IBN ଓଡ଼ିଶା ବ୍ୟୁରୋ

ଦିନରେ ମାତ୍ର ଥରେ ନିଅନ୍ତୁ Joint Pain, ହାଡ କମଜୋରି, Calcium ର ଅଭାବ, Weakness, ଶିର ବ୍ଲକେଜ ଜୀବନରେ କେବେବି ହେବ ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆଜିର ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତା’ଛଡା ତାଙ୍କ ଗୋଡ ହାତ ବି-ନ୍ଧା ମଧ୍ୟ ହେଉଛି । କିନ୍ତୁ ଯଦି ଏହି ବି-ନ୍ଧା ବି-ନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହା-ଡ଼ ଦୁ-ର୍ବ-ଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ ।ତେବେ ସେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ , ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।ତେବେ ଆଜି ଆମେ ଯେଉଁ ଫଳ ବିଷୟ ରେ କହିବୁ ତାହା ହେଉଛି କିଭି ଫଳ । ଏହି ଫଳ ର ସାହାର୍ଯ୍ୟ ରେ ଆପଣ କ୍ୟାଲସିୟମ ପାଇ ପାରିବେ ଏବଂ ନିଜର ଦୁ-ର୍ବ-ଳତା ରୁ ମଧ୍ୟ ମୁ-କ୍ତି ପାଇଁ ପାରିବେ ।
ତେବେ କିନ୍ତୁ ଯେଉଁ ମାନଙ୍କୁ ଅଧିକ ରୁ ଅଧିକ ହା-ଡ଼ ଜନିତ କୌଣସି ସମସ୍ୟା ଦେଖା ଦିଏ ତେବେ ସେମାନେ ଏହି ଫଳ କୁ ସେଵନ କରି ପାରିବେ ନାହିଁ ।ତେବେ ଏହା ଛଡା ଏହି କିଭି ଫଳ ଭିତରେ ବହୁତ ଭିଟାମିନ ରହି ଥାଏ ଯାହାର ସେବନ ଦ୍ବାରା ଆପଣ ଙ୍କ ତ୍ୱଚା ସୁନ୍ଦର ଏବଂ ଆକର୍ଷଣୀୟ ହୋଇ ଯାଏ ତାଛଡା ଆପଣଙ୍କ ଚେହେରା ରେ ଥିବା ବ୍ରଣ ଦାଗ ସବୁ ଦୁର ହୁଏ ଏବଂ ଚେହେରା ରେ ଚମକ ଆଣିଥାଏ ।
ତେବେ ଏହା ଛଡା ଏହି ଫଳ ର ସେବନ ଦ୍ୱାରା ଆମର ପାଚନ ବହୁତ ଭଲ ହୋଇଥାଏ ଯାହାଦ୍ୱାରା ଆମର ର-କ୍ତ ଶୁଦ୍ଧ ରୁହେ ଏବଂ ର-କ୍ତ ସଞ୍ଚାଳନ ମଧ୍ୟ ହୋଇଯାଏ ।ତେବେ ଏହା ଛଡା ଏହି କିଭି ଫଳ ଆମ କେଶ ପାଇଁ ଏବଂ ଆଖି ପାଇଁ ମଧ୍ୟ ଖୁବ ଭଲ ।
ତେବେ ଆପଣ ଦିନେ ଛାଡି ଦିନେ ଏହି ଫଳ ର ସେବନ କରି ପାରିବେ ଏବଂ ଗୋଟିଏ କିଭି ଫଳ ଆମ ଶରୀର ପାଇଁ ଯଥେଷ୍ଟ ଅଟେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button