IBN ଓଡ଼ିଶା ଏକ୍ସକ୍ଲୁସିଭ୍

Tarot card reading- କେଉଁ ଖୁସି ଖବର ଆପଣଙ୍କୁ ବହୁତ ଶୀଘ୍ର ହିଁ ମିଳିବାକୁ ଯାଉଛି, ଭଗବାନଙ୍କୁ ସ୍ମରଣ କରି ନିଜ ପାଇଁ ବାଛି ନିଅନ୍ତୁ…

ବନ୍ଧୁଗଣ ଆଉ କିଛି ଦିନ ମଧ୍ୟରେ ନବବର୍ଷର ଆଗମନ ହେବାକୁ ଯାଉଛି । ଏହି ନବବର୍ଷରେ ପ୍ରତ୍ଯେକ ବ୍ୟକ୍ତିର ଜୀବନରୁ କିଛି ପୁରୁଣା ଯିବା ସହ କିଛି ନୂଆ କଥାର ମଧ୍ୟ ଆଗମନ ହେବାକୁ ଯାଉଛି । ତେବେ ଆପଣ ମାନଙ୍କ ଜୀବନରେ କେଉଁ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ନୂଆବର୍ଷରେ ଆପଣଙ୍କୁ କେଉଁ ଖୁସି ଖବର ମିଳିବାକୁ ଯାଉଛି । ସେହି ବିଷୟରେ ଜାଣିବା ପାଇଁ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ଆପଣ ନିଜ ପାଇଁ ବାଛି ନିଅନ୍ତୁ ।

1- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ସେମାନଙ୍କ ଜୀବନରେ ବହୁତ କିଛି ଉନ୍ନତି ହେବାକୁ ଯାଉଛି । ଆପଣ କରିଥିବା କର୍ମର ଫଳ ଆପଣଙ୍କୁ ପ୍ରାପ୍ତ ହେବ ପାଇଁ ଯାଉଛି । ଯେଉଁ ବିଦ୍ୟାର୍ଥୀ ମାନେ ନିଜର ପାଠ କି କ୍ଯାରିଅରକୁ ନେଇ ଚିନ୍ତାରେ ରହୁଥିଲେ । ସେମାନଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବ ପାଇଁ ଯାଉଛି । ଆପଣ ନିଜର ଷ୍ଟଡି କି କ୍ଯାରିଅରକୁ ନେଇ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ଆଗାମୀ ସମୟରେ ବହୁତ ଶୀଘ୍ର ମିଳିବ ପାଇଁ ଯାଉଛି । ସମୟ ଆପଣଙ୍କ ପାଇଁ ଭଲ ରହିବ ।

2- ଆପଣ ଯେଉଁ କଥାର ନିଷ୍ପତ୍ତି ନେବାକୁ ଚାହୁଁଥିଲେ । ହେଲେ ସେଥିପାଇଁ ଦ୍ଵନ୍ଦରେ ରହୁଥିଲେ । ଆଗାମୀ ସମୟରୁ ଆପଣଙ୍କ ଆଖିରେ ଥିବା ସବୁ କିଛି ଦ୍ଵନ୍ଦ ଦୂର ହୋଇ ଆପଣ ଠିକ ବିଚାର କରିପାରିବେ । ଭଗବାନଙ୍କ ଠାରୁ ଆପଣ ଯଦି ନିଜର କୌଣସି ପ୍ରାପ୍ୟ ମାଗିଛନ୍ତି । ଯାହା ପାଇଁ ଆପଣ ଡିଜର୍ଭ କରନ୍ତି । ତାହା ବହୁତ ଶୀଘ୍ର ଆପଣଙ୍କୁ ମିଳିବାକୁ ଯାଉଛି ।

3- ଆପଣଙ୍କ ପାଇଁ ଆଗକୁ ଆସୁଥିବା ସମୟ ବହୁତ ଭଲ ରହିବା ପାଇଁ ଯାଉଛି । ହେଲେ ଆପଣଙ୍କୁ ଏହି ବାଟରେ ଯିବା ବେଳେ କିଛି କିଛି ସମସ୍ଯା ମଧ୍ୟ ପ୍ରତିବନ୍ଧକ ଭାବେ ଛିଡା ହୋଇପାରେ । ହେଲେ ଆପଣ ନିଜର ଲକ୍ଷ ସ୍ତଳରୁ ଜମାରୁ ବି ବିଚ୍ଯୁତ ହେବେନି । କୌଣସି ପ୍ରକାର ଲୋଭରେ ପଡିବେ ନାହିଁ । କାହା କଥାରେ ପରିଚାଳିତ ନହୋଇ ନିଜ ଅନ୍ତରଆତ୍ମାର କଥା ଶୁଣି ନିଜ କାମରେ ଆଗକୁ ବଧିବେ ।

4- ଆପଣ ଯାହା ଭାବିଥିଲେ । ସେହିପରି ଆପଣଙ୍କ ସହ କିଛି ହେବା ପାଇଁ ଯାଉଛି । ଯେଉଁ କାମ ପୁରା ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିବ ବୋଲି ଭାବୁଥିଲେ । ତାହା ହିଁ ବହୁତ ଶୀଘ୍ର ପୂରଣ ହେବାକୁ ଯାଉଛି । ହେଲେ ଆପଣଙ୍କର ତାହା ପୁରା ହେବ ବୋଲି ନଜର ଆସିବ ନାହିଁ । ତାହା ଅଚାନକ ଭାବେ ଆପଣଙ୍କର ଇଛା ପୂରଣ ହେବାରେ ଲାଗିବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button