ମାଳିକାର ଲେଖକ କିଏ ଅଟନ୍ତି ? ବନ୍ଦୀର ଆତ୍ମକଥା କିଏ ଲେଖିଥିଲେ ? 15+ general knowledge

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1- ମାଳିକାର ଲେଖକ କିଏ ?
ଉତ୍ତର;- ମାଳିକାର ଲେଖକ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ ।
2- ଲାବଣ୍ୟବତୀର ଲେଖକ କିଏ ଅଟନ୍ତି ?
ଉତ୍ତର;- ଲାବଣ୍ୟବତୀର ଲେଖକ ଉପେନ୍ଦ୍ର ଭଞ୍ଜ ଅଟନ୍ତି ।
3- ଓଡିଆ ପ୍ରାଥନା “ଆହେ ଦୟାମୟ ବିଶ୍ଵବିହାରୀର” ଲେଖକ କିଏ ?
ଉତ୍ତର;- ଏହାର ଲେଖକ ହେଉଛନ୍ତି ରାମ କୃଷ୍ଣ ନନ୍ଦ ।
4- ବିଦଗ୍ଧ ଚିନ୍ତାମଣୀର ଲେଖକ କିଏ ?
ଉତ୍ତର;- ବିଦଗ୍ଧ ଚିନ୍ତାମଣୀର ଲେଖକ ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର ।
5- ବନ୍ଦୀର ଆତ୍ମକଥାର ଲେଖକ କିଏ ?
ଉତ୍ତର;- ବନ୍ଦୀର ଆତ୍ମକଥାର ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ ।
6- ବିଚିତ୍ର ରାମାୟଣର ଲେଖକ ହେଉଛନ୍ତି ?
ଉତ୍ତର;- ବିଚିତ୍ର ରାମାୟଣର ଲେଖକ ହେଉଛନ୍ତି ବିଶ୍ଵନାଥ ଖୁଣ୍ଟିଆ ।
7- ଦାଣ୍ଡି ରାମାୟଣର ଲେଖକ କିଏ ?
ଉତ୍ତର;- ଦାଣ୍ଡୀ ରାମାୟଣର ଲେଖକ ହେଉଛହନ୍ତି ବଳରାମ ଦାସ ।
8- ଶ୍ରୀମଦ୍ ଭାଗବତର ଲେଖକ କିଏ ?
ଉତ୍ତର;- ଶ୍ରୀମଦ୍ ଭାଗବତର ଲେଖକ ହେଉଛନ୍ତି ଅତିବଡୀ ଜଗନ୍ନାଥ ଦାସ ।
9- ଓଡିଆ ଭାଷାରେ କିଏ ମହାଭାରତ ଲେଖିଛନ୍ତି ?
ଉତ୍ତର;- ଓଡିଆ ଭାଷାରେ ଆଦିକବି ସାରଳା ଦାସ ମହାଭାରତ ଲେଖିଛନ୍ତି ।
10- ଲକ୍ଷ୍ମୀ ପୁରାଣର ଲେଖକ କିଏ ?
ଉତ୍ତର;- ଲକ୍ଷ୍ମୀ ପୁରାଣର ଲେଖକ ହେଉଛନ୍ତି ବଳରାମ ଦାସ ।
11- ଗୀତଗୋବିନ୍ଦର ଲେଖକ କିଏ ?
ଉତ୍ତର;- ଗୀତଗୋବିନ୍ଦର ଲେଖକ ହେଉଛନ୍ତି ଜୟଦେବ ।
12- “ଜୟ ଯବାନ ଜୟ କିଷାନ” ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଏହି ସ୍ଲୋଗାନଟି ଲାଲ ବାହାଦୁର ଶାସ୍ତ୍ରୀ ଦେଇଥିଲେ ।
13- ନୋବେଲ ପୁରଷ୍କାର ବିଜୟ ଲାଭ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉତ୍ତର;- ମଦର ଟେରେସା ।
14- ଓଡିଶାର ସବୁଠାରୁ ବଡ ସହରର ନାମ କଣ ଅଟେ ?
ଉତ୍ତର;- ଭୂବନେଶ୍ବର ।
15- ଓଡିଶାର ଲୋକସଭା ଆସନ ସଂଖ୍ୟା କେତେ ?
ଉତ୍ତର;- ଓଡିଶାର ଲୋକସଭା ଆସନର ସଂଖ୍ୟା ହେଉଛି 21 ।