IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରବିବାର ଦିନ ଭୁଲରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, କରନ୍ତୁ ନାହିଁ ଏହି କାର୍ଯ୍ୟ… ନଚେତ ଘରକୁ ଆସିବ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ସୌରମଣ୍ଡଳର ସବୁ ଊର୍ଜା ସୂର୍ଯ୍ୟଦେବ ଙ୍କ ଠାରୁ ପ୍ରାପ୍ତ କରିଥାନ୍ତି । ଆମ ସମସ୍ତଙ୍କ କୁଣ୍ଡଳୀରେ କେଉଁ ନା କେଉଁ ଗ୍ରହର ପ୍ରଭାବ କାରଣରୁ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଆମେ ସବୁବେଳେ ପ୍ରୟାସ କରିଥାଉ ଆମ ଗ୍ରହ ଶାନ୍ତ ରହୁ ଓ କାର୍ଯ୍ୟରେ କୌଣସି ପ୍ରକାରର ବାଧା ନ ଆସୁ । ଏଥିପାଇଁ ଆମେ ବୁଧବାରରେ ବୁଧଗ୍ରହ, ଗୁରୁବାରରେ ବୃହସ୍ପତି ଗ୍ରହ, ଶୁକ୍ରବାରରେ ଶୁକ୍ର ଗ୍ରହ, ଶନିବାରରେ ଶନି ଦେବତାଙ୍କ ଉପାସନା କରିଥାଉ ।

ରବିବାରରେ ଆମେ ଛୁଟି ଭାବି ଏମିତି କାର୍ଯ୍ୟ କରିଥାଉ ଯାହା କରିବା ଅନୁଚିତ । ଆଜି ଆମେ ଆପଣଙ୍କୁ ରବିବାର ଦିନ କେଉଁ ଖାଦ୍ୟ ଖାଇବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ରବିବାର ଦିନ ଓସ୍ତ ଗଛରେ ଜଳ ଚଢାଇବା ଅନୁଚିତ । ଏମିତି କରିଲେ ଅନିଷ୍ଟ ହୋଇଥାଏ । ଓସ୍ତ ଗଛ ମୂଳେ ଦୀପ, ଧୂପ ଦେଇ ପାରିବେ । ଭୁଲରେ ବି ଜଳ ଅର୍ପଣ କରନ୍ତୁ ନହି ।

୨- ଆମେ ସବୁ ଜାଣିଛୁ ରବିବାର ଦିନ ଆରାମ କରିବା ଭାବି ପ୍ରତେକ ବ୍ୟକ୍ତି ଡେରି ଯାଏଁ ସୋଇଥାନ୍ତି । କିନ୍ତୁ ଯଦି ଆପଣଙ୍କୁ ସୂର୍ଯ୍ୟଙ୍କ ଶକ୍ତିଶାଳୀ ବନାଇବାର ଅଛି ତେବେ କମ ସେ କମ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ କୁଙ୍କୁମ ଓ ଚାଉଳ ପକାଇ ଜଳ ଅର୍ଘ୍ୟ ଦିଅନ୍ତୁ ।

୩- ରବିବାର ଦିନ କେସ କାଟିବା, ମୁଣ୍ଡରେ ତେଲ ଲଗାଇବା ଅନୁଚିତ । ଏହା ସହ ସୂର୍ଯ୍ୟଦେବ ଙ୍କୁ ଆପଣଙ୍କର ରାଶିରେ ଶକ୍ତିଶାଳୀ କରିବା ପାଇଁ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅବଶ୍ୟ ଚଢାନ୍ତୁ । ଯଦି ଆପଣ ରବିବାର ଦିନ ଏହି ଉପାୟ କରୁଛନ୍ତି ତେବେ ଭବିଷ୍ୟତରେ ଆସିବାକୁ ଥିବା ଅନେକ ବିପଦରୁ ମୁକ୍ତି ପାଇବେ ।

୪- ରବିବାର ଦିନ ଭୁଲରେ ବି ମସୁର ଡାଲି ସେବନ କରିବା ଉଚିତ ନୁହେଁ । କୌଣସି ସାଧୁ ସନ୍ଥ ଙ୍କୁ ମସୁର ଡାଲିର କୌଣସି ବ୍ୟଞ୍ଜନ ଚଢାଯାଏ ନାହି । ମସୁର ଡାଲିକୁ ରବିବାର ଦିନ ଖାଇବା ଶାସ୍ତ୍ର ରେ ମନା କରା ଯାଇଛି । ରବିବାର ସୂର୍ଯ୍ୟ ଙ୍କ ଦିନ ହୋଇଥାଏ ।

୫- ରବିବାର ଦିନ ପିଆଜକୁ ଭୋଜନରେ ଉପୋଯୋଗ କରିବା ଅନୁଚିତ । ଯଦି ସୂର୍ଯ୍ୟଙ୍କ ସ୍ଥିତି ଠିକ ନାହି ତେବେ କିଛି ଦିନ ଯାଏଁ ପିଆଜ ରସୁଣ ର ସେବନ କରନ୍ତୁ ନାହି । ଏମିତି କରିଲେ ଲାଭ ପ୍ରାପ୍ତ ହେବ ।

୬- ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ଓ ସୂର୍ଯ୍ୟଦେବା ଙ୍କ ସମାନ ତେଜସ୍ଵୀ ସନ୍ତାନର ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ରାଇବାର ଦିନ ବିନା ଲୁଣରେ ତିଆରି  ବ୍ୟଞ୍ଜନ ଖାଇ ବ୍ରତ କରନ୍ତୁ । ରାଶି ତେଲ ଭୋଜନରେ ବ୍ୟବହାର କରନ୍ତୁ ନାହି ।

୭- ରବିବାର ଦିନ ନାଲି ଶାଗର ଭୋଜନ କରିବା ଅନୁଚିତ । ମାନାଯାଏ ନାଲି ଶାଗ ଜଲ୍ଦି ଉଠିଥାଏ ଓ ନଷ୍ଟ ହୋଇଥାଏ । ରବିବାର ଦିନ ମାଛର ସେବନ କରିବା ଅନୁଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button