IBN ଓଡ଼ିଶା ବ୍ୟୁରୋ

ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ 3 ଟି କାମ ! ପଡିଥାଏ ଶନି ମହାଦଶା ! Vastu tips

ବନ୍ଧୁଗଣ ଶନିବାରକୁ ଭଗବାନ ଶନିଙ୍କର ବାର ବୋଲି ମାନାଯାଇଥାଏ । ତେବେ ଏହି ଶନିବାର ଦିନ ଆମକୁ କେଉଁ ସବୁ କଥା ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ ଏଠାରେ ଜାଣନ୍ତୁ । କାରଣ ଯଦି ଆପଣ ମାନେ ଭୁଲରେ ମଧ୍ୟ ଶନିବାର ଦିନ ଏହି କାର୍ଯ୍ୟ କରୁଥିବେ । ତେବେ ଆପଣଙ୍କ ଉପରେ ମଧ୍ୟ ଶନିଦଶା ପଡିପାରେ । ତେଣୁ ଶନିବାର ଦିନ କଣ ସବୁ ଆପଣଙ୍କୁ କରିବା ଉଚିତ ଓ କଣ ସବୁ କରିବା ଅନୁଚିତ ଜାଣନ୍ତୁ ।

1- ଶନିବାର ଦିନ ପତି ପତ୍ନୀ ସଂଭୋଗ କରିବା ଠାରୁ ଦୂରେଇ ରୁହନ୍ତୁ । କାରଣ ଅଧିକାଂଶ ସମୟ ଯେଉଁ ଲୋକ ଭୋଗ ବିଳାସରେ ବୁଡି ରହିଥାନ୍ତି । ସେପରି ଲୋକଙ୍କ ଉପରେ ଶନି ମହାରାଜାଙ୍କର କୃପା ଦ୍ରୁଷ୍ଟି ପଡିନଥାଏ । ତେଣୁ ଭୁଲରେବି ବି ଶନିବାର ଦିନ ସ୍ଵାମୀ ଓ ସ୍ତ୍ରୀ ଙ୍କୁ ଶାରୀରିକ ସମ୍ପର୍କ ବନାଇବା ଉଚିତ ହୋଇନଥାଏ ।

2- ଶନିବାର ଦିନ ଘର ଆଖପାଖରେ ବା ଘର ସାମ୍ନାରେ କୁକୁର କି ବିଲେଇ ଭୋକିବାକୁ ଶୁଭ ମାନା ଯାଇନଥାଏ । କାରଣ ଯଦି ଏହି ଦିନ ଘର ପାଖରେ କୁକୁର କି ବିଲେଇ ଭୁକିଥାନ୍ତି । ତେବେ ଏହା ଘରକୁ ଦରିଦ୍ରତା ଓ ଅଶାନ୍ତି ଆସିବାର ସୂଚନା ଦେଇଥାଏ । ତେଣୁ ଏଥିପ୍ରତି ଆପଣଙ୍କୁ ସାବଧାନୀ ରହିବା ଉଚିତ ।

3- ଶନିବାର ଦିନ ଜମାରୁ ବି ଭାଙ୍ଗିଯାଇଥିବା କୌଣସି ବି ଜିନିଷର ବ୍ୟବହାର କରନ୍ତୁ ନାହିଁ । ବିଶେଷ କରି ଶନିବାର ଦିନ ଭାଙ୍ଗିଯାଇଥିବା ଦର୍ପଣ କି ପାନିଆର ବ୍ୟବହାର କରନ୍ତୁ ନାହିଁ । ନଚେତ ଆପଣଙ୍କ ଉପରେ ଶନିଦଶା ପଡିପାରେ ।

4- ଶନିବାର ଦିନ ଯେପରି ଆପଣଙ୍କ ଦ୍ଵାରା ବା ଆପଣଙ୍କ ହାତରୁ କୌଣସି ଜିନିଷ ପଡି ଭାଙ୍ଗିନଯାଏ । ସେଥିପ୍ରତି ଆପଣଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । କାରଣ ଏହି ଦିନ କୌଣସି ଜିନିଷ ପଡି ଭାଙ୍ଗିଗଲେ । ତାହାକୁ ଅଶୁଭ ବୋଲି କୁହାଯାଇଥାଏ । ଏଥିସହ ଏହି ଦିନ ଭଙ୍ଗା ଥିବା କୌଣସି ଜାନରେ ଯାତ୍ରା କରିବା ଦ୍ଵାରା କ୍ଷତି ହୋଇପାରେ ।

5- ଶନିବାର ଦିନ ଆମିଷ, ପିଆଜ, ରଶୁଣ ଓ ମଦମାଂସ ଠାରୁ ଦୂରେଇ ରହିବା ଉଚିତ । କାରଣ ଯେଉଁ ବ୍ୟକ୍ତି ଶନିବାର ଦିନକୁ ଏହି ସବୁ ଜିନିଷକୁ ଖାଇଥାଏ । ସେହି ବ୍ୟକ୍ତି ଉପରେ ଭଗବାନ ଶନି ମହାରାଜା କେବେବି ପ୍ରସନ୍ନ ହୋଇପାରିନଥାନ୍ତି ।

ତେଣୁ ଶନିବାର ଦିନ ଏହି ସବୁ କାର୍ଯ୍ୟ କରିବାରୁ ନିଜକୁ ଦୂରେଇ ରଖନ୍ତୁ । ଏଥିସହ ଶନିବାର ଦିନ ବିଶେଷ ରୂପେ ଭକ୍ତିର ସହ ଭଗବାନ ଶନିଙ୍କର ପୂଜା ଆରାଧନା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button