IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଛୋଟ ପିଲାଙ୍କୁ କାହିଁକି କଳାଟୀକା ଲଗାନ୍ତି ? ଖରାପ ଦ୍ରୁଷ୍ଟିରୁ କ’ଣ ରକ୍ଷା କରିଥାଏ କଳା ଟୀକା ! ମାଆ ମାନେ ନିହାତି ଜାଣନ୍ତୁ…

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବହୁତ ମହତ୍ଵପୂର୍ଣ୍ଣ କଥାମାନ ସବୁ କୁହାଯାଇଛି । ବହୁତ ଲୋକ ଏହି ସବୁ ପୁରୁଣା ନୀତିନିୟମ ମାନି କାମ କରୁଥିବା ବେଳେ ଆଉ କିଛି ଲୋକ ସେହି ସବୁ ନିୟମ ମାନିନଥାନ୍ତି । ଶାସ୍ତ୍ର ଅନୁଯାଇ କେତେକ ନିୟମ ଏମିତିକା ଅଛି ଯାହା ଅନୁଯାଇ କାର୍ଯ୍ୟ କଲେ ମଣିଷକୁ ଲାଭ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁଯାଇ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଶାସ୍ତ୍ର ମାନ୍ୟତା ଅନୁଯାଇ କାର୍ଯ୍ୟ କରିଥାଏ ସେହି ବ୍ୟକ୍ତି ଜୀବନରେ କେବେ ଦୁଃଖ ଆସି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ଆପଣମାନେ ବହୁତ ଲୋକଙ୍କୁ ହାତ ନଚେତ ପାଦରେ କଳା ସୂତା ବାନ୍ଧିବାର ଦେଖିଥିବେ, ତେବେ କ’ଣ ଆପଣ ଏହାର କାରଣ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଛୋଟ ଛୁଆଙ୍କୁ କଳା ଟୀକା ଲଗାଇବାର ଦେଖିଥିବେ, ତେବେ ଏ ସମ୍ପର୍କରେ ମଧ୍ୟ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।

ତେବେ ମାନ୍ୟତା ଅଛି ଯେ କଳା ଟୀକା ଲଗାଇଲେ ଛୁଆଙ୍କୁ ନଜର ଦୋଷ ଲାଗି ନଥାଏ । ତେବେ ନକରାତ୍ମକ ପ୍ରଭାବ ମଧ୍ୟ ଛୁଆଙ୍କ ଉପରେ ପଡେ ନାହିଁ । ତେବେ କାଜଲ ଭଲ ଜିନିଷ ନୁହେଁ ବୋଲି ଆଜିକା ସମୟରେ ଲୋକ ନିଜ ଛୁଆଙ୍କୁ ଆଖିରେ କାଜଲ ଲଗାଉ ନାହାନ୍ତି କିନ୍ତୁ ଆଗ ସମୟରେ ଛୁଆଙ୍କୁ କାଜଲ ଲଗାଇବା ବହୁତ ଆବଶ୍ୟକ ବୋଲିକୁହା ଯାଉଛି । ତେଣୁ ଆପଣ ଯଦି ମାର୍କେଟରୁ କଳା କିଣିବାକୁ ଚାହୁଁନଥିବେ ।

ତେବେ ଘରେ ପ୍ରାକୃତିକ ଉପାୟରେ କଳା ତିଆରି କରି ଛୁଆଙ୍କ ମୁଣ୍ଡ ଏବଂ ହାତ, ପାଦ ଭଳି ସ୍ଥାନରେ ମଧ୍ୟ ଲଗାଇପାରିବେ । ତେବେ ଆଜିକା ସମୟରେ ଲୋକ ଏହାକୁ ମାନୁ ନାହାନ୍ତି କିନ୍ତୁ ଶାସ୍ତ୍ର ଅନୁଯାଇ କଳା ଶନିଦେବ ଆଉ ରାହୁ କେତୁର ରଙ୍ଗ ହୋଇଥାଏ ଏହି ରଙ୍ଗ ଧାରଣ କରୁଥିବା ବ୍ୟକ୍ତି ଜୀବନ ବହୁତ ଅସୁବିଧା ଦୂର ହୋଇଥାଏ ।

ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ବହୁତ ଅଧିକ ରହୁଛି ତେବେ ଆପଣଙ୍କୁ ଚିନ୍ତା କରିବା ଉଚିତ ନୁହ । ଆପଣ ସୋମବାର ଦିନ କଳା ସୂତା ଆଣନ୍ତୁ ଆଉ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପାଦ ତଳେ ପୂଜା କରି ରଖି ଦିଅନ୍ତୁ ଏହା ପରେ ଆପଣ ହନୁମାନଙ୍କ ପାଦ ସିନ୍ଦୁର ସେହି ସୂତାରେ ଲଗାନ୍ତୁ ଆଉ ନିଜ ତିଜୋରିରେ ରଖନ୍ତୁ ଯେଉଁଠାରେ କେହି ହାତ ମାରିବେ ନାହିଁ ଆଉ ନା କାହାକୁ ଦେଖା ଯାଉଥିବ ।

ତେବେ ବଡ ହୁଅନ୍ତୁ ବା ଛୋଟ କଳା ସୂତା ଧାରଣ କରିବା ଦ୍ଵାରା ଆପଣଙ୍କ ବହୁତ ଦୋଷ କଟିଯାଇଥାଏ ଏହାକୁ ଧାରଣ କରିବା ଶୁଭ ଅଟେ ସେଥିପାଇଁ ଆପଣ ନିଜ ପାଦ ନଚେତ ହାତ ନହେଲେ ବେକରେ କଳା ସୂତା ନିଶ୍ଚିନ୍ତ ଧାରଣ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button