IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ବେଳେ ନିଜ ତକିଆ ତଳେ ରଖି ଦିଅନ୍ତୁ ଏହି ଜିନିଷ ! ତାପରେ ଯାହା ଚମତ୍କାର ହେବ ! ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ତୁଳସୀ ବୃକ୍ଷ ଏକ ଏପରି ବୃକ୍ଷ ଅଟେ । ଯାହାକି ସବୁ ହିନ୍ଦୁଧର୍ମର ବ୍ୟକ୍ତିବିଶେଷଙ୍କ ଘରେ ଥାଏ । ତୁଳସୀରେ ଅନେକ ପ୍ରକାର ଔଷଧୀୟ ଗୁଣ ମଧ୍ୟ ଭର୍ତ୍ତି ଥାଏ । ତୁଳସୀ ଗଛକୁ ପୂଜାପାଠ କାର୍ଯ୍ୟରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ତେଣୁ ତୁଳସୀକୁ ଏକ ବହୁତ ଗୁଣକାରୀ ବୃକ୍ଷ ବୋଲି ମନାଯାଇଥାଏ । ଯେଉଁଠାରେ ଭଗବାନ ନାରାୟଣଙ୍କ ପୂଜା ଅର୍ଚନା କରାଯାଇଥାଏ । ସେଠାରେ ମା’ ତୁଳସୀଙ୍କ ପୂଜା ମଧ୍ୟ କରାଯାଇଥାଏ ।

ତେଣୁ ତୁଳସୀ ପତ୍ର ଭଗବାନ ନାରାୟଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେବେ ସେହି ତୁଳସୀ ପତ୍ରକୁ ନେଇ ଏପରି ସବୁ ଉପାୟମାନ କରାଯାଇପାରିବ । ଯାହାକି ଜଣେ ସାଧାରଣ ବ୍ୟକ୍ତିର ଭାଗ୍ୟକୁ ମଧ୍ୟ ଚମକାଇ ଦେବ । ସେଥିପାଇଁ କେବଳ ଆପଣଙ୍କୁ ତୁଳସୀ ପତ୍ରର ହିଁ ଦରକାର ପଡିବ । ତେବେ ବ୍ୟକ୍ତି ଶୋଇବା ସମୟରେ ନିଜର ତକିଆ ତଳେ ତୁଳସୀ ପତ୍ର ରଖି ଶୋଇବା ପାଇଁ ପଡିବ ।

ସେଥିପାଇଁ ବ୍ୟକ୍ତି 5 ଟି ତୁଳସୀ ପତ୍ର ଆଣି ନିଜ ତକିଆ ତଳେ ରଖି ଶୋଇପଡନ୍ତୁ । ତେବେ ତକିଆ ତଳେ ତୁଳସୀ ରଖି ଶୋଇବା ଦ୍ଵାରା ବ୍ୟକ୍ତିକୁ ଅନେକ ପଜିଟିଭ ଏନର୍ଜି ପ୍ରାପ୍ତ ହୋଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିର ସମସ୍ତ କାର୍ଯ୍ୟରେ ମନ ଲାଗିଥାଏ । ସେହିପରି ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥାଏ । ତେବେ ତକିଆ ତଳେ ତୁଳସୀ ରଖି ଶୋଇବା ଦ୍ଵାରା ଝଗଡା ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଲାଗିନଥାଏ ।

ଏଥିସହ ଯେଉଁ ବ୍ୟକ୍ତି ମାନେ ବେପାର କାର୍ଯ୍ୟ କରିଥାନ୍ତି । ସେମାନେ ଯଦି ନିଜ ବ୍ୟବସାୟରେ ଲାଭବନ ହେବାକୁ ଚାହୁଁଥାନ୍ତି । ତେବେ ତୁଳସୀ ପତ୍ରକୁ ନିଜ ତକିଆ ତଳେ ରଖି ଶୋଇବା ଉଚିତ । ଯାହା ଦ୍ଵାରା ସେହି ବ୍ୟକ୍ତି ନିଜ ବ୍ୟବସାୟରେ ଲାଭବାନ ହେଇପାରିବ । ହେଲେ ଯେଉଁ ବ୍ୟକ୍ତି ତୁଳସୀକୁ ତକିଆ ତଳେ ଦେଇ ଶୋଇବେ ।

ସେମାନେ ସେହି ତୁଳସୀ ପତ୍ରକୁ ପ୍ରତି 24 ଘଣ୍ଟା ମଧ୍ୟରେ ବଦଳାଇବା ଦରକାର ପଡିଥାଏ । ଗତକାଲିର ପୁରୁଣା ତୁଳସୀ ପତ୍ରକୁ କାଢି ସେହି ସ୍ଥାନରେ ନୂଆ ତୁଳସୀ ପତ୍ର ଆଣି ରଖିଦେବେ ।ସେହି ପୁରୁଣା ତୁଳସୀ ପତ୍ରକୁ ପାଣିରେ ଭସାଇ ଦେବେ । ଯାହା ଦ୍ଵାରା ତକିଆ ତଳେ ତୁଳସୀ ପତ୍ର ଦେଇ ଶୋଇବା ଦ୍ଵାରା ମିଳୁଥିବା ଫାଇଦା ଆପଣଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରିବ ।

ଏହି ଉପାୟକୁ ଆପଣଙ୍କୁ ଅତି କମରେ 21 ଥର କରିବା ପାଇଁ ପଡିବ । ହେଲେ ଏହି ଉପାୟକୁ କରିବା ସମୟରେ ନିଷ୍ଠାର ସହ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କରିବା ପାଇଁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button