IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯେଉଁ ଘରେ ରହିଥାଏ ଏହି 3 ଟି ଫୋଟ ! ସେହି ଘରେ ସର୍ବଦା ରହିଥାନ୍ତି ମା’ ଅର୍ଣ୍ଣପୂର୍ଣ୍ଣା ! Vastu tips

ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ କିଛି ଏପରି ଜିନିଷ ବିଷୟରେ କୁହାଯାଇଛି । ଯାହାକୁ ଘରେ ଉଚିତ ସ୍ଥାନରେ ରଖିବା ଦ୍ଵାରା ଘରର ସମସ୍ତ ଅସୁବିଧା ଦୂର ହୋଇଥାଏ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ବହୁତ ଜଲ୍ଦି ମିଳିଥାଏ । ତେବେ ଭଗବାନଙ୍କର ଏପରି 3 ଟି ମୂର୍ତ୍ତି ରହିଛି, ଯାହାକୁ ଘରର ଉଚିତ ସ୍ଥାନରେ ହିଁ ରଖାଯିବା ଦରକାର । ତେବେ କେଉଁ ଭଗବାନଙ୍କ ଫୋଟ ବା ମୂର୍ତ୍ତି କେଉଁ ସ୍ଥାନରେ ରଖିବା ଉଚିତ ! ଚାଲନ୍ତୁ ସେହି ସମ୍ପର୍କରେ ଏଠାରେ ଆଲୋଚନା କରି ଜାଣିବା ।

1- ପ୍ରଭୁ ହନୁମାନ ସବୁ ସମସ୍ଯାର ଦୂର କରିଥାନ୍ତି । ପ୍ରଭୁଙ୍କର ନିଷ୍ଠାର ସହ ଯିଏ ପୂଜା ଆରାଧନା କରୁଥିବ । ସେହି ବ୍ୟକ୍ତିର କୌଣସି ମଧ୍ୟ ଅନିଷ୍ଠ ଘଟିନଥାଏ । ଘରର ଦକ୍ଷିଣ ପଶ୍ଚିମ ଦିଗରେ ଭଗବାନ ପଞ୍ଚମୁଖ୍ୟଙ୍କ ଫୋଟ ଲଗାଇବା ବହୁତ ଭଲ ହୋଇଥାଏ । ତେବେ ଦକ୍ଷିଣ ପଶ୍ଚିମ ଦିଗରେ ପ୍ରଭୁ ହନୁମାନଙ୍କର ଫୋଟ ଏଭଳି ଭାବେ ଲଗାନ୍ତୁ । ଯେପରିକି ପଞ୍ଚମୁଖୀ ହନୁମାନଙ୍କର ମୁହଁ ଦକ୍ଷିଣ ଦିଗକୁ ହୋଇ ରହୁଥିବ ।

2- ପ୍ରଭୁ ଗଣେଶଙ୍କୁ ପ୍ରତ୍ଯେକଟି କାର୍ଯ୍ୟରେ ମଙ୍ଗଳ ରୂପେ ବିବେଚନା କରାଯାଇ ତାଙ୍କର ପୂଜା କରାଯାଇଥାଏ । ଯେଉଁ ଘରେ ଧନର ସମସ୍ଯା ସବୁବେଳେ ଲାଗି ରହୁଥାଏ । ସେହି ଘରେ ନୃତ୍ୟ କରୁଥିବା ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଲଗାଇବା ଉଚିତ ଅଟେ । ଏହି ଫୋଟ ଲଗାଇବା ଦ୍ଵାରା ଘରେ ଆର୍ଥିକ ଉନ୍ନତିର ସବୁ ଦ୍ଵାର ଖୋଲିଯାଇଥାଏ ।

ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ । ପ୍ରଭୁ ଗଣେଶଙ୍କର ନୃତ୍ୟ କରୁଥିବା ଫୋଟଟିକୁ ଘରର ମୁଖ୍ୟ ଦ୍ଵାର ପତକୁ କରି ରଖନ୍ତୁ । ଯାହା ଦ୍ଵାରା ବ୍ୟକ୍ତିର ଧନ ସହ ଜଡିତ ଅନେକ ସମସ୍ଯା ବହୁତ ଶୀଘ୍ର ଗୋଟି ଗୋଟି କରି ଦୂର ହେବାକୁ ଲାଗିଥାଏ ।

3- ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ତେଣୁ ମା’ ଲକ୍ଷ୍ମୀଙ୍କ ଫୋଟ ଘରେ ରଖିବାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ହେଲେ ମା’ ଲକ୍ଷ୍ମୀଙ୍କ ପ୍ରତିମା ସହ ଭଗବାନ କୁବେରଙ୍କର ଫୋଟ ମଧ୍ୟ ରଖିବା ଦରକାର । ଯାହା ଦ୍ଵାରା ସେହି ଘରେ ଆର୍ଥିକ ଅବସ୍ଥା ବହୁତ ଭଲ ରହିଥାଏ । ସେହି ଘରେ କେବେବି ଟଙ୍କାର ଅଭାବ, ଅନାଟନ ଭଳି ସମସ୍ଯା ଦେଖାଯାଇନଥାଏ।

ଏଥିସହ ଘରର ସଦସ୍ୟଙ୍କର ଧନ ସହ ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ । ଯାହା ଦ୍ଵାରା ସେହି ଘରେ ସର୍ବଦା ହସକୁଷିର ମାହୋଲ ରହିଥାଏ । ଭଗବାନ କୁବେରଙ୍କ ମୁହଁ ଉତ୍ତର ଦିଗକୁ କରି ତାଙ୍କର ପ୍ରତିମା ଲଗାନ୍ତୁ । ଯାହା ଘର ପାଇଁ ଅତ୍ୟନ୍ତ ଶୁଭ ଅଟେ । ତେବେ ଏହି 3 ଟି ମୂର୍ତ୍ତିକୁ ଘରେ ସଠିକ ସ୍ଥାନରେ ରଖିବା ଦ୍ଵାରା ଘରର ଉନ୍ନତି ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button