IBN ଓଡ଼ିଶା ବ୍ୟୁରୋ

ଭୁଲରେ ବି ବିବାହିତା ମହିଳାଙ୍କୁ ଏହି କାର୍ଯ୍ୟ କରିବା ଉଚିତ ନୁହେଁ, ନଚେତ ଅସୁବିଧା ସାମ୍ନା କରିବାକୁ ପଡି ପାରେ

ସବୁ ଝିଅଙ୍କ ଜୀବନରେ କିଛି ନା କିଛି ସ୍ଵପ୍ନ ଥାଏ ଏବଂ ସବୁ ଠାରୁ ବଡ ସ୍ଵପ୍ନ ନିଜ ସ୍ଵପ୍ନର ରାଜକୁମାରକୁ ବିବାହ କରିବା ହୋଇ ଥାଏ । ସବୁ ଝିଅଙ୍କ ଏହି ସ୍ଵପ୍ନ ଦିନେ ନା ଦିନେ ପୂର୍ଣ ହୋଇ ଥାଏ, ଯାହା ପରେ ସେ ନିଜ ଜୀବନ ନିଜ ସ୍ଵାମୀ ସହ ସୁଖ ପୂର୍ଣ ହୋଇ ବିତେଇବା ପାଇଁ ଚେଷ୍ଟା କରି ଥାନ୍ତି । ବିବାହ ପରେ ଝିଅଙ୍କୁ ନିଜ ଶାଶୁ ଘରୁକୁ ଯିବାକୁ ଥାଏ ଯେଉଁଠି ତାଙ୍କୁ ନୂଆ ଘର ସହ ନୂଆ ନୂଆ ସମ୍ପର୍କ ମଧ୍ୟ ମିଳି ଥାଏ । ଏହି ପରିବାର ସହ ଝିଅ ନୂଆ ଜୀବନ ପୃଷ୍ଠା ଆରମ୍ଭ ହୋଇ ଥାଏ, ଦେଖିବାକୁ ଗଲେ ବିବାହ କେବଳ ଝିଅ ପୁଅ ମଧ୍ୟରେ ସମ୍ପର୍କ ନୁହେଁ ଏହା ଦ୍ଵାରା ଦୁଇଟି ପରିବାର ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇ ଥାଏ ।

ଏହି ସମ୍ପର୍କ ପୂର୍ଣ ଭାର ଝିଅ ଉପରେ ଦିଆ ହୋଇ ଥାଏ । ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ମହିଳାଙ୍କ ପାଇଁ ଉଚିତ ନୁହଁ, ସର୍ବପ୍ରଥମେ ସିନ୍ଦୁର ମହିଳାଙ୍କ ପାଇଁ ବହୁତ ବହୁମୂଲ୍ୟ ଅଟେ ଏବଂ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଆପଣ ଭୁଲରେ ବି କେବେ ନିଜ ସିନ୍ଦୁର ଡବା କାହାକୁ ଦିଅନ୍ତୁ ନାହିଁ ବା କାହାକୁ ଉପଯୋଗ କରିବାକୁ ମଧ୍ୟ ଦିଅନ୍ତୁ ନାହିଁ ।

ଏହି କଥା ଧ୍ୟାନ ମଧ୍ୟ ରଖନ୍ତୁ ଯେ ସିନ୍ଦୁର ଲଗେଇଲା ବେଳେ ଆପଣ ଏକୁଟିଆ ଅଛନ୍ତି ଏବଂ ସିନ୍ଦୁର ଲଗେଇଲା ବେଳେ ସବୁ ବେଳେ ନିଜ ମଥା ଉପରେ କପଡା ବା କାନି ରଖି ସିନ୍ଦୁର ଲଗାନ୍ତୁ । କୁହା ଯାଏ ଯେ ଅନ୍ୟ ସ୍ତ୍ରୀ ସାମ୍ନା ରେ ସିନ୍ଦୁର ଲଗାଇଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇ ଥାଏ । ଏହା ଛଡା ଆହୁରି ଗୋଟେ ଜିନିଷ ଅଛି ଯାହା ପ୍ରାୟତଃ ବିବାହିତ ମହିଳା ନିଜ ସାଙ୍ଗ ବା ନଣଦ ସହ ବାଣ୍ଟି ନିଅନ୍ତି କିନ୍ତୁ ଏହା ମଧ୍ୟ କରିବା ଉଚିତ ନୁହେଁ ।

ଏହି ଜିନିଷଟି କାଜଲ ଯାହା ସମସ୍ତେ ଲଗେଇବା ପସନ୍ଦ କରନ୍ତି ଏବଂ ସମସ୍ତଙ୍କ ଆଖିକୁ ସୁନ୍ଦର ମଧ୍ୟ ଲାଗି ଥାଏ । ମହିଳାଙ୍କୁ ମେହେନ୍ଦି ମଧ୍ୟ ଲଗେଇବା ବହୁତ ପସନ୍ଦ ହୋଇ ଥାଏ ଏବଂ କେତେକ ଝିଅ ବା ମହିଳା ନିଜେ ମେହେନ୍ଦି ଲଗେଇବା ପସନ୍ଦ କରନ୍ତି, କିନ୍ତୁ ମନେ ରଖନ୍ତୁ କେବେ ବି ନିଜ ଦ୍ଵାରା ଲଗେଇ ଥିବା ମେହେନ୍ଦି ଆଉ କାହାକୁ ଲଗାନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇ ପାରେ ସେଥିପାଇଁ ଅନ୍ୟ କାହାକୁ ନିଜ କୋନ ମେହେନ୍ଦି ଲଗାନ୍ତୁ ନାହିଁ ବା ଅନ୍ୟ କାହାର ଉପଯୋଗ ମେହେନ୍ଦି ନିଜେ ମଧ୍ୟ ଲଗାନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button