IBN ଓଡ଼ିଶା ବ୍ୟୁରୋ

ବ୍ୟକ୍ତିକୁ ଅନ୍ୟମାନେ ଭଲ ଓ ନିଜ ଲୋକମାନେ କାହିଁକି ଖରାପ ଲାଗିଥାନ୍ତି- Krishna Updesh

ପ୍ରତେକ ମଣିଷ ନିଜକୁ ସବୁ ଠାରୁ ଭଲ ଭାବିଥାଏ । କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ସବୁ ଲୋକଙ୍କ କିଛି ଖରାପ ଗୁଣ ଅଛି । କିନ୍ତୁ ଯଦି ଆମେ ନିଜ କଥା କହି ଥାଉ ଏହା ଆମକୁ ଦେଖା ଯାଇ ନଥାଏ । ଆମ ନିଜ ଲୋକମାନେ ହି ଆମ କଥାକୁ ଜାଣିକି ଆମକୁ ଜାଣିକି ମଧ୍ୟ ଆମ ସହ ରହି ଥାନ୍ତି ଏହି ଭଳି ଲୋକଙ୍କ କଥା କହିବା ଯଦି ଆମେ ଜାଣି ପରିବାକୀ ଆମେ ଆଜି କାଲୀ ନିଜ ଲୋକଙ୍କ ଅପେକ୍ଷା ଅନ୍ୟ ମାନଙ୍କ ଉପରେ ଅଧିକ ବିଶ୍ବାଶ କରୁଛେ ।

କିନ୍ତୁ ଯଦି ଦେଖିବା ପାଇଁ ଯିବାତ ଆମେ ଜାଣି ପାରିବା କି ଆମ ଘରେ ଆମ ଲୋକମାନେ ଆମକୁ ଖରାପ ଗୁଣ ଦେଖାଉ ଥିବାରୁ ଆମେ କିଛି ସମୟ ସେମାନଙ୍କ ଆଖିରେ ନିଜକୁ ଖରାପ ବୋଲି ଭାବି ନେଇ ଥାଉ । ଆଜି ସେହି ବିଷୟରେ ଆମେ ଆପଣଙ୍କୁ କହିବା କି ଆପଣ ଯଦି ନିଜ ଲୋକଙ୍କ ଅପେକ୍ଷା ଅନ୍ୟ ମାନଙ୍କୁ ନିଜର ଭାବୁ ଛନ୍ତି ଏହା କଣ ପାଇଁ ହେଉଛି ଆସନ୍ତୁ ଜାଣିବା ।

ମହାଭାରତ ଯୁଧ୍ୟ ଆରମ୍ଭ ହେବା ଆଗରୁ ଅର୍ଜୁନ କହିଥିଲେ କି ଭଗବାନ ମୁ ମୋ ନିଜ ଲୋକଙ୍କ ଉପରେ କିଭଳି ଅସ୍ତ୍ର ଚଳାଇବି । ଭଗବାନ ବହୁତ ବୁଜାଇବା ପରେ ଯାଇକି ଅର୍ଜୁନ ନିଜ ଅସ୍ତ୍ର ଉଠାଇ ଥିଲେ ସେହି ଯୁଗରେ ନିଜ ଲୋକଙ୍କ ପାଖରୁ ଧୋକା ଖାଇବ୍ବା ପରେ ମଧ୍ୟ ଲୋକମାନେ ନିଜ ଲୋକଙ୍କ ଆଗରେ ଠିଆ ହେବା ତାଙ୍କ ବିରୁଦ୍ଧ କରିବା ପାଇଁ ଭଲ ପାଉ ନଥିଲେ ।

କିନ୍ତୁ ଆଜି ଆଉ ଏକ ଦୁନିଆ ଆମ ଆଗରେ ଅଛି ଏହି ଭଳି ଦୁନିଆ ଯିଏ କି ନିଜ ଲୋକଙ୍କ ବିପକ୍ଷରେ ଠିଆ ହେବା ପାଇଁ ସବୁ ବେଳେ ପ୍ରସ୍ତୁତ ଅଛନ୍ତି । ଆଜି କଳାଇ ଲୋକନନ୍କୁ ନିଜ ପରସୋନାଲ ଜିନିଷ ବହୁତ ପ୍ରୀୟ ଯାହା ପାଇଁ ସେମାନେ ଚାହିଁ ଥାନ୍ତି କି ଅନ୍ୟ କେହି ସେମାନଙ୍କ ବ୍ୟବହାର କିମ୍ବା ତାଙ୍କ ବିଷୟରେ କଥା ନ କହୁ ।

ଏହି ଭଳି ଲୋକଙ୍କ ପାଇଁ କିଛି ଲୋକମାନେ ନିଜକୁ ଏମାନଙ୍କ ପାଖରୁ ଦୂରେଇ ରଖିବା ପାଇଁ ପସନ୍ଦ କରି ଥାନ୍ତି । କିଛି ସମୟରେ ଆମେ ମାନେ ମଧ୍ୟ ଦେଖି ଥାଉ କି ଆମ ପଡୋଶୀ ଲୋକମାନେ ଆମ ଘର ମାମଲାରେ ଅଧିକ ଅଧିକ ଧ୍ୟାନ ଦେବା ବନ୍ଦ କରି ଦେଲେନି ଏହାର କାରଣ ଦୁଇ ପ୍ରକାର ହୋଇ ପାରେ ।

ପ୍ରଥମ ହୁଏତ ସେମାନେ ବହୁତ ବ୍ୟସ୍ତ ଥିବେ ଦ୍ଵିତୀୟ କି ସେମାନେ ଚାହୁଁ ନଥିବେ କି କାହା ମାମଲାରେ କଥା କହିବା ଭଲ ବୋଲି ସେଇ ପାଇଁ ବୋଧେ ହୁଏ ସେମାନେ ନିଜକୁ ଅନ୍ୟମାନଙ୍କ ପାଖରୁ ଦୂରେଇ ରଖିବା ଭଲ ବୋଲି ଭାବି ନିଜ ପଡୋଶୀ ଙ୍କ ସହ ମଧ୍ୟ ସମ୍ପର୍କ ଭଲ କରିବା ପାଇଁ ଚେଷ୍ଟା କରି ନଥାନ୍ତି । ଆମକୁ ସେହି ଲୋକମାନେ ବହୁତ ଲୋକ ଖରାପ ଲାଗିଥାନ୍ତି ।

ଯେଉଁ ଭଳି ରାମଙ୍କ ସ୍ତ୍ରୀ ଙ୍କୁ ଫେରେଇବା ପାଇଁ ବିଭୀଷଣ କହିଥିଲେ ରବଣ ଙ୍କୁ । କିନ୍ତୁ ରାବଣ ଶୁଣି ନଥିଲା ସେଇ ପାଇଁ ତାର ଲଙ୍କା ଜଳି ଯାଇ ଥିଲା । ଆମେ ନିଜ ଲୋକମାନଙ୍କ ପାଖରୁ ବହୁତ କିଛି ଆସା କରିଥାଉ ଯାହା ଦ୍ଵାରା ସେମାନେ ଏହାକୁ ପୂରଣ ନ କାଲେ ଆମେ ତାଙ୍କୁ ଖରାପ ଭାବି ଥାଉ ତାଙ୍କ ଠାରୁ ନିଜକୁ ଦୂରେଇ ଦେଇଥାଉ ।

Related Articles

Leave a Reply

Your email address will not be published. Required fields are marked *

Back to top button