IBN ଓଡ଼ିଶା ବ୍ୟୁରୋ

ତାଙ୍କ ମନରେ କ’ଣ ଅଛି ? ସେ ଆପଣଙ୍କ ବିଷୟରେ କ’ଣ ଭାବନ୍ତି ? Tarot card reading

ବନ୍ଧୁଗଣ ଆପଣ ଯଦି କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣଙ୍କୁ ଏଠାରେ 4 ଗୋଟି ନମ୍ବର ଦିଆଯାଇଛି । ନମ୍ବର ଗୁଡିକ ହେଉଛି 1, 2, 3 ଓ 4 । ଏହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ସେହି ନମ୍ବର ଅନୁସାରେ ଅନ୍ୟ ଜଣଙ୍କର ମନର କଥା ଆପଣଙ୍କ ପାଇଁ କ’ଣ ରହିଛି ଜାଣିପାରିବେ । ଆପଣ ଯାହାଙ୍କ ମନର ଭାବନାଜାଣିବାକୁ ଚାହୁଁଛନ୍ତି । ତାଙ୍କୁ ସ୍ମରଣ କରି ଆପଣ କୌଣସି ଏକ ନମ୍ବର ବାଛି ନିଅନ୍ତୁ ।

1- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ତେବେ ଆପଣ ଜଣେ ବହୁତ ମିଳାପୀ ମିଜାଜର ଲୋକ ବୋଲି ଏହି ବ୍ୟକ୍ତି ଜଣଙ୍କ ଭାବନ୍ତି । ଆପଣଙ୍କୁ ନୂଆ ନୂଆ ଜାଗା ବୁଲିବା ବହୁତ ପସନ୍ଦ ଅଟେ । ଆପଣ ଯେଉଁ ସ୍ଥାନକୁ ଯାଆନ୍ତି । ବହୁତ ଶୀଘ୍ର ଲୋକଙ୍କ ସହ ଆପଣ ମିଶିଯାଇଥାନ୍ତି । ଆପଣଙ୍କ ଠାରେ ବହୁତ ଜିଦିଆ ସ୍ଵଭାବ ରହିଛି । ଏବେ ପର୍ଯ୍ୟନ୍ତ ଆପଣଙ୍କୁ ଜଣେ ଭଲ ବନ୍ଧୁ ହିନ ଏହି ବ୍ୟକ୍ତି ଭାବୁଛନ୍ତି ।

2- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ଆପଣ ଜଣେ ଯତ୍ନବାନ ଲୋକ ଅଟନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ବିଷୟରେ ଭାବନ୍ତି । ସାମ୍ନା ବାଲା ଯେମିତିକା ସ୍ଵଭାବର ହୋଇଥାଉ । ପଛେ ଆପଣ ସେହି ଲୋକ ସହ ବହୁତ ଭଲ ବ୍ୟବହାର କରିଥାନ୍ତି । ଅନ୍ୟର କେବେବି ଖରାପ ଆପଣ ଚିନ୍ତା କରିପାରନ୍ତି ନାହିଁ । ନିଜେ ଖୁସିରେ ରହିବା ସହ ଅନ୍ୟ ମୁହଁରେ ଖୁସି ଆଣିଦେବା ପାଇଁ ମଧ୍ୟ ଆପଣ ପ୍ରୟାସ କରିଥାନ୍ତି । ଜଣେ ଭଲ ଜୀବନସାଥି ହେବାର ଗୁଣ ଆପଣଙ୍କ ଠାରେ ସେ ଦେଖିବାକୁ ପାଇଥାନ୍ତି ।

3- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ଆପଣ ଜଣେ ଭଲ ଲୋକ ଅଟନ୍ତି ହେଲେ ତାଙ୍କୁ ବେଳେବେଳେ ଆପଣ କଞ୍ଜୁସ ସ୍ଵଭାବର ଲାଗନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଭାବନ୍ତି । ଏହି ବ୍ୟକ୍ତି ଜଣଙ୍କୁ ଲାଗେ, ଯେ ଆପଣଙ୍କ ପାଖରେ ସବୁ ଅଛି । ହେଲେ ଯେମିତି ଆପଣଙ୍କ ପାଖରେ କିଛି ନାହିଁ ସେଭଳି ଆପଣ ଅନ୍ୟ ମାନଙ୍କ ଆଗରେ ବ୍ୟବହାର କରିଥାନ୍ତି । ତେଣୁ ଆପଣଙ୍କ ସ୍ଵଭାବକୁ ନେଇ ସେ ବହୁତ ସମୟରେ ଦ୍ଵନ୍ଦରେ ପଡିଯାଇଥାନ୍ତି ।

4- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ଆପଣ ବର୍ତ୍ତମାନ ସମୟରେ ବହୁତ ଦୁଃଖରେ ଅଛନ୍ତି । କୌଣସି ଏକ କଥାକୁ ନେଇ ଆପଣ ବହୁତ ଅଧିକ ଭାବୁଛନ୍ତି । ହୁଏତ ଆପଣଙ୍କ ଜୀବନରେ ଏମିତି କିଛି ଘଟିଯାଇଛି । ଯାହାକୁ ଆପଣ ଭୁଲି ପାରୁନାହାନ୍ତି । ତେବେ ଏହି ଲୋକ ଜଣଙ୍କ ଆପଣଙ୍କ ବିଷୟରେ ବହୁତ ଅଧିକ ଭାବିବା ସହ ଆପଣ ଭଲରେ ରୁହନ୍ତୁ ବୋଲି ସେ ସବୁବେଳେ ଚାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button