IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଇଶ୍ଵରଙ୍କୁ ସ୍ମରଣ କରି ନିଜ ପାଇଁ କୌଣସି ନମ୍ବରର ଫୁଲ ବାଛିନିଅନ୍ତୁ… ଇଶ୍ଵର ଆପଣଙ୍କୁ କେଉଁ ପ୍ରକାର ସନ୍ଦେଶ ଦେବାକୁ ଯାଉଛନ୍ତି…?

ଆପଣଙ୍କର ଆଗାମୀ ସମୟ କିଭଳି ରହିବାକୁ ଯାଉଛି । ୟୁନିଭର୍ସ ତରଫରୁ ଆପଣଙ୍କୁ କେଉଁ ପ୍ରକାର ସୂଚନା ମିଳିବାକୁ ଯାଉଛି । କେଉଁ ପ୍ରକାର ଖୁସିର ଖବର ଆଗାମୀ କିଛି ଦିନ ମଧ୍ୟରେ ପାଇବାକୁ ଯାଉଛନ୍ତି । ଯଦି ଏହି ସବୁ ବିଷୟରେ ଜାଣିବାକୁ ଆପଣ ମାନେ ଇଚ୍ଛୁକ ରହିଥାନ୍ତି । ତେବେ 1, 2 ଓ 3 ପଦ୍ମଫୁଲ ମଧ୍ୟରୁ କୌଣସି ଏକ ନମ୍ବରର ପଦ୍ମଫୁଲକୁ ନିଜ ପାଇଁ ଇଶ୍ଵରଙ୍କୁ ଡାକି ବାଛିନିଅନ୍ତୁ । ତେବେ ନମ୍ବର ଅନୁସାରେ ଆପଣଙ୍କୁ ୟୁନିଭର୍ସ ତରଫରୁ କେଉଁ ସୂଚନା ମିଳୁଛି ଚାଲନ୍ତୁ ଜାଣିବା ।

1- ଆପଣଙ୍କ ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି । ଆପଣ ନିଜ ମଧ୍ୟରେ ଏକ ପଜିଟିଭ ଭାଇବ ଅନୁଭବ କରିବେ । ଗହଳି ମଧ୍ୟରୁ ନିଜକୁ ବାହାର କରି ନିଜ ଜୀବନରେ ଶାନ୍ତିରେ ରହିବାର ରାସ୍ତାକୁ ଆପଣାଇବେ । ଆପଣଙ୍କର କିଛି ଦିନ ମଧ୍ୟରେ ଏଭଳି ଏକ ଲୋକ ସହିତ ଭେଟ ହେବାକୁ ଯାଉଛି ।

ଯିଏ ଆପଣଙ୍କର ସୋଲମେଟ ଅଟନ୍ତି । ସେ ସମ୍ପର୍କରେ ଆପଣ କିଏ ବି ହୋଇପାରନ୍ତି । ହେଲେ ତାଙ୍କ ସହ ଆପଣଙ୍କ ବହୁତ ଭଲ ସମ୍ପର୍କ ରହିଥିବ । ଆପଣ ଆଗକୁ ଯାହା ଚାହିଁବେ ତାହା କରିବାର ଆପଣଙ୍କୁ ଅନେକ ସାରା ସୁଯୋଗ ମଧ୍ୟ ଜୀବନରେ ପ୍ରାପ୍ତ ହେବ ।

2- ଆଗାମୀ ସମୟରେ ଆପଣ ଯାହାବି ନିଷ୍ପତ୍ତି ନେବେ । ସବୁ ନିଜ ହୃଦୟରୁ ହିଁ ନେବେ । କୌଣସି କଥା ପାଇଁ ଅଧିକ ମୁଣ୍ଡକୁ ନବ୍ୟବହାର କରି ନିଜ ହୃଦୟ ଯାହା କହିବ । ସେହି ଅନୁସାରେ କାର୍ଯ୍ୟ କରିବାକୁ ଇଚ୍ଛା ହେବ । ଏମିତିକି ଆପଣଙ୍କ ସହ ଯିଏ ଖରାପ କରିଛି ।

ସେଭଳି ଲୋକଙ୍କର ଭୁଲକୁ ଅପାନ ଭୁଲି ତାଙ୍କୁ କ୍ଷମା ମଧ୍ୟ କରିଦେବାର ନିଷ୍ପତ୍ତି ନେଇଯିବେ । ଆପଣଙ୍କର ଆଗାମୀ ସମୟରେ ଉନତି ହେବାର ମଧ୍ୟ ସମ୍ଭାବନା ରହିଛି । ହେଲେ କିଛି କିଛି କାର୍ଯ୍ୟ ହୃଦୟରୁ ଭାବିବା ସହ ନିଜ ବୁଦ୍ଧି ଖଟାଇ କରିବା ଦ୍ଵାରା ଆପଣଙ୍କୁ ତାହାର ଫଳ ଭଲ ମିଳିବ ।

3- ଆପଣ ଯେଉଁ କଥା ପାଇଁ ଭଗବାନଙ୍କ ନିକଟରେ ବହୁ ଥର ପ୍ରାଥନା କରିଛନ୍ତି । ସେହି ଇଛା ଆପଣଙ୍କର ବହୁତ ଜଲ୍ଦି ପୁରା ହେବାକୁ ଯାଉଛି । ହେଲେ ଭଗବାନଙ୍କ ଉପରେ ବିଶ୍ବାସ ରଖି ଆପଣଙ୍କୁ ନିଜର କର୍ମ କରିବା ଦରକାର । ଆପଣ ନିଜ ମଧ୍ୟରେ ଥିବା ନେଗେଟିଭ ଭାବନାକୁ ମୁଣ୍ଡରୁ କାଢି ହୃଦୟରୁ ପଜିଟିଭ ଭାବନାକୁ ଅନୁଭବ କରିବେ ।ଯାହା ଦ୍ଵାରା ଜୀବନରେ ଆଗକୁ ବଢିବାର ଏକ ପ୍ରେରଣା ଆପଣଙ୍କୁ ମିଳିଯିବ ।

ଆପଣଙ୍କ ପ୍ରତ୍ଯେକଟି କାମରେ ଆପଣଙ୍କୁ ସାଥ ଦେବା ପାଇଁ ଆପଣଙ୍କ ପାଖେ ପାଖେ ଆପଣଙ୍କ ଜୀବନସାଥି ବ ପରିବାର ଲୋକ ମଧ୍ୟ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button