ନାରୀ ମାନଙ୍କର ଏହି ଅଙ୍ଗକୁ ସ୍ପର୍ଶ କରିବା ମାତ୍ରେ… ମିଳିଥାଏ ସବୁ କାର୍ଯ୍ୟରେ ସଫଳତା ! ଲାଜ ନକରିକି ଶୀଘ୍ର ସ୍ପର୍ଶ କରନ୍ତୁ !

ମହିଳାଙ୍କର ଏହି ଅଙ୍ଗକୁ ଛୁଇଁଲେ ହୋଇଥାଏ ଧନର ବର୍ଷା ! ହଁ ବନ୍ଧୁଗଣ ମହିଳା ମାନେ ଚାହିଁଲେ ଗୋଟିଏ ଘରକୁ ସ୍ଵର୍ଗରେ ପରିଣତ କରିଦେଇପାରନ୍ତି । ହେଲେ ଅନ୍ୟ କିଛି ମହିଳା ଅଛନ୍ତି, ଯେଉଁମାନେ କି ଯଦି ଚାହିଁବେ ତେବେ ଘରକୁ ନର୍କରେ ପରିଣତ କରିଦେବାର କ୍ଷମତା ମଧ୍ୟ ଥାଏ । ହେଲେ ମହିଳାଙ୍କ ଏହି ଏବିଶେଷ ଅଙ୍ଗକୁ ସ୍ପର୍ଶ କରିବା ମାତ୍ରେ ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ । ତା’ ର ଜୀବନରେ ଅନେକ କିଛି ଉନ୍ନତି ହେବାକୁ ମଧ୍ୟ ଲାଗିଥାଏ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସଂପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବା ।
ମହିଳା ମାନେ ହେଉଛନ୍ତି ମା’ ଲକ୍ଷ୍ମୀଙ୍କର ଅଂଶ । ତେଣୁ ଜଣେ ଭଲ ମହିଳାର ଭଲ କର୍ମ ଦ୍ଵାରା ଘରକୁ ଅନେକ ସୁଖ, ସମୃଦ୍ଧି ତଥା ଧନଦୌଲତ ଆସିଥାଏ । ଯାହା ଦ୍ଵାରା ଘରେ ଖୁସି ଭରି ଯାଇଥାଏ । ଘରେ ସର୍ବଦା ସୁଖ, ଶାନ୍ତିର ବାତାବରଣ ରହିଥାଏ । ତେବେ ସେହି ମହିଳାଙ୍କ ପାଦ ହେଉଛି ଏପରି ଏକ ଅଙ୍ଗ । ଯାହାକୁ ସ୍ପର୍ଶ ମାତ୍ରେ ବ୍ୟକ୍ତିର ଶୋଇରହିଥିବା ଭାଗ୍ୟ ଉଦୟ ହୋଇଯାଇଥାଏ ।
ତେଣୁ କୌଣସି ଗୁରୁଜନ ମହିଳାଙ୍କର ପାଦ କୁ ଯଦି ବ୍ୟକ୍ତି ସ୍ପର୍ଶ କରି ପ୍ରଣାମ କରିଥାଏ । ତେବେ ସେହି ବ୍ୟକ୍ତି ଜଣଙ୍କ ପୁଅ ହେଉ ଅବା ଝିଅ ତା’ ଜୀବନରେ ଅନେକ କିଛି ଉନ୍ନତି ହେବା ସେହି ଦିନ ଠାରୁ ଲାଗିଥାଏ । ତା’ ର ଅନେକ ପାପ ମଧ୍ୟ ପାଦ ସ୍ପର୍ଶ ମାତ୍ରେକେ ଚାଲିଥାଏ । କାରଣ ଯେତେବେଳେ ଆମେ କୌଣସି ଆମ ଠାରୁ ବଡ ଗୁରୁଜନ ମହିଳାଙ୍କର ପାଦକୁ ସ୍ପର୍ଶ କରିଥାଉ ।
ସେତେବେଳେ ସେହି ଗୁରୁଜନ ମହିଳା ଙ୍କ ହାତ ଆମ ମୁଣ୍ଡ ଉପରେ ରହିଥାଏ । ଯାହା ଦ୍ଵାରା ଆମ ଜୀବନରେ ସେହି ଆଶ୍ରୀବଡ ବହୁତ ପ୍ରଭାବ ପକାଇଥାଏ । ବ୍ୟକ୍ତିର ଜୀବନରେ ତା’ ର କାର୍ଯ୍ୟରେ ଆସୁଥିବା ଅନେକ ବାଧାବିଘ୍ନ ମଧ୍ୟ ଦୂର ହୋଇଯାଇଥାଏ । ସେହି ବ୍ୟକ୍ତିର ଦୁର୍ଭାଗ୍ୟ ମଧ୍ୟ ବହୁତ ଜଲ୍ଦି ସୌଭାଗ୍ୟରେ ପରିଣତ ହୋଇଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ତା’ ର ପ୍ରତ୍ଯେକଟି କାର୍ଯ୍ୟରେ ବହୁତ ଜଲ୍ଦି ସଫଳତା ମଧ୍ୟ ମିଳିଯାଇଥାଏ ।
ତେବେ ଗୁରଜନ ମହିଳାଙ୍କ ପାଦ ଛୁଇଁ ପ୍ରଣାମ କରିବା ଦ୍ଵାରା ବ୍ୟକ୍ତି ଠାରେ ଜାତ ହେଉଥିବା ଶକ୍ତି ତାକୁ ସବୁ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିଥାଏ । ଆଉ ଜୀବନରେ ଆଗକୁ ବଢି ସଫଳତା ପାଇବା ପାଇଁ ପ୍ରେରଣା ମଧ୍ୟ ଯୋଗାଇଥାଏ ।
ତେବେ ଆପଣ ମାନେ ନିଜ ବୟସ ଠାରୁ ବଡ କୌଣସି ଗୁରୁଜନ ମହିଳାଙ୍କର ପାଦକୁ ସ୍ପର୍ଶ କରି ପ୍ରଣାମ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।