IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ନିହାତି ଜଣାଇବା କଥା- Chanakya Niti

ନାରୀଙ୍କୁ ଘରର ଲାଷ୍ମୀ ର କୁହାଯାଏ । ତେବେ ଘରର ନାରୀମାନଙ୍କୁ ସମସ୍ତେ ମା ଲଷ୍ମୀଙ୍କ ସ୍ୱରୂପ ଭାବିଥାନ୍ତି । ତେଣୁ ବାସ୍ତୁ ଶାସ୍ତ୍ର ରେ ଅନେକ କାର୍ଯ୍ୟ ଥାଏ ଯାହା କରିବା ଉଚିତ ନୁହେଁ । ସେହିଭଳି ନାରୀମାନଙ୍କ ପାଇଁ ମଧ୍ୟ କିଛି କାର୍ଯ୍ୟ ବାରଣ କରାଯାଇଛି । ଯେଉଁ କାର୍ଯ୍ୟ ନାରୀମାନେ କରିବା ଦ୍ୱାରା ସେହି ଘରୁ ଲାଷ୍ମୀ ରୋଷ କରି ଚାଲିଆସନ୍ତି ଓ ତାଙ୍କ କୃପା ମଧ୍ୟ ଲାଭ ହୁଏ ନାହିଁ । ଓ ସେହି ଘର ଲାଷ୍ମୀଛଡା ହୋଇଥାଏ ।

ତେବେ ସେହିଭଳି ୮ ଟି ଲକ୍ଷଣ ଅଛି ଯାହା ନାରୀମାନେ ପରିଵର୍ତନ କରିବା ଉଚିତ ନଚେତ ତାଙ୍କ ଘରୁ ମା ଲକ୍ଷ୍ମୀ ପଳେଇଥାନ୍ତି । ପ୍ରଥମ ଲକ୍ଷଣ ଯେଉଁ ନାରୀ ଖାଇବା ସମୟ ରେ ଓ ଅନ୍ୟ ସମୟରେ ଗୋଡ଼ ହଲାଇଥାନ୍ତି ସେହି ଘରୁ ମା ଲଷ୍ମୀଙ୍କ କୃପା ଦୃଷ୍ଟି ପଡେ ନାହିଁ । ଘରେ କ୍ଳେଶ ଓ ଅଶାନ୍ତି ଲାଗି ରହେ । ଦ୍ଵତୀୟ ଲକ୍ଷଣ ଯେଉଁ ନାରୀ ଝାଡୁରେ ଗୋଡ଼ ମାରନ୍ତି ବା ଗୋଇଠା ମାରନ୍ତି ସେହି ଘରେ ମା ଲଷ୍ମୀ ବାସ କରନ୍ତି ନାହିଁ । କୁହାଯାଏ ଯେ ଝାଡୁ ହେଉଛି ମା ଲଷ୍ମୀଙ୍କ ପ୍ରତିରୂପ ତେଣୁ ସେହି ଘରେ ଦାରିଦ୍ରତା ଓ ରୋଗ ରେ ପୀଡିତ ହୋଇଥାନ୍ତି ।

ତୃତୀୟ ଲକ୍ଷଣ ଯେଉଁ ନାରୀ ଅଇଁଠା ବାସନକୁ ନେଇ ଚୁଲି ବା ଗ୍ୟାସ ଉପରେ ଖୋଲା ରଖି ଶୋଇପଡ଼ିଥାନ୍ତି ସେହି ଘରେ ମା ଲଷ୍ମୀ ପ୍ରବେଶ କରନ୍ତି ନାହିଁ । ବାସନ ମଧ୍ୟ ଅଭିଶାପ ଦେଇଥାଏ । ବାସନ କେବେବି ଖୋଲା ରଖିବା ଉଚିତ ନୁହେଁ । ଚତୁର୍ଥ ଲକ୍ଷଣ ଯେଉଁ ନାରୀ ଘର ଦୁଆର ବନ୍ଧରେ ଖାଦ୍ୟ ଖାଇଥାନ୍ତି ସେହି ଘରେ ମା ଲଷ୍ମୀ କ୍ରୋଧ କରିଥାନ୍ତି ।

ଏହା ଏକ ଅଲଷ୍ମୀଙ୍କ ପ୍ରକୃତି ହୋଇଥାଏ । ପଞ୍ଚମ ଲକ୍ଷଣ ଯେଉଁ ନାରୀ ସନ୍ଧ୍ୟା ସମୟରେ ଶୋଇ ରହିଥାନ୍ତି ବା ସୂର୍ଯ୍ୟ ଅସ୍ତ ପରେ ମଧ୍ୟ ଶୋଇ ରୁହନ୍ତି ତେବେ ସେହି ଘରେ ମା ଲଷ୍ମୀଙ୍କ କୃପା ନ ମିଳିବା ସହ ମାନସିକ ଚିନ୍ତା ଓ ସେହି ଘରର ଲୋକଙ୍କୁ ରୋଗଅଗ୍ରସ୍ତ ହୋଇଥାନ୍ତି । ଷ୍ଠ ଲକ୍ଷଣ ଯେଉଁ ନାରୀ ମଙ୍ଗଲସୁତ୍ର, ସିନ୍ଦୁର, ଚୁଡି, ଗୋଡ ରେ ପାଉଞ୍ଜି, ମୁଦି, ଆଦି ପରିଧାନ କରନ୍ତି ନାହିଁ ସେମାନଙ୍କ ସ୍ୱାମୀର ଆୟୁଷ କମିଥାଏ ଓ ସ୍ବାମୀଙ୍କ ମୃତ୍ୟୁ ହୋଇଥାଏ ।

କୁହାଯାଏ କି ସ୍ତ୍ରୀର ପାଉଁଜିର ଶବ୍ଦରେ ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସପ୍ତମ ଲକ୍ଷଣ ଯେଉଁ ନାରୀ ଉଚ୍ଚ ସ୍ୱର ବା ଖରାପ ଭାଷା କୁହନ୍ତି ତେବେ ଏହା ଘରର ଲୋକଙ୍କ ପାଇଁ ବହୁତ ଖରାପ ଅଟେ । ଏହା ପରିବାର ପାଇଁ ଅନିଷ୍ଟ ହୋଇଥାଏ । ସେହି ଘରେ ଦାରିଦ୍ରତା ଦେଖାଦେଇଥାଏ ।

ଅଷ୍ଟମ ଲକ୍ଷଣ ଯେଉଁ ଘରର ନାରି ମାନେ ରାତିରେ ବା ସନ୍ଧ୍ୟା ସମୟରେ ଘରେ ଝାଡୁ କରିଥାନ୍ତି ତେବେ ଏହା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଦାରିଦ୍ରତା ଦେଖାଦେଇଥାଏ କୁହାଯାଏ କି ଘରେ ଝାଡୁ ଦେବା ବେଳେ ଘରୁ ସବୁ ନକାରତ୍ମକ ଜିନିଷ ବାହାରିଥାଏ ତେଣୁ ଯଦି ସୂର୍ଯ୍ୟ ଥିବା ସମୟରେ ଆପଣ ଝାଡୁ କରିବେ ତେବେ ସୂର୍ଯ୍ୟଙ୍କ ସକାରତ୍ମକ ଆଲୋକରେ ଏହି ନକାରତ୍ମକ ଉର୍ଜା ନଷ୍ଟ ହୋଇଯାଇ ଥାଏ ।

ନବମ ଲକ୍ଷଣ ଯେଉଁ ଘରେ ନାରୀ ସକାଳୁ ନିଜର ବାରଣ୍ଡା ଦାଣ୍ଡ ସଫା କରନ୍ତି ନାହିଁ ସେହି ଘରେ ମା ଲଷ୍ମୀ ପ୍ରବେଶ କରନ୍ତି ନାହିଁ କାରଣ ମା ଲଷ୍ମୀଙ୍କୁ ସ୍ଵଛତା ପ୍ରିୟ । ତେଣୁ ସର୍ବଦା ନିଜ ଅଗଣାକୁ ସଫା ରଖିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button