଉଚିତ ନୁହଁ, ଏହା କଲେ ତାଙ୍କ ବିବାହିତ ଜୀବନରେ ବହୁତ କିଛି ଖରାପ ଓ ଅମଙ୍ଗଳ ହୋଇ ଥାଏ । ଏହା ଛଡା ପୂର୍ଣ୍ଣିମା ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀକୁ ସମ୍ବନ୍ଧ ବନେଇବା ଉଚିତ ନୁହେ । କୌଣସି ସଙ୍କ୍ରାନ୍ତି ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀଙ୍କୁ ଦୂର ହୋଇ ରହିବା ଭଲ, ହିନ୍ଦୁ ଶାସ୍ତ୍ର ଅନୁଯାଇ ଏହି ଦିନ ଗୁଡିକ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଭଲ ନଚେତ ବିବାହିତ ଜୀବନ ଖରାପ ହୋଇ ଥାଏ ।

ବର୍ଷର ଏହି ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଉଚିତ :
ପୂର୍ଣ୍ଣିମା ଓ ଅମାବାସ୍ୟା ଛାଡି ଦେଲେ ବିବାହିତ ଦମ୍ପତ୍ତିକୁ ନବରାତ୍ରି ୯ ଦିନ ବ୍ରହ୍ମଚର୍ଯ୍ୟା ପାଳିବା ଉଚିତ, ଦୁହିଙ୍କୁ ଦୂରତା ରେ ରହିବା ଉଚିତ । ଏମିତି ମାନ୍ୟତା ଅଛି ଯେ ନବରାତ୍ରି ସମୟରେ ସ୍ଵାମୀ ସ୍ତ୍ରୀ ସମ୍ବନ୍ଧ ବନେଇଲେ ଦେବୀ ମାଁ ଅପ୍ରସନ୍ନ ହୋଇ ଥାନ୍ତି ଏବଂ ନିଜ ଆଶୀର୍ବାଦ ଦମ୍ପତ୍ତିକୁ ଦିଅନ୍ତି ନାହିଁ ।ଯଦି ସ୍ଵାମୀ ବା ସ୍ତ୍ରୀ ଯଦି କୌଣସି ଓପାସ କରୁଛନ୍ତି ତେବେ ତାଙ୍କୁ ଦୂରତା ରେ ରହିବା ଉଚିତ ନଚେତ ତାଙ୍କ ଉପାସ କିଛି ମାନ୍ୟତା ରହିବ ନାହିଁ । ବିବାହ ବହୁତ ପବିତ୍ର ବନ୍ଧନ ଅଟେ, କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କୁ ଏହାକୁ ପବିତ୍ର ରଖିବା ପାଇଁ କିଛି ନିୟମ ମାନିବା ଉଚିତ । ପିତୃ ପକ୍ଷ ସମୟରେ ମଧ୍ୟ ଦୁହିଙ୍କୁ ଦୂର ରହିବା ଉଚିତ ଏବଂ ଶାରୀରିକ ସମ୍ବନ୍ଧ ରଖିବା କଥା ନୁହଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button