IBN ଓଡ଼ିଶା ବ୍ୟୁରୋ

Tarot card reading- କାହାର ବି ନାମ ଭାବିକି ତାଙ୍କ ପାଇଁ ଏକ ନମ୍ବର ବାଛନ୍ତୁ, ଆଉ ଜାଣନ୍ତୁ ତାଙ୍କ ମନର କଥା…

ବନ୍ଧୁଗଣ ଯଦି ଆପଣ ବି କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ତେବେ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ଚୁଜ କରି ନିଅନ୍ତୁ । ଆପଣ ଯଦି ଚାହିଁବେ ତେବେ 4 ଟି ନମ୍ବରରେ 4 ଜଣ ଅଲଗା ଅଲଗା ପର୍ଶନଙ୍କ କଥା ମନ ପକାଇ ତାଙ୍କ ମନର କଥା ଆପଣଙ୍କ ପାଇଁ କଣ ଅଛି । ତାହା ଜାଣିପାରିବେ । ଯେଉଁ ନମ୍ବରରେ ଯେଉଁ ପର୍ଶନଙ୍କ କଥା ଭାବିକି ତାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେହି ନମ୍ବର ଅନୁସାରେ ତାଙ୍କ ମନର କଥାକୁ ପଢନ୍ତୁ ।

1-ଯାହାଙ୍କ କଥା ଭାବିକି ଏହି ନମ୍ବର ତାଙ୍କ ମନର କଥା ଜାଣିବା ପାଇଁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଲଭ ପାର୍ଟନର ବା ଜୀବନସାଥି ଅଟନ୍ତି । ସେ ଆପଣଙ୍କର ସୋଲମେଟ ମଧ୍ୟ ଅଟନ୍ତି । ଆପଣଙ୍କୁ ଏହି ପର୍ଶନ ଜଣଙ୍କ ବହୁତ ପସନ୍ଦ କରନ୍ତି ଓ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ଆପଣଙ୍କୁ ଛାଡି ଯିବାର କଥା ସେ ସ୍ଵପ୍ନରେ ବି ଭାବନ୍ତି ନାହିଁ ।

2- ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ବହୁତ ଖୋଲା ହୃଦୟର ବ୍ୟକ୍ତିତ୍ବଟିଏ ଭାବନ୍ତି । ଆପଣ ଏମିତି ଏକ ଲୋକ ତାଙ୍କ ଆଗରେ ଯେ ଆପଣ କାହା ଅଣ୍ଡରରେ ରହିବାକୁ ପସନ୍ଦ କରନ୍ତି ନାହିଁ ବୋଲି ସେ ଆପଣଙ୍କ ବିଷୟରେ ଭାବନ୍ତି । ଆପଣ ଆପଣଙ୍କ ନିଜ ଇଛାରେ ନିଜ ଲାଇଫକୁ ବଞ୍ଚିବାକୁ ଭଲ ପାଆନ୍ତି । ତଥାପି ସେହି ବ୍ୟକ୍ତି ଆପଣଙ୍କ ପାଇଁ ତାଙ୍କ ମନରେ ବହୁତ ଭଲ ଚିନ୍ତାଧରା ରଖିଛନ୍ତି ।

3- ଆପଣ ଜଣେ ବୁଦ୍ଧିମାନ ଓ ବୁଝିଲାସୁଝିଲା ସ୍ଵଭାବର ପିଲା ବୋଲି ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ଭାବନ୍ତି । ଆପଣଙ୍କ ଜୀବନରେ ଯେମିତିକା ପରିସ୍ଥିତି ଆସୁ ପଛେ ଆପଣ କେବେବି କାହାର ଅନିଷ୍ଠ ବିଷୟରେ ଭାବନ୍ତି । ମଣିଷ ହିସାବରେ ଜଣେ ବହୁତ ଭଲ ପର୍ସୋନାଲିଟିର ଲୋକ ବୋଲି ସେ ଆପଣଙ୍କ ବିଷୟରେ ଏପରି କିଛି ଚିନ୍ତାଧାରା ରଖିଛନ୍ତି । ଆପଣଙ୍କ ପାଖରେ ବହୁତ ଧର୍ଯ୍ୟ ଓ ପରିସ୍ଥିତିର ମୁକାବିଲା କରିବାର ସାହସ ଅଛି ବୋଲି ସେ ଆପଣଙ୍କୁ ନେଇ ଭାବନ୍ତି ।

4- ଏହି ପର୍ଶନ ଜଣଙ୍କ ଆପଣଙ୍କୁ ନେଇ ଭାବନ୍ତି । ଯେ ଆପଣ ଯେତେ ଉପରକୁ ଭଲରେ ଅଛନ୍ତି ବୋଲି ଲାଗନ୍ତି । ପ୍ରକୃତରେ କିନ୍ତୁ ଆପଣଙ୍କ ଜୀବନରେ ବହୁତ କିଛି ଚିନ୍ତା ଅଛି ବୋଲି ସେ ଭାବନ୍ତି । ତେଣୁ ଆପଣ ଅଯଥା କୌଣସି ଚିନ୍ତା କରିବା କି ଭବିଷ୍ୟତ ବିଷୟରେ ଅଧିକ କଥା ଭାବିବା ଠାରୁ ନିଜକୁ ଦୂରରେ ରଖନ୍ତୁ ବୋଲି ସେ ଚାହାନ୍ତି । ହେଲେ ଆପଣ ଜଣେ ବହୁତ ଭଲ ବ୍ୟକ୍ତି ତାଙ୍କ ଆଖିରେ ଅଛନ୍ତି । କିନ୍ତୁ ଆପଣ ଦୁନିଆକୁ ଯେତେ ଭଲରେ ଅଛି ବୋଲି ଜଣା ଯାଇଥାନ୍ତି । କିନ୍ତୁ ପ୍ରକୃତରେ ଅନେକ କିଛି କଥାକୁ ନେଇ ଆପଣଙ୍କ ମୁଣ୍ଡରେ ଅନେକ ଚିନ୍ତା ରହିଥାଏ ବୋଲି ସେ ଜାଣିପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button