Home Remedy; – କେବଳ ଏହି ମଞ୍ଜିର ସେବନରେ ବ୍ରେନ ଏତେ ଶକ୍ତିଶାଳୀ ହୋଇଯିବ, କମ୍ପୁଟର ବି ଫେଲ୍ ମାରିବ

ବନ୍ଧୁଗଣ କିଛି ଲୋକଙ୍କର ସ୍ମରଣ ଶକ୍ତି କମଜୋର ରହିଥାଏ । ଯେଉଁ କାରଣରୁ ସେମାନେ ଅନେକ କଥାକୁ ଶୀଘ୍ର ଭୁଲିଯାଇଥାନ୍ତି । ଏହା ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଠାରେ ଏମିତି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ମେମୋରୀ ପାୱାର ବୃଦ୍ଧି କରିବା ପାଇଁ ଏକ ଘରୋଇ ଉପାଚାର ବିଷୟରେ କହିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ରେମେଡିକୁ କିପରି ତିଆରି କରିବେ ଓ ଏହାର ସେବନ କେମିତି କରିବେ ।

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ସୂର୍ଯ୍ୟମୁଖ୍ୟ ମଞ୍ଜି । ଏହାକୁ ପିଲାଙ୍କ ଠାରୁ ଆରମ୍ଭ କରି ବଡ ମାନେ ସେବନ କରି ପାରିବେ । ଏହି ମଞ୍ଜି ବିନା ଚୋପା ହୋଇଥିବା ଦରକାର । ଏହାକୁ ୩ ଚାମଚ ନେଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଯେଉଁ ମାନଙ୍କର ମନେ ରଖିବାର ଶକ୍ତି କମ ଅଟେ । ଆପଣ ଏହି ରେମେଡିର ବ୍ୟବହାର କରି ପାରିବେ । ଏହା ସହ ପ୍ରତିଦିନ ଏକ ଗ୍ଳାସ କ୍ଷୀରର ସେବନ କରିବା ଉଚିତ ।
ଏହି ରେମେଡିରେ ଏକ ଗ୍ଳାସ କ୍ଷୀର ସହ ଏକ ଚାମଚ ସୂର୍ଯ୍ୟମୁଖ୍ୟ ମଞ୍ଜିର ପାଉଡର ମିଶ୍ରଣ କରି ସେବନ କରନ୍ତୁ । ଯଦି ଆପଣ କ୍ଷୀର ଖାଉ ନାହାନ୍ତି ତେବେ ଏକ ଚାମଚ ଏହି ପାଉଡର ସହ ସାଲାଟ ରେ ଆଡ କରି ସେବନ କରନ୍ତୁ । ଏହି ଜିନିଷକୁ ଆପଣ ପ୍ରତି ଦିନ ଖାଇ ପାରିବେ ନାହି । ଯେଉଁ ମାନଙ୍କର ସ୍ମରଣ ଶକ୍ତି ବହୁତ ମାତ୍ରା ରେ କମ ହୋଇଥାଏ ସେମାନେ ଏହାକୁ ଏକ ସପ୍ତାହ ଯାଏଁ ସେବନ କରି ପାରିବେ ।

ଏହା ପରେ ଆପଣ ସପ୍ତାହ ରେ ଏହାକୁ ଦୁଇ ଥର ସେବନ କରି ପାରିବେ । ଏହାକୁ ମଝିରେ ମଝିରେ ଆପଣ ସାଲାଟ ସହ ବା କ୍ଷୀର ସହ ଅନ୍ୟ କୌଣସି ରେ ଆଡ କରି ଖାଇ ପାରିବେ । ଏହା ବ୍ଯତୀତ ପିଲା ମାନଙ୍କୁ ଏହାର ସେବନ ଅଳ୍ପ ମାତ୍ରା ରେ କରାଇବା ଉଚିତ । ଏହାର ସେବନ କରିବା ଦ୍ଵାରା ପିଲାଙ୍କ ମସ୍ତିସ୍କ କ୍ଷିପ୍ର ହେବା ସହ ଦ୍ରୁଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ହୋଇ ପାରିବ । ଆପଣ ଏହାକୁ ଚୋବାଇ ମଧ୍ୟ ଖାଇ ପାରିବେ ।
ଏହାର ସେବନ କରିବା ଦ୍ଵାରା ଆପଣଙ୍କର ମେମୋରୀ ପାୱାର କମ୍ପୁଟର ଠାରୁ ଅଧିକ ତୀବ୍ର ହୋଇଯିବ । ସୂର୍ଯ୍ୟମୁଖ୍ୟ ମଞ୍ଜିରେ ଥିବା ପୋଷକ ତତ୍ତ୍ଵ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ବେଶ ଚମତ୍କାରୀ ଉପାୟ ଅଟେ । ଏହାର ବ୍ୟବହାର ବହୁ ପୁରାତନ କାଳରୁ ହୋଇ ସାସୁଛି । ଅଧିକାଂଶ ପିଲା ମାନଙ୍କ ଠାରେ ଆପଣ ଏହାର ବ୍ୟବହାର କରିଲେ ସେମାନେ ଠିକ ଭାବେ ପାଠ ମନେ ରଖି ପାରିବେ ।





