IBN ଓଡ଼ିଶା ବ୍ୟୁରୋ

S ନାମର ଲୋକ ମାନେ ହୋଇଥାନ୍ତି ବହୁତ ଖାସ୍ ! ସେମାନଙ୍କ ପାଖରେ ରହିଥାଏ ଏପରି କିଛି ଖାସ୍ କ୍ଵାଲିଟି !

ବନ୍ଧୁଗଣ ନାମର ପ୍ରଥମ ଅକ୍ଷରରୁ ରାଶି ଜଣା ପଡିଯାଇଥାଏ । ସେହି ରାଶିର ଆଧାରରେ ହିଁ ବ୍ୟକ୍ତିର ଭବିଷ୍ୟତ, ସ୍ଵଭାବ, ବ୍ୟବହାର ଆଦି କଥା ବିଷୟରେ ଜଣା ପଡିଯାଇଥାଏ । ତେବେ S ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତିଙ୍କର କିଛି ଖାସ୍ ଗୁଣ ବିଷୟରେ ଏଠାରେ ଆଲୋଚନା କରିବା । S ନାମର ଲୋକ ମାନେ ବହୁତ କଥା କହିବାକୁ ଭଲ ପାଇଥାନ୍ତି । ସେମାନେ ନିଜର ପ୍ରତ୍ଯେକଟି କାର୍ଯ୍ୟକୁ ନିଜ ଅନ୍ଦାଜରେ କରିବାକୁ ପସନ୍ଦ କରିଥାନ୍ତି ।

ଏହି ନାମର ବ୍ୟକ୍ତିବିଶେଷ ମାନେ ବହୁତ ସଚ୍ଚୋଟ ହୋଇଥାନ୍ତି । ଏମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି । କୌଣସି କାର୍ଯ୍ୟକୁ ଅନ୍ୟ ଦ୍ଵାରା କିଭଳି ଭାବେ ଭଲରେ ଭଲରେ କରାଇ ହେଇପାରିବ ସେହି ଦିଗରେ ଏବେ ମହିର ହୋଇଥାନ୍ତି । ଏମାନେ ନିଜର କ୍ଯାରିଅର ପ୍ରତି ବହୁତ ଦାୟିତ୍ଵବାନ ହୋଇଥାନ୍ତି । ଏହି ନାମର ଲୋକମାନେ ଯେଉଁ କ୍ଷେତ୍ରରେ ନିଜର କ୍ଯାରିଅର ଗଢିବାକୁ ବାହାରିଥାନ୍ତି । ସେହି କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଯାଇଥାଏ ।

ଏହି S ନାମର ଲୋକମାନେ ଭଲ ପାଇବା ପ୍ରତି ବହୁତ ସିରିଏସ ନେଚରର ହୋଇଥାନ୍ତି । ଏମାନେ ନିଜ ପାର୍ଟନରର ସାଥ କେବେବି ଛାଡିନଥାନ୍ତି । ତେବେ ପ୍ରେମ ମାମଲାରେ ଏମାନେ ସାମାନ୍ୟ ସନ୍ଦେହୀ ସ୍ଵଭାବର ମଧ୍ୟ ଅଟନ୍ତି । ହେଲେ ଯାହାକୁ ଥରେ ଭଲ ପାଇବା ଆରମ୍ଭ କରନ୍ତି, ସେମାନଙ୍କୁ ପୁରା ହୃଦୟରୁ ହିଁ ଭଲ ପାଇଥାନ୍ତି । ଏହି ନାମର ଲୋକ ମାନଙ୍କ ପାଖରେ କିଛି ଖାସ୍ କ୍ଵାଲିଟି ମଧ୍ୟ ରହିଥାଏ ।

1-ଯେପରିକି ଏମାନେ ବହୁତ ଶୀଘ୍ର କୌଣସି ଲୋକ ସହ ମଧ୍ୟ ବନ୍ଧୁତା ବନାଇଦେଇଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁ ଏମାନଙ୍କ ଫ୍ରେଣ୍ଡ ସର୍କଲ ବହୁତ ଅଧିକ ରହିଥାନ୍ତି । 2- ଏମାନେ ଦେଖିବାକୁ ବହୁତ ଓ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି । ଯେଉଁ କାରଣରୁ ଅନ୍ୟ ମାନେ ଏହି ଲୋକଙ୍କ ପ୍ରତି ବହୁତ ଶୀଘ୍ର ଆଟ୍ରାକ୍ଟ ହୋଇଯାଇଥାନ୍ତି ।

3- ଏହି ନାମର ଲୋକମାନେ ନିଜର କିଛି ବ୍ୟକ୍ତିଗତ କଥାକୁ ସବୁବେଳେ ସମସ୍ତଙ୍କ ସହିତ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଯିଏ ତାଙ୍କର ଅତି ନିକଟତର ଓ ବିଶ୍ଵସ୍ତ ହୋଇଥିବ । ସେମାନେ ତାଙ୍କ ଆଗରେ ନିଜର ସବୁ କଥା ଖୋଲି କହିଥାନ୍ତି ।

4- ଏହି ନାମର ଲୋକ ମାନେ କିଛି ଅଲଗା ତଥା ନୂଆ କରିବାକୁ ଯାଇ ବେଳେବେଳେ ଭୁଲ ନିଷ୍ପତ୍ତି ମଧ୍ୟ ନେଇଯାଇଥାନ୍ତି । ହେଲେ ଏମାନେ ସବୁ ପରିସ୍ଥିତିକୁ ଧର୍ଯ୍ୟର ସହ ସାମ୍ନା କରିବାରେ ମଧ୍ୟ ମାହୀର ହୋଇଥାନ୍ତି । ଯାହା ଏମାନଙ୍କର ଏକ ଖାସ୍ ଗୁଣ ମଧ୍ୟ ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button